Monthly Archives

June 2021

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିଲା କିଶାନ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ରବି ଋତୁରେ ଚାଷୀଙ୍କ ଠାରୁ ସବୁ ଧାନ କ୍ରୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏବେ ସୁଦ୍ଧା ରବି ଧାନକିଣାରେ ବ୍ୟପକ ଅବ୍ୟବସ୍ଥା ଦେଖାଦେଇଛି । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ ଜିଲ୍ଲାରେ ୪୪୫୩ଜଣ ଚାଷୀ ପଞ୍ଜିକୃତ କରିଥିବା
Read More...

ପାଇକମାଲ ସରସ୍ଵତୀ ଶିଶୁମନ୍ଦିରରେ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରସ୍ଵତୀ ଶିଶୁମନ୍ଦିର ଠାରେ ପରିଚାଳନା ସମିତି ଓ ଗୁରୁଜୀ ଗୁରୁମାମାନଙ୍କ ମିଳିତ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସଂପାଦକ କୁବେର ରଣା ଅଧ୍ୟକ୍ଷତା କରିଥିଲେ । ବୈଠକରେ ବିଦ୍ୟାଳୟର ଶୈକ୍ଷିକ ଆଲୋଚନା କରାଯାଇଥିଲା ।
Read More...

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ : ମାଟ୍ରିକରେ ଏ ବର୍ଷ ପାସ୍ ହାର ୯୭.୮୯%

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଲା । ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ପୁସ୍ତିକାକୁ କଟକ ବୋର୍ଡ ଅଫିସରେ ଉନ୍ମୋଚନ କରିଛନ୍ତି । କରୋନା ଯୋଗୁଁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଲା
Read More...

ମହାତ୍ମା ଗାନ୍ଧୀ ନିଯୁକ୍ତି ଯୋଜନାରେ ଆମ୍ବଚାଷ କରିବା ପାଇଁ ପ୍ରସ୍ତୁତି ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କରମତଲାର ଦାବଯୋର ଗ୍ରାମରେ ଉଦ୍ୟାନ ବିଭାଗ ପକ୍ଷରୁ ଆମ୍ବଚାଷୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଥିଲା । ଉକ୍ତ ବୈଠକ ଅନୁଷ୍ଠିତ ସଭାରେ ଟିକ୍ରାପଡ଼ା ମଣ୍ଡଳର ଜିଲ୍ଲା ପରିଷଦ ସଦସ୍ୟା କଳ୍ପନା ଚୌହାନଙ୍କ
Read More...

ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଯଶୱନ୍ତ ଜେଠୱା

କଟକ : ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଯଶୱନ୍ତ ଜେଠୱା । ଗତକାଲି ଆଇପିଏସ୍ ସ୍ତରରେ ଅଦଳବଦଳ ବେଳେ ଭିଜିଲାନ୍ସର ନୂଆ ନିର୍ଦ୍ଦେଶକ ଭାବେ ଜେଠୱାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ପରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପଦ ଖାଲି
Read More...

ପଦ୍ମପୁରରେ କରୋନା ସଚେତନତା ରାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କରୋନା ଭୁତାଣୁର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି ଏନେଇ ରାଜ୍ୟ ସରକାର ଲକଡାଉନ ସଟଡାଉନ୍‌ ଘୋଷଣା କରିଛନ୍ତି । ଏନେଇ ଆଜି ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦରେ ଆଶା ଦିଦି ଗୀତାଞ୍ଜଳି ବନଛୋରଙ୍କ ନେତୃତ୍ୱରେ ଆଜି ପଦ୍ମପୁରର ୱାର୍ଡ
Read More...

ବାରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ : ସେଲୁନ୍‌ ଖୋଲିବା ପାଇଁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରାକାରଙ୍କ ନିର୍ଦ୍ଦେଶ କ୍ରମେ କରୋନା ମହାମାରୀକୁ ନେଇ ଅନେକ ଲୋକଙ୍କ ଜୀବନ ଜୀବିକା ଠପଊ ହୋଇପଡିଥିବା ବେଳେ କିଛି ଟଙ୍କା ରୋଜଗାର କରି ପେଟ ପୋଷୁଥିବା ବାରିକ ମାନଙ୍କ ପାଇଁ ଏବେ ଆର୍ଥିକ ସଙ୍କଟ ଦେଖାଦେଉଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା
Read More...

ରବି ଧାନ ବିକ୍ରି ନ ହେବାରୁ ଦେଓଗାଁ ବଙ୍ଗଳାରେ ଚାଷୀଙ୍କ ଏନଏଚ୨୬ ଅବରୋଧ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ରବି ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ଚାଷୀମାନେ ଆଜି ଦିନ ୧୦ଟା ସମୟରୁ ଦେଓଗାଁ ଥାନା ଅନ୍ତର୍ଗତ ଦେଓଗାଁ ଡାକ ବଙ୍ଗଳାରେ ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତି । ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଳ ଆନ୍ଦୋଳନ
Read More...

ଦେଓଗାଁ ସିଏଚସିରେ ଆଜି ୧୩୬ଜଣଙ୍କୁ ଟୀକା ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ କିଛିଦିନ ହେଲା ଯୁବ(୧୮-୪୪) ବର୍ଗର ଲୋକଙ୍କୁ ଟୀକାକରଣ ଜାରି ରହିଛି । ଟୀକାକରଣ ଆରମ୍ଭ ଦିନରୁ ଟୀକା ପରିମାଣ ବଢ଼ିବାରେ ଲାଗିଥିଲା । ହେଲେ ଆଜି ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଟୀକାକରଣ କେନ୍ଦ୍ରରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୦୧କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୯, ବରଗଡ, କଟକ, ନୟାଗଡରୁ ୫ ଜଣ ଲେଖାଏଁ, ଅନୁଗୋଳରୁ ୩, ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର,
Read More...