Monthly Archives

June 2021

ଅମାନିଆଙ୍କ ଉପରେ ଜିଲ୍ଲା ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ

ଅନୁଗୁଳ : ଅନୁଗୁଳ ସହରରେ କରୋନା କଟକଣାକୁ ଅବମାନନା କରିଥିବାରୁ ଅନୁଗୁଳ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜୋରଦାର ଚଢ଼ାଉ କରାଯାଇଥିଲା । ୬ଟି ଟିମ ଗଠନ କରାଯାଇ ଏକାଧିକ ଦୋକାନ ସିଲ୍ କରିବା ସହ ଜରିମାନା ଆଦାୟ କରାଯାଇଛି । ପୌର କାର୍ୟ୍ୟାଳୟ ଠାରେ ଥିବା ଏକ ଜନସେବା କେନ୍ଦ୍ର ସିଲ୍ କରିବା ସହ
Read More...

ସଡକ ଦୁର୍ଘଟଣା : ବାଲି ବୋଝେଇ ଟ୍ରକ ଚକ ତଳେ ଜଣେ ମୃତ ଦୁଇଜଣ ଆହାତ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଆନ୍ତର୍ଗତ ରାଳବ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୃଘଟଣା ଘଟିଯାଇଛ । ଉକ୍ତ ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତ୍ୱର ଆହାତକୁ ବ୍ରହ୍ମପୁରକୁ ପଠାଯାଇଥିବା ଜଣାପଡିଛି । ସୂଚନାପ୍ରକରେ ଏକ ବାଲି ବୋଝେଇ ଟ୍ରକ
Read More...

ଅବକାରୀ ମୋବାଇଲ ସ୍କ୍ୱାର୍ଡର ଚଢାଉ : ବିପୁଳ ପରିମାଣରେ ପୋଚ ନଷ୍ଟ ସହ ୩ ଗିରଫ

କେନ୍ଦୁଝର : ପାଟଣା ଥାନା ଅଂଚଳରେ ପାଟଣା ଅବକାରୀ ବିଭାଗ ଓ କେନ୍ଦୁଝର ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ବିଭିନ୍ନ ଜାଗାରେ ଚଢ଼ାଉ କରି ବିପୁଳ ପରିମାଣରପୋଚ ନଷ୍ଟ କରିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ଭାଲିଡ଼ିହା ପରମଗୋଠ ସାହିରୁ ୧୦୦୦ କିଲୋ, ରାଧାପୁରରୁ ୭୨୦ କିଲୋ ଓ ଚୁନୁସାହିରୁ
Read More...

ପାଣି ପାଇଁ ହାହାକାର ଗ୍ରାମବାସୀ : ଜଳ ଯୋଗାଣ ନ ହେଲେ ଆନ୍ଦୋଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ବ୍ୟୟ କରୁଛନ୍ତି ହେଲେ ପ୍ରଶାସନ ଅବହେଳା ଯୋଗୁଁ ଲୋକେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଏବେ ଆନ୍ଦୋଳନ ପାଇଁ ସଜବାଜ ମଧ୍ୟ ହେଉଥିବା
Read More...

ରାଜ୍ୟ ସରକାରଙ୍କ ବଡ ନିଷ୍ପତି : +୨ ପରୀକ୍ଷା ବାତିଲ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : +୨ ପରୀକ୍ଷା ବାତିଲ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । କରୋନାର ଦ୍ୱିତୀୟ ଲହର ସାରା ଓଡିଶାରେ ହଇଚଇ ସୃଷ୍ଟି କରିଥିବା ବେଳେ ଜୀବନ ଓ ଜୀବିକାକୁ
Read More...

ଏକ କୋଟିରୁ ଟଙ୍କାର ବ୍ରାଉନ୍‌ସୁଗାର ଜବତ : ୩ ଜଣ ଅଭିଯୁକ୍ତ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ଚଢ଼ାଉ କରାଯାଇ ଗୁରୁବାର ଏକ କୋଟିରୁ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଥିବା ବେଳେ ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଖବର ମଳିଛି । ସୂଚନା ଅନୁସାରେ, ଜଳେଶ୍‌ଶ୍ୱର ସହରର ଏକ ଇଲେକ୍ଟ୍ରି ଦୋକାନରୁ ଆଜି କୋଟିଏରୁ ଅଧିକ
Read More...

ଅଜଣା ଗାଡି ଧକ୍କାରେ ବିରଳ କୃଷ୍ଣସାର ମୃଗ ମୃତ

ଗଞ୍ଜାମ, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୁଣ୍ଠପଡା ଠାରୁ ବାଲିଛାଇ ମଧ୍ୟରେ ଥବା ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡିଧକ୍କାରେ ବିରଳ କୃଷ୍ଣସାର ମୃଗର ମୃତ ହୋଇଥିବା ଜଣାପଡିଛି । ସମ୍ଭବତଃ ଏହି ମୃଗଟି ସଡ଼କ ପାର ହେଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
Read More...

ଦେଓଗାଁ ବ୍ଲକରେ ଆମ୍ବ ପସରା କାର୍ଯ୍ୟକ୍ରମ ଉଦଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଆମ୍ବ ଉତ୍ପାଦନ ସୁଗମ କରିବାକୁ ବଲାଙ୍ଗିର ଜିଲ୍ଲା ପ୍ରଶାସନର ସହଯୋଗରେ ଓରମାସ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ଗଙ୍ଗା ଉତ୍ପାଦକ ଦଳ ଚୋରମରା ମାଧ୍ୟମରେ ଜିଲ୍ଲା ସ୍ତରୀୟ ଭ୍ରାମ୍ୟମାଣ 'ଆମ୍ବ ପସରା' ତଥା 'ଆମ ଗାଁର ଆମ୍ବ ପସରା'
Read More...

ମାହେଶ୍ୱରୀ ସଂଗଠନ ପକ୍ଷରୁ ଅସହାୟଙ୍କୁ ସହଯୋଗ

ତରଭା, (ଜିତେନ୍ଦ୍ର ସା) : କରୋନା ମହାମାରୀ ଯୋଗୁଁ ଲକଡାଉନ ସଟଡାଉନ ଲାଗି ରହିଥିବା ବେଳେ ଗରିବ ଅସହାୟ ମାନଙ୍କ ରୋଜଗାର ଠପ୍‌ ହୋଇଯାଇ ମୁଠେ ଖାଇବା ପାଇଁ ପାଇବା କଷ୍ଟକର ହୋଇପଡିଥିବା ବେଳେ ଏହି ସମୟରେ ସେମାନଙ୍କୁ ତରଭା ମାହେଶ୍ୱରୀ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ କରି
Read More...

ଡାଳୁଆ ଧାନ ବିକ୍ରିକୁ ନେଇ ଚାଷୀ ଅସନ୍ତୋଷ : ଜିଳ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗୌଡ଼ଗୋଠ ଗାଁର ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷୟ ଡାଳୁଆ ଧାନ କିଣାରେ ଅହେତୁକ ଅନିୟମିତତା ଦେଖାଯାଇଛି । ଧର୍ମକୁ ଆଖି ଠାର କଲାପରି ସରକାର ଡାଳୁଆ ଧାନ କିଣୁଛନ୍ତି । ଚାଷୀ କିପରି ଭାବେ ଉତ୍ପାଦନ କରିଥିବା ଡାଳୁଆ ଧାନକୁ ଠିକ୍ ଭାବେ ମଣ୍ଡିରେ ବିକ୍ରି କରିବ ସେଥିପ୍ରତି ସରକାର ଧ୍ୟାନ ଦେଉ
Read More...