Monthly Archives

June 2021

ସିଲଭର ବଟନ ହାସଲ କଲେ ସମୀର

ସଇଁନ୍ତଲା, (ଅଜିତ କୁମାର ସାହୁ) : କଠିନ ପରିଶ୍ରମ ନିଶ୍ଚୟ ଫଳ ଆଣେ । ପଶ୍ଚିମ ଓଡ଼ିଶାର ବିଖ୍ୟାତ କଳାକାର ସମୀର କୁମାର ବେହେରାଙ୍କ ୟୁଟ୍ୟୁବ ଚେନାଲ୍ ଏକ ଲକ୍ଷରୁ ଅଧିକ ଗ୍ରାହକ ପାର ହେଇ ସାରିଛି । ଏଣୁ ସିଲଭର ବଟନ୍ ତାଙ୍କୁ ମିଳିଛି । ପଶ୍ଚିମ ଓଡ଼ିଶାରେ ପୁଣି ଏକ ୟୁଟ୍ୟୁବ ଚେନାଲ ଆଗେଇ
Read More...

ଡେଲାଙ୍ଗରେ ଗଡିଲା ରାଜସ୍ୱ ରଥ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲ ପକ୍ଷରୁ ଲୋକଙ୍କ ପାଖରେ ପହଞ୍ଚିଲା ରାଜସ୍ୱ ରଥ । ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହରୀ ସମଗ୍ର ଦେଶ ତଥା ରାଜ୍ୟରେ ଆତଙ୍କ ଖେଳାଇଥିବା ବେଳେ ସରକାରଙ୍କ କୋଭିଡ କଟକଣା ଯୋଗୁ ଲୋକେ ଘରୁ ବାହରକୁ ବାହାରିବା ମନା । ତହସିଲ ଓ ବ୍ଳକ
Read More...

ଆଜିଠାରୁ ରାଜ୍ୟରେ ଆରମ୍ଭ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ । ଆଜି ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ । ରାଜ୍ୟରେ ସଂକ୍ରମଣ କମୁଛି କିନ୍ତୁ ବିପଦ ଏପର୍ଯ୍ୟନ୍ତ ଟଳିନଥିବାରୁ ରାଜ୍ୟ ସରକାର ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ
Read More...

କୋଭିଡ ଆକ୍ରାନ୍ତ ହୋଇ ମହିଳାଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପୈଦାପାଟଣା ପଞ୍ଚାୟତ ନୁସୁରିପସି ଗ୍ରାମର ଯୁବ ବ୍ୟବସାୟୀ ଦିଲ୍ଲୀପ ପଣ୍ଡାଙ୍କ ପତ୍ନୀ ସାଗରିକା ପଣ୍ଡା କୋଭିଡ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ତାଙ୍କ ଦେହ ଅସୁସ୍ତ ରହିଥିଲା ଓ କୋଭିଡ ଲକ୍ଷଣ ଦେଖାଯିବାରୁ ତାଙ୍କୁ କେନ୍ଦୁଝର ରାଙ୍କିସ୍ତ କୋଭିଡ
Read More...

ଶଶୁର ଘର ଲୋକଙ୍କ ସହ ମିଶି ବାପା ମା’ଙ୍କୁ ମରଣାନ୍ତକ ଆକ୍ରମଣ : ଚାରି ଜଣ ଆହତ ମା’ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପାଣିଗେଙ୍ଗୁଟିଆ ଗ୍ରାମର ଭାଜମନ ନାୟକ ବୟସ ୫୫ ତାଙ୍କ ସ୍ତ୍ରୀ ଦୁହିତା ନାୟକ ବୟସ ୫୦ କିଛି ଦିନ ଧରି ଅଲଗା ରହୁଥିବା ବେଳେ ସାନ ପୁଅ ଅନ୍ତର୍ୟ୍ୟାମୀ ନାୟକ ପତ୍ନୀ ରୋଜାଲୀନ ନାୟକ ମଧ୍ୟରେ ଘର ଭାଗବଣ୍ଟାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା
Read More...

ତାରିଣୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ

କେନ୍ଦୁଝର : ଘଟଗାଁ ବ୍ଳକର ସର୍ବ ପୁରାତନ ତାରିଣୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳକୃଷ୍ଣ ସାହୁ ଅବସର ଗ୍ରହଣ କରିଛନ୍ତି । ଏଥି ସକାଶେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ମୁକୁନ୍ଦପୁର ପାଟଣା ପଞ୍ଚାୟତ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ, ସାମ୍ବାଦିକ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୯୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫ଜଣ ରହିଥିବା ବେଳେ କଟକ, କଳାହାଣ୍ଡି ଜିଲ୍ଲାରୁ ୪ଜଣ ଲେଖାଏଁ
Read More...

ଗଞ୍ଜାମ ସହରରେ ପୁଣି ଦୁଇଜଣଙ୍କର କରୋନାରେ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରର ପଣ୍ଡାସାହି ବାସିନ୍ଦା ତଥା ମଧୁସୂଦନ ରାଇସ ମିଲ୍‌ର ମାଲିକ ତଥା ଯୁବ ବ୍ୟବସାୟୀ ଲଛମନ ପଣ୍ଡା(ପଙ୍କଜ) ଗତ ତିନିଦିନ ତଳେ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବ୍ରହ୍ମପୁର କୋଭିଡ଼ି ହସ୍ପିଟାଲକୁ ଚିକିତ୍ସା ପାଇଁ
Read More...

ଛତ୍ରପୁର ପୋଲିସ ଉଚ୍ଚବିଦ୍ୟାଳୟରେ କ୍ରୀଡା ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରାଞ୍ଚଳର ନିୟୁ ପୋଲିସ କଲୋନୀଠାରେ ଅବସ୍ଥାପିତ ପୋଲିସ ଉଚ୍ଚବିଦ୍ୟାଳୟର କ୍ରୀଡା ଶିକ୍ଷକ ନାରାୟଣ ରଥଙ୍କୁ ଏକ ନିରାଡ଼ମ୍ବର ସଭାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଦୀର୍ଘ ୩୧ ବର୍ଷ କାଳ ଏହି
Read More...

କର୍ଲାମୁଣ୍ଡା ବ୍ଳକ : ଶହ ଶହ ହେକ୍ଟର ଗୋଚର ଜମି ପ୍ରଭାବଶାଳୀଙ୍କ କବ୍‌ଜାରେ : ରାଜସ୍ୱମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ…

କର୍ଲାମୁଣ୍ଡା : (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଳକର ପ୍ରତ୍ୟେକ ଗାଁରେ ଥିବା ଗୋଚର ଜମି ଏବେ ପ୍ରଭାବଶାଳୀଙ୍କ କବ୍‌ଜାରେ । ଗାଈଗୋରୁ ଚରିବା ପାଇଁ ଥିବା ଏଇ ଗୋଚର ଭୂମି ଜବରଦଖଲକାରୀଙ୍କ ଦ୍ୱାରା ଚାଷଜମିରେ ପରିଣତ ହୋଇଥିବା ବେଳେ ଆଉ କେଉଁଠି କୋଠାଘର ତିଆରି
Read More...