Monthly Archives

June 2021

ଯୋଗ ହିଁ ସୁସ୍ଥ ସ୍ୱାସ୍ଥ୍ୟର ଚାବି କାଠି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଗତକାଲି ସାରା ବିଶ୍ୱରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଥିବା ଅବସରରେ କରୋନା ନିୟମକୁ ପାଳନକରି ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଚଟୁଅନକା ଅଙ୍ଗନବାଡ଼ି ଖ କେନ୍ଦ୍ରରେ ମଧ୍ୟ ପାଳିତ ହୋଇଥିଲା । ମାଝୀପଡା ପ୍ରାଥମିକ ବିଦ୍ୟାଳୟର
Read More...

୧୮+ କୋଭିଡ ଟୀକାକରଣ ଉପରେ ବ୍ଲକ ସ୍ତରୀୟ ଷ୍ଟେୟରୀଂ କମିଟି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ୧୮+ କୋଭିଡ ଟୀକାକରଣ ନେଇ ଏକ ଷ୍ଟେୟରୀଂ କମିଟି ବୈଠକ ମଙ୍ଗଳବାର ବିଡିଓ ସୁରେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ସୌମ୍ୟରଞ୍ଜନ ଦାଶ, ଜନସ୍ୱାସ୍ଥ୍ୟ
Read More...

ଘର ଭଙ୍ଗାର ଥଇଥାନ ବ୍ୟବସ୍ଥା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ବସଷ୍ଟାଣ୍ଡ ଠାରେ ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ପାଇଁ ଘରଗୁଡିକୁ ଭାଙ୍ଗି ଦିଆଯାଇଛି । ଦୀର୍ଘ ୩୫ ବର୍ଷ ଧରି ସେହି ସ୍ଥାନରେ ବସବାସ କରି ଛୋଟ ଛୋଟ ଦୋକାନ କରି ନିଜ ପରିବାରକୁ ପରିପୋଷଣ
Read More...

ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ଅନ୍ତର୍ଗତ ଚାରପାଲି ଗ୍ରାମ ପଞ୍ଚାୟତର ଭାଲୁକାନା ଗାଁ କଲ୍ୟାଣ ସମିତି ପକ୍ଷରୁ ସାବୁନ ଓ ମାକ୍ସ ବଣ୍ଟନ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଙ୍ଗନବାଡି କର୍ମୀ କରୋନା ରୋଗର ଲକ୍ଷଣ କିପରି ହୁଏ ସେ ବିଷୟରେ ଲୋକଙ୍କୁ
Read More...

ଭୁବନେଶ୍ୱରରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ଓ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ସଚିବଙ୍କ ନେତୃତ୍ଵରେ ଓଡ଼ିଶାରେ ଧାନ କିଣାବିକାର ଅବ୍ୟବସ୍ଥା, ଚାଷୀଙ୍କ ଟୋକନ ଲେପ୍ସ, ମଣ୍ଡିରେ ଚାଷୀଙ୍କ ଧାନ କଟନି ଛଟନି, କେନ୍ଦ୍ର ସରକାର ବସ୍ତା ସୁତୁଲି ପରିବହନର ଖର୍ଚ୍ଚ
Read More...

ବିପଦ ପୋଲ ଦେଇ ଯାତାୟାତ କରୁଛନ୍ତି ସ୍ଥାନୀୟ ଲୋକେ : ନିର୍ମାଣ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ କାମ କରୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଅଧିନସ୍ଥ ଦାବିଜୋରି ଠାରୁ ଭୋଇରପଡା ଏବଂ ଭିର୍କାପଡାକୁ
Read More...

ସାପ କାମୁଡାରେ ମହିଳାଙ୍କର ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ ପଞ୍ଚାୟତ ଅନ୍ତର୍ଗତ ଡିଆନାଳି ଗ୍ରାମର ପାଙ୍ଗାଲା ମୁଣ୍ଡା ୪୦ ବର୍ଷ ତାଙ୍କର ସ୍ୱାମୀ ଗୋବିନ୍ଦ ମୁଣ୍ଡା ରାତିରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା ।ତାକୁ କଣ କାମୁଡି ଦେଇଥିବା ଭାବି ସେ ଗୁରୁତ୍ୱ ଦେଇନଥିଲେ । ଆଜି ସକାଳୁ
Read More...

ଚାଷୀମାନଙ୍କ ଲାପ୍ସ ଟୋକନକୁ ରିନ୍ୟୁୟଲ କରାଯିବ ସହ ସମସ୍ୟାକୁ ପ୍ରାଥମିକତା ଦିଆଯିବ

ଯାଜପୁର : ଦଶରଥପୁର ବ୍ଲକସ୍ଥ କମାରଡ଼ିହି ସେବାସମବାୟ ସମିତିରେ ରବିଧାନ କିଣାକୁ ନେଇ ଶନିବାର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । କାରଣ ଥିଲା ତାରିଖ ୬,୭,୮ ତାରିଖରେ ଥିବା ପ୍ରାୟ ୭୦ ଜଣ ଚାଷୀ ମାନଙ୍କର ଟୁକନ ଲାପସ କରିଯାଇଥିଲା । ଏହି ଘଟଣାକୁ ନେଇ ଚାଷୀ ମାନେ ସମବାୟ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୭୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬ଜଣ ରହିଥିବା ବେଳେ ବରଗଡ଼, କଟକ ଜିଲ୍ଲାରୁ ୫ଜଣ ରହିଛନ୍ତି ।
Read More...

ମୁଖ୍ୟ ଡାକଘର ଆନୁକୂଲ୍ୟରେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଛତ୍ରପୁର ମୁଖ୍ୟଡାକ ପ୍ରାଙ୍ଗଣରେ ବିଶେଷ ଡାକ ମୋହର ରଦ୍ଦକରଣ, ଔଷଧୀୟ ବୃକ୍ଷରୋପଣ, ସାମୁହିକ ଯୋଗ ଅଭ୍ୟାସ ତଥା ଶପଥପାଠ ଆଦି ଅନୁଷ୍ଠିତ ହୋଇଯାଇଛି । ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ
Read More...