Monthly Archives

June 2021

ଚାଲିଗଲେ ଉପେନ୍ଦ୍ର କୁମାର ପାହାଡସିଂ

ଭୁବନେଶ୍ୱର, (କେ ସତ୍ୟ ନାରାୟଣ ରେଡ୍ଡୀ) : ଆକାଶବାଣୀର ବିଶିଷ୍ଠ ସମ୍ବାଦ ପାଠକ ଉପେନ୍ଦ୍ର ପାହାଡସିଂଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହେଉଥିଲା । ଦିଲ୍ଲୀର ଏକ ଘରୋଇ ହସସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ଗତକାଲି ଅପରାହ୍ନରେ ତାଙ୍କର ମୃତ୍ୟୁ
Read More...

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ଆୟୁଷ ଡାକ୍ତର ସ୍ନେହାଶୀଷ ଗିରି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ତଥା କନ୍ଧମାଳ ଜିଲ୍ଲା ଖଜୁରୀପଡାରେ କାର୍ୟ୍ୟରତ ଆୟୁଷ ଡାକ୍ତର ସ୍ନେହାଶୀଷ ଗିରି । ଡ.ଗିରି କିଛି ଦିନ ତଳେ କୋଭିଡ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ଥିଲେ । ତେବେ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ସେ
Read More...

ତୃତୀୟ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଆନ୍ଦୋଳନ ସତ୍ୱେ କୌଣସି ସମାଧାନର ବାଟ ବାହାରି ପାରୁନାହିଁ । ଜିଲ୍ଲା ସାରା ରବି ଋତୁରେ ସଂଗ୍ରହ ହୋଇ ମଣ୍ଡିରେ ପଡି ରହିଥିବା ହଜାର ହଜାର କ୍ଵିଣ୍ଟାଲ ଧାନ ବିକ୍ରି ନ ହୋଇପଡି ରହିଛି । ଗତ କିଛିଦିନ ପୂର୍ବେ ଚାଷୀମାନେ ବରପାଲି
Read More...

ରାଜ୍ୟରେ ପୁଣି ୪୮ ଜୀବନ ନେଲା ମହାମାରୀ କୋରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପୁଣି ୪୮ ଜଣଙ୍କ ଜୀବନ ନେଇଛି କରୋନା । ୧୮ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଓ ନୟାଗଡ଼ ଜିଲ୍ଲାରେ ୫ ଜଣ ଲେଖାଏଁ, ଗଞ୍ଜାମ ଓ ସୁନ୍ଦରଗଡ଼ରେ
Read More...

ରାଜ୍ୟରେ କୋଭିଡ଼ ସଂକ୍ରମଣ : ଆଜି ୩୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଆଜି ୩୩୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୭୫ କ୍ୱାରେନ୍‌ଟାଇନ୍‌ରୁ ୧୯୨୨ ହୋଇଥିବା ବେଳେ ୧୪୪୯ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା
Read More...

ଚୀନକୁ ସନ୍ତୁଷ୍ଟ କରିବା ମିଶନ୍‌ରେ ଇମ୍ରାନ ଖାନ : କହିଲେ, ଚୀନ୍‌ ସହ ବନ୍ଧୁତା ଭାଙ୍ଗିବାକୁ ଆମେରିକା ଚାପ ପକାଉଛି

ଇସଲାମାବାଦ : ଚୀନ୍‌ର ଶାସକ କମ୍ୟୁନିଷ୍ଟ ପାର୍ଟିର ୧୦୦ ବର୍ଷ ପୂରଣ ହେବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ଡ୍ରାଗନକୁ ସନ୍ତୁଷ୍ଟ କରିବା ଆରମ୍ଭ କରିଛନ୍ତି । ଚୀନ୍‌ର ରାଷ୍ଟ୍ରାୟ ଟିଭି ଚ୍ୟାନେଲ ସହ ଏକ ବାର୍ତ୍ତାଳାପରେ ଇମ୍ରାନ ଖାନ ଦାବୀ କରିଛନ୍ତି ଯେ, ଚୀନ୍‌
Read More...

କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ୧୦୦ଟି ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ
Read More...

ରୋଜଗାରକ୍ଷମ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଆର୍ଥିକ ସହଯୋଗ ପାଇଁ ମା’ବାପାଙ୍କ ଆକୁଳ ନିବେଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଡ଼କ ଦୁର୍ଘଟଣାରେ ନିଜର ରୋଜଗାରକ୍ଷମ ପୁଅର ଗୋଡ଼ ଭାଙ୍ଗି ଯାଇଥିବା ହେତୁ ତା'ର ଉଚ୍ଚତର ଚିକିତ୍ସା ପାଇଁ 'ଅର୍ଥ ସାଜିଛି ବାଧକ' । ଏହିଭଲି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ
Read More...

ଶୋଚନୀୟ ଅବସ୍ଥାରେ ପଡିରହିଛି ଉତ୍ତେଇ ଜଳସେଚନ ପ୍ରକଳ୍ପ : କେବେ ପଡିବ ସରକାରଙ୍କ ଦୃଷ୍ଟି

କଳାହାଣ୍ଡି, (ପି.କେ. ସାହୁ) : କୃଷି ଓ କୃଷକର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ଉପରେ ପ୍ରକଳ୍ପ କରି ଚାଲିଛନ୍ତି । କିନ୍ତୁ କଳାହାଣ୍ଡି ଚାଷୀଙ୍କ ଦୁଃଖ ଥମିବାର ନାଁ ନେଉନାହିଁ । ସରକାର ୧୯୭୧ ମସିହାରୁ ଆରମ୍ଭ କରି ୧୯୭୬ ମସିହାରେ
Read More...

ବନ୍ଦେ ଉତ୍କଳ ଜନନୀ ପାଠ୍ୟ ପୁସ୍ତକରେ ସାମିଲ ପ୍ରସଙ୍ଗ : ସରକାରୀ ନିଷ୍ପତ୍ତି ବିରୁଦ୍ଧରେ କୋସଲ ରାଜ୍ୟ ସମନ୍ୱୟ ସମିତିର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ କମିଟୀର ନିଷ୍ପତ୍ତି କ୍ରମେ ଆଜି ସମଗ୍ର କୋସଳାଞ୍ଚଳରେ ବନ୍ଦେ ଉତ୍କଳ ଜନନୀକୁ ଶିକ୍ଷା ପାଠ୍ୟକ୍ରମରେ ସ୍ଥାନୀତ କରିବା ନିଷ୍ପତ୍ତି ବିରୁଦ୍ଧରେ ଦୃଢ ପ୍ରତିବାଦ କରାଯାଇଛି । ଆଜି କୋସଲ ରାଜ୍ୟ ସମନ୍ୱୟ ସମିତିର
Read More...