Monthly Archives

June 2021

ଚର୍ଦାପାଲି ଗ୍ରାମବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର କଲେ ଦୀପା : ବହୁ ପ୍ରତୀକ୍ଷିତ ଅଙ୍ଗନଦୀ ଉପରେ ହେବ ପୋଲ ନିର୍ମାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ଗଣମାଧ୍ୟମରେ ଲଗାତାର ଖବର ପ୍ରସାରଣ ଏବଂ ସେହି ଖବରକୁ ସମାଜିକ କର୍ମୀ ଦୀପା ବାରିକଙ୍କ ଟ୍ୱିଟ୍‌ ପରେ ଦୀର୍ଘ ଦିନ ଧରି ଅଞ୍ଚଳବାସୀଙ୍କ ଦାବୀ ହୋଇ ଆସୁଥିବା ବହୁ ପ୍ରତୀକ୍ଷିତ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଖମରା ଠାରୁ ଚର୍ଦାପାଲି
Read More...

ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘର ଜରୁରୀ କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଳିତ ନାୟକ ଶ୍ରମିକ କର୍ମଚାରୀ ସଂଘର ଜରୁରୀ କାର୍ଯ୍ୟକାରୀ କମିଟି ବୈଠକ ମହାସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ମହାସଂଘର ଅଧ୍ୟକ୍ଷ ଦିପକ କୁମାର ନାୟକ (ବବଲୁ) ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ ସାଧାରଣ ସଂପାଦକ
Read More...

ୟୁଜି ଓ ପିଜି ଶେଷ ବର୍ଷ/ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ମାସରେ ଅନ୍‌ଲାଇନ୍‌ରେ ହେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟରେ ୟୁଜି ଓ ପିଜି ଶେଷ ବର୍ଷ/ଫାଇନାଲ୍‌ ସେମିଷ୍ଟାର ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ/ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା
Read More...

ଡ୍ରେନ ସଫା କରି ଛାଡ଼ିଦେଲେ : ରାସ୍ତା ଉପରେ ଅଳିଆ ଗଦା ଗଦା

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ତଳେ 'ଆଗକୁ ମୌସୁମୀ, ଡ୍ରେନ ସଫା ହେବ କେବେ' ବୋଲି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜଗି ଉଠିଥିଲା ପଞ୍ଚାୟତ ପ୍ରଶାସନ । ସଫା କରାଗଲା ଡ୍ରେନ, ହେଲେ ସଫା କରି ଅଳିଆ ଆବର୍ଜନାକୁ ରାସ୍ତାରେ ଛାଡ଼ି ଦିଆଯାଇଛି । ଫଳରେ ଗ୍ରାମବାସୀ ବହୁ ଅସୁବିଧାର
Read More...

ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରୀ କମିଟି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ କମିଟିର ବୈଠକ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ଚିକିତ୍ସାଧୀକାରୀ ଡ. ତହସିଲ ସାହୁ ଉପସ୍ଥିତ ସଦସ୍ୟ ମାନଙ୍କୁ ସ୍ବାଗତ
Read More...

ଲାଠ ପରିବାର ତରଫରୁ ସ୍ୱର୍ଗତ ବିକାଶ ଲାଠଙ୍କ ସ୍ମୃତିରେ ପ୍ରଦତ୍ତ ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ମହିଳା ଓ ଶିଶୁ ବିକାଶ…

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ସ୍ୱର୍ଗତ ବିକାଶ ଲାଠଙ୍କ ସ୍ମୃତିରେ ଲାଠ ପରିବାର ପକ୍ଷରୁ ପ୍ରଦତ୍ତ ତଥା ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ପରିଚାଳିତ ହେବାକୁ ଥିବା ସବୁ ପ୍ରକାର ସୁବିଧା ଥିବା ଆମ୍ବୁଲାନ୍ସ ଆଜି ଲୋକାର୍ପିତ ହୋଇଛି । ଏହାକୁ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଓ
Read More...

ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ଗ୍ରାମରେ ଇନ୍ଦୁ ରଣା ନାମ୍ନୀ ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଯୁବତୀ ଜଣକ କେଉଁ କାରଣରୁ ଆତ୍ମହତ୍ୟା କଲେ, ତାହାର କାରଣ ଅସ୍ପଷ୍ଟ ରହିଛି । ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି
Read More...

ବଲାଙ୍ଗିର ଶ୍ରମ ବିଭାଗ ତରଫରୁ ତେଲେଙ୍ଗାନାରୁ ଉଦ୍ଧାର ହେଲେ ଏଗାର ଦାଦନ ଶ୍ରମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜ଼ିଲ୍ଲାର ଦାଦନ ପ୍ରବଣ ଖପ୍ରାଖୋଲ ବ୍ଲକର ବତିଶ ଜଣ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟ ନାଲଗଣ୍ଡା ଜ଼ିଲ୍ଲା ଚେର୍ଲାପାଲି ଇଟାଭାଟିରେ ବନ୍ଧକ ଥିବାର ଅଭିଯୋଗ ହୋଇଥିଲା । ଇଟାଭାଟି ମାଲିକ ଶ୍ରମିକ ମାନଙ୍କ କାର୍ୟ୍ୟ ଅବଧି ଶେଷ ହୋଇଯାଇଥିଲେ ସୁଦ୍ଧା
Read More...

କେନ୍ଦୁପତ୍ର ତୋଳାଳିଙ୍କୁ ଦାଉ ସାଧୁଛି ଆଇକେଏଲଏମ୍‌ଏସ୍

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନରେ ଏ ବର୍ଷ ପାଖାପାଖି ୪୦ ହଜାର ୨୦୦ ଜଣ ତୋଳାଳି ୧୧ କୋଟି ଟଙ୍କାର କେନ୍ଦୁପତ୍ର ତୋଳିଛନ୍ତି । କିନ୍ତୁ ଦୁଃଖର ବିଷୟ, ପତ୍ର ତୋଳିବାର ଦେଢ଼ ମାସ ବିତି ଯାଇଥିଲେ ସୁଦ୍ଧା ସେମାନେ ତାଙ୍କର ପାଉଣା ପାଇନାହାନ୍ତି । କରୋନା
Read More...

କେନ୍‌ସରରେ ମୃତ୍ୟୁବରଣ କରିଥିବା ପୀଡ଼ିତା ପରିବାରକୁ ସରକାରୀ ସହାୟତା ରାଶି ପ୍ରଦାନ

ବେଲପଡା, (ଅଜିତ କୁମାର ସାହୁ) : ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମର ଭଗବାନ ବୁଡେକ ଗତ ୨୦୧୯ରେ କେନ୍ସରରେ ମୃତ୍ୟୁବରଣ କରିଥିଲେ । ସେ ଜଣେ ଶ୍ରମିକ, ଶ୍ରମ କାର୍ୟ୍ୟାଳୟରେ ଲେବର କାର୍ଡ଼ କରିଥିଲେ । ଶ୍ରମବିଭାଗର ଆଇନ ଅନୁଯାୟୀ ଯେଉଁ ଶ୍ରମିକମାନେ ଲେବର କାର୍ଡ଼ କରି ରେଜିଷ୍ଟେସନ
Read More...