Monthly Archives

June 2021

ବଲାଙ୍ଗିର ଜିଲ୍ଲାରେ ୩୦ ଜଣ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୩୦ ଜଣ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକରେ ଜଣେ, ବଲାଙ୍ଗିର ପୌରାଂଚଳରେ ୪ ଜଣ, ବଙ୍ଗୋମୁଣ୍ଡା ବ୍ଲକରେ ୨ ଜଣ, ବେଲପଡ଼ା ବ୍ଲକରେ ୪ ଜଣ, ଦେଓଗାଁରେ ୩ ଜଣ, ଖପ୍ରାଖୋଲ ବ୍ଲକରେ ୬
Read More...

ରାଷ୍ଟ୍ରୀୟ ମାନବ ଅଧିକାର ସଂଗଠନର ବରଗଡ ଜିଲ୍ଲା ଅଧ୍ୟକ୍ଷ ହେଲେ ପରିବେଶ କର୍ମୀ ରାଜକୁମାର ସେଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଦେଶରେ ସଦା ସର୍ବଦା ଲୋକଙ୍କ ସେବାରେ ଯୋଡ଼ି ହୋଇ, ଅନେକ ସମସ୍ୟାକୁ ସଠିକ ରୂପେ ସମାଧାନ କରି ଚାଲିଥିବା ଲୋକନାଥ ଶଙ୍କର ସିଂହ ଅନୁମୋଦନ କ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରଥା ମାଥୁର ଓଡ଼ିଶା ପ୍ରଦେଶର ସୂଚନା ଅଧିକାର, ମାନବାଧିକାର ଏବଂ ପରିବେଶ
Read More...

ଆର୍ନ୍ତଜାତିକ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁରରେ ମିଳିତ ଭାବେ ସପ୍ତମ ଆର୍ନ୍ତଜାତିକ ଯୋଗ ଦିବସ ପାଳନ କରାଯାଇଥିଲା । ଭାରତୀୟ ଜନତା ପାର୍ଟି ଜଗଦଳପୁର ମଣ୍ଡଳ, ହସ୍ପିଟାଲ ଜଗଦଳପୁର ଏବଂ ଇ/୧୮୯ ବାଟାଲିୟନ ଜଗଦଳପୁରଙ୍କ ଦ୍ୱାରା ମିଳିତ ଭାବେ ପାଳନ କରାଗଲା ।
Read More...

ସଫା ହେଉନାହିଁ ବ୍ରିଜ ଉପର ବାଲି, ବଢୁଛି ଦୁର୍ଘଟଣାର ସମ୍ଭାବନା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ତଥା ଦୀର୍ଘ ବର୍ଷର ଦାବୀ ପୂରଣ ହୋଇ ସାରିଛି । ରେଳବାଇ ଓଭର ବ୍ରିଜ ନିର୍ମାଣ ସଂପୂର୍ଣ୍ଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ମାର୍ଚ୍ଚ ୧୦ ତାରିଖରେ ଭର୍ଚୁଆଲ ଉଦ୍‌ଘାଟନ ମଧ୍ୟ ସରିଛି । ଉଦ୍‌ଘାଟନ
Read More...

ଗାଁ କଲ୍ୟାଣ ସମିତି ଜରିଆରେ କରୋନା ସଚେତନତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁକୁରାମୁଣ୍ଡା ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଆଜି ବୁକୁରାମୁଣ୍ଡା ଗାଁରେ ବସବାସ କରୁଥିବା ଜନସାଧାରଣଙ୍କୁ ମହାମାରୀ କରୋନା ସକାଶେ ସଚେତନତା କରିବା ପାଇଁ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳି
Read More...

ଦୁଲଦୁଲି କଳା ପରିଷଦ ତରଫରୁ କଳାକାରଙ୍କୁ ସହାୟତା ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଂପ୍ରତିକ କରୋନା ସମୟରେ ସବୁ ବର୍ଗର ଲୋକେ ଆର୍ଥିକ ସ୍ତରରେ ପ୍ରଭାବିତ ହୋଇଛନ୍ତି । ତେବେ ସର୍ବାଧିକ କଳାକାରମାନେ ପ୍ରଭାବିତ ହୋଇଛନ୍ତି । ପ୍ରାୟ ଦୁଇ ବର୍ଷ ହେବ କୌଣସି ପ୍ରକାର ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜିତ ହୋଇନାହିଁ । ଫଳରେ କଳାକାରମାନଙ୍କ
Read More...

ସିଆର୍‌ପିଏଫ୍‌ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ଶାନ୍ତିପଡ଼ା ସ୍ଥିତ ମୁଖ୍ୟ କାର୍ୟ୍ୟାଳୟରେ ବଲାଙ୍ଗିର ସରକାରୀ ଆଇଟିଆଇ ଓ ଅନ୍ୟ କେତେକ ଅନୁଷ୍ଠାନ ସହ ମିଳିତ ଭାବେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ସାମାଜିକ ଦୂରତା ରକ୍ଷା କରି ପାଳନ ହୋଇଯାଇଛି । ସକାଳ
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସଇଁତଲା, (ଅଜିତ କୁମାର ସାହୁ) : ଯୋଗ ଆମ ସଂସ୍କୃତିକୁ ଭାରତୀୟ ମୁନିଋଷିମାନଙ୍କ ଅମୂଲ୍ୟ ଅବଦାନ । ଯୋଗ, ଶରୀର ଏବଂ ମନ ବିଚାର ଏବଂ କର୍ମ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ସହିତ ପ୍ରକୃତି ଓ ମଣିଷ ଭିତରେ ସଂହତି ପ୍ରତିଷ୍ଠା କରିଥାଏ । ଯୋଗର ଗୁରୁତ୍ୱ ଉପଲବ୍ଧି ପୂର୍ବକ ସମଗ୍ର ବିଶ୍ୱରେ ଜୁନ
Read More...

ଲୋଇସିଂହା ବିଜେଡି ତରଫରୁ ଟୀକା ଗ୍ରହୀତାଙ୍କୁ ସେବା ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଓଡିଶା ମୋ ପରିବାର ଆନୁକୂଲ୍ୟରେ ତଥା ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରାଙ୍କ ନିର୍ଦେଶ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ଲୋଇସିଂହା ବ୍ଲକ ତରଫରୁ ସ୍ଥାନୀୟ ହରେକୃଷ୍ଣ ମହତାବ ହାଇସ୍କୁଲ ଟୀକାକରଣ କେନ୍ଦ୍ରରେ ଟୀକା ନେଉଥିବା ସମସ୍ତ ଲୋକଙ୍କୁ
Read More...

ତପୁ ମିଶ୍ରଙ୍କ ଆତ୍ମାର ଶାନ୍ତି ନିମନ୍ତେ ପଶ୍ଚିମ ଓଡ଼ିଶାର କଲାକାର ସଂଘ ତରଫରୁ ସଂଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ମାଟିର ଓଲିଓଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଆତ୍ମାର ଶାନ୍ତି ନିମନ୍ତେ ପଶ୍ଚିମ ଓଡ଼ିଶାର କଲାକାର ସଂଘ ତରଫରୁ ସଂଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏକ ସୁନ୍ଦର ଗୀତ ତପୁ ମିଶ୍ରଙ୍କୁ ସମର୍ପିତ କରିଛନ୍ତି । ଗୀତକୁ ଲେଖିଛନ୍ତି
Read More...