Monthly Archives

June 2021

ବିକାଶ ମୋର ଏକମାତ୍ର ଲକ୍ଷ୍ୟ : ମନ୍ତ୍ରୀ ଟୁକୁନି ସାହୁ

ବିଭିନ୍ନ ପ୍ରକଳ୍ପ ଉଦଘାଟନକୃଷ୍ଠ ରୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନବୟସ୍କ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ ସଇଁନ୍ତଲା, (ଅଜିତ କୁମାର ସାହୁ), କରୋନା କାଳରେ ଲୋକେ ଘରରୁ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ଏଭଳି ଘଡି ସନ୍ଧି ମୁହୁର୍ତ୍ତରେ ଜଣେ ନାରୀ ନିଜ ଜୀବନକୁ ଖାତିରି ନ କରି ଦିନ
Read More...

ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମଜିଲ୍ଲାରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଟ୍ୟାଙ୍କ ଆଗରେ ପ୍ରତିବାଦର ସହ ବିକ୍ଷୋଭ ପ୍ରଦର୍ଶନ
Read More...

ବୌଦ୍ଧରେ ଦଉଡି ଦେଇ ଯୁବକର ଆତ୍ମହତ୍ୟା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଥାନା ଖୁଣ୍ଟବନ୍ଧ ଗ୍ରାମର ବ୍ରହ୍ମଚାରୀ ଗାଁର ଜଣେ ଯୁବକ ବିରେନ୍ଦ୍ର ଭୋକ୍ତା(୨୩) ସେ ବରଗଡ଼ ଅଞ୍ଚଳରେ ରହି ଡ୍ରାଇଭର କାମ କରୁଥିଲେ ହେଲେ କେତେ ଦିନ ହେଲା ସେ ଗାଁକୁ ଆସିଥିଲେ । ଗାଁ ପାଖ ଦେଇ ଯାଇଥିବା ସାଲୁଙ୍କି ନଦୀ କୂଳରେ ଏକ ଜାମୁଗଛର ଡାଳରେ ରସି
Read More...

ପେଟ୍ରୋଲ ଦର ବୃଦ୍ଧିରେ ବୌଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ, (ମମତା ମହାକୁର) : କେନ୍ଦ୍ରରେ ଶାସନାଧିନ ବିଜେପି ସରକାର ଗତ ୨ ମାସ ଭିତରେ ପେଟ୍ରୋଲ, ଡିଜେଲ ଦରକୁ ଅହେତୁକ ଭାବେ ୬ ଥର ଦରବୃଦ୍ଧି କରି ସାରିଲେଣି, ଦର ବୃଦ୍ଧିର ପ୍ରତିବାଦରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଜିଲ୍ଲା
Read More...

ଆଜି ଗଞ୍ଜାମ ଜିଲ୍ଲାରେ ଆଉ ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ : ପୁଣି ଗଞ୍ଜାମରେ ଆଉ ଦୁଇଜଣଙ୍କର ମୁଣ୍ଡ ଗଡ଼ିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଗଞ୍ଜାମ ଗ୍ରୀନ ଜୋନ୍‌ରେ ରହିଥିବା ବେଳେ ଅପରପକ୍ଷରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାରେ ନାଁ ନେଉନାହିଁ । ଆଜି ଜିଲ୍ଲାରେ ଆଉ ୨ ଜଣଙ୍କ କରୋନାରେ
Read More...

ତୈଳଦର ବୃଦ୍ଧି ପ୍ରତ୍ୟାହାର ଦାବୀରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତୈଳଦରର ବୃଦ୍ଧି ପ୍ରତ୍ୟାହାର ଦାବୀରେ ପାଟଣାଗଡ଼ ଜାତୀୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରାଯାଇଛି । ପିସିସି ସଭ୍ୟ ଅନିଲ କୁମାର ମେହେରଙ୍କ ନେତୃତ୍ବରେ ସକାଳ ୭ ଠାରୁ ୧୧ ପର୍ୟ୍ୟନ୍ତ ୪ ଘଣ୍ଟା
Read More...

ଦୁର୍ନୀତିର ଚେର ତଳୁ ଉପର ଯାଏଁ ଲମ୍ବିଛି : ନରସିଂହ

ଭର୍‌ଚୁଆଲ ମୋଡରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି-୬ର ବୈଠକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବିଭାଗୀୟ ଗୃହ କମିଟି-୬ର ଦ୍ୱିତୀୟ ବୈଠକ ଭର୍ଚୁଆଲ ମୋଡରେ କମିଟିର ଅଧ୍ୟକ୍ଷ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ୧୨ ଜଣ ସଭ୍ୟ ବିଶିଷ୍ଟ ଏହି କମିଟିର
Read More...

ବୋହୁକୁ ଗାଁ ଦାଣ୍ଡ ଗଛରେ ବାନ୍ଧି ପିଟିଲେ ଶାଶୁ ଘର ଲୋକେ : ଥାନାରେ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁଲିଗଲେ ମାନବିକତା ଗାଁ ଦାଣ୍ଡ ଗଛରେ ବାନ୍ଧି ବୋହୁକୁ ଅମାନୁଷିକ ଭାବେ ପିଟିଲେ ଶାଶୁ ଘର ପରିବାର ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ ଘଟଣା ଟି ଘଟିଛି । ସବୁବେଳେ
Read More...

ତୈଳଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୈଳଦର ବୃଦ୍ଧି ପ୍ରତିବାଦରେ ପସିସି ତରଫରୁ ସାରା ରାଜ୍ୟରେ ବିକ୍ଷୋଭ ଡାକରା ଦିଆଯାଇଛି । ସେହିକ୍ରମରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ବଲାଙ୍ଗିର ସହରର ଦୁଇଟି ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାର ବିଭିନ୍ନ ବ୍ଲକରେ
Read More...

କନ୍ଧମାଳର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ : ସଦର ମହକୁମାରେ ରହି ସତର୍କ ଦୃଷ୍ଟି ରଖିବାକୁ କନ୍ଧମାଳ…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚଳିତ ମାସ ୧୦ରୁ ୧୪ ଯାଏ ପାଣିପାଗ ନିର୍ଦ୍ଦେଶକଙ୍କ ସୁଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ପବନ ସହ ବଜ୍ରପାତ ଆଶଙ୍କା ଥିବାରୁ ୧୪ ତାରିଖ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ତହସିଲଦାର,
Read More...