Monthly Archives

June 2021

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗରେ ୱେବିନାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜନ୍ଦ୍ରେ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ଆନୁକୁଲ୍ୟରେ ‘କୌଟିଲ୍ୟ ଅର୍ଥଶାସ୍ତ୍ରରେ ଲୋକପ୍ରାଶାସନ’ ଶୀର୍ଷକରେ ଏକ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର, କୁଳ ସଚିବ
Read More...

ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ : ସୁଶୁାନ୍ତ ସିଂ, ଅତନୁ ସବ୍ୟସାଚୀ ନାୟକ, ଚନ୍ଦ୍ରସାରଥୀ ବେହେରା ଏବଂ ପ୍ରଣବ…

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବିଭିନ୍ନ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି । ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଛି । ୩୦ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନୁଗୁଳ-ପ୍ରଶାନ୍ତ ମୁଦୁଲି,
Read More...

ଆମ୍ ଆଦମୀ ପାର୍ଟି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ଆପ ଓଡିଶା ପ୍ରବକ୍ତା ଆଶିଷ ପାଣ୍ଡେଙ୍କ ନେତୃତ୍ବରେ ଲୋଇସିଂହା ଠାରେ ୫୦ରୁ ଉର୍ଦ୍ଧ୍ୱ ଗରୀବ ପରିବାରଙ୍କୁ ଚାଉଳ, ପିଆଜ, ଆଲୁ, ଏବଂ ହାତ ଧୋଇବା ପାଇଁ ଗୋଟେ ଗୋଟେ ସାବୁନ୍
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୪୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ଜଣ ରହିଥିବା ବେଳେ ବରଗଡ଼, କଟକ,
Read More...

ଭୁବନେଶ୍ୱରରେ ଡ୍ରେନେଜ ସମସ୍ୟା ସମାଧାନ ପାଇଁ ଚିନ୍ତା ପ୍ରକଟ କଲେ ସାଂସଦ ମ୍ୟାଡମ ଅପରାଜିତା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଗତ ୧୫ ଫେବୃଆରୀ ୨୦୨୦ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରି ଭୁବନେଶ୍ୱର ମହାନଗରର ଡ୍ରେନେଜ ସମସ୍ୟା ପ୍ରତି ଦୃଷ୍ଟି ଆରୋପ କରିଥିଲେ ।
Read More...

୬ମାସ ନ ପୁରୁଣୁ ବିଜୁ ସେତୁ ରାସ୍ତାରେ ଦେଖା ଦେଲାଣି ଫାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଗାଁ ମାନଙ୍କୁ ସହରର ମୁଖ୍ୟ ସ୍ରୋତ ସହ ଯୋଡିବା ପାଇଁ ତଥା ଉଚିତ ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା ଅନ୍ତର୍ଭୁକ୍ତ ରାସ୍ତା, ସେତୁ ଆଦି ନିର୍ମାଣ କରୁଛନ୍ତି । ହେଲେ କେତେକ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କ
Read More...

ମାଟ୍ରିକ ପରୀକ୍ଷାରେ ବରଗଡ଼ ଜିଲ୍ଲାର ପାସ୍ ହାର ୯୬%

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳ ବରଗଡ଼ ଜିଲ୍ଲାର ପାସ୍ ହାର ଶତକଡ଼ା ୯୬.୯୬ ରହିଛି । ସେଥିମଧ୍ୟରୁ ଏ୧ ଗ୍ରେଡରେ ୮୪ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏ୨ ଗ୍ରେଡରେ ୬୬୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଚଳିତ ବର୍ଷ ଜିଲ୍ଲାର ୩୨୦ଟି
Read More...

ଆଜିଠାରୁ ଆସନ୍ତା ୨୮ ତାରିଖ ପଯ୍ୟନ୍ତ ଜିଲ୍ଲାରେ ୧୮ରୁ ଉର୍ଦ୍ଧ ନାଗରିକଙ୍କ ପାଇଁ ଟୀକାକରଣ

ଜିଲ୍ଲାର ବିଭିନ୍ନ ସ୍ଥାନର ୪୫ଟି ଟୀକାକେନ୍ଦ୍ରରେ ଟୀକା ପ୍ରଦାନଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ତରଫରୁ ଆଜିଠାରୁ ଆସନ୍ତା ୨୮ ତାରିଖ ପଯ୍ୟନ୍ତ
Read More...

ବିରଳ ରକ୍ତ ଯୋଗାଡ଼ କରି ଜୀବନ ବଞ୍ଚାଇଲେ ମିଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା କାଳରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ଅନେକ ଥର ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଡ଼ କରି ଜୀବନ ବଞ୍ଚାଇ ଚର୍ଚ୍ଚାରେ ରହିଥିବା ଜଣେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳର ତଥା ଓଡ଼ିଶା ରକ୍ତଦାତା ମହାସଂଘ, ଟିଟିଲାଗଡ଼ ରକ୍ତ ଭଣ୍ଡାର
Read More...

୭ଦିନ ଭିତରେ ସମସ୍ୟା ସମାଧାନ ପାଇଁ ବିଡ଼ିଓ ଦେଲେ ପ୍ରତିଶ୍ରୁତି

ଦେଓଗାଁ, (ମନୀଷ କୁମାର ସାହୁ) : ଡୁମେରପିଟା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଗତ ଶୁକ୍ରବାର ଦିନରୁ ଭିଲେଜର୍ସ ଇଣ୍ଡିଆ ପାର୍ଟି (ଭିଆଇପି)ର ଅଧ୍ୟକ୍ଷ ଡ.ବିପିନ କୁଶଲିଆଙ୍କ ନେତୃତ୍ୱରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଧାରଣା ଦେଇ ଆସୁଥିଲେ ଦଳୀୟ ସଭ୍ୟ ଓ
Read More...