Monthly Archives

May 2021

ଭୀମ ଭୋଇ ମେଡିକାଲରେ ୧୦୦ ଓ କିସ୍‌ରେ ୫୦ ଆଇସିୟୁ ଶଯ୍ୟା ପାଇଁ ଦାବୀ ରଖିଲେ ନରସିଂହ

ସ୍ଥିତି ବିଗିଡିବା ପୁର୍ବରୁ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପୂରଣ କରନ୍ତୁ ସରକାରସୁପର ସ୍ପେସିଆଲିଟି ହସପିଟାଲ ପାଇଁ ଅଚ୍ୟୁତ ସାମନ୍ତ ସହ କଲେ ଅଲୋଚନା ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଦ୍ୱିତୀୟ ଲହରରେ ବଲାଙ୍ଗିର ଜିଲ୍ଲାରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ବଢିବାରେ ଲାଗିଛି ।
Read More...

ଜେଡିଏ, ଆରଓଏଲ ଏବଂ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : କରୋନା ମହାମାରୀର ଦ୍ୱିତୀୟ ଲହରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ମୋବାଇଲ୍‌ ବ୍ଲଡ୍‌ କଲେକ୍ସନ୍‌ ଭନ୍‌ରେ ରକ୍ତଦାନ ଶିବିର କରାଯାଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଥିବା ବେଳେ ସମ୍ମାନିତ
Read More...

ରାଜ୍ୟରେ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ ଛଅ ଯୋଡ଼ା ଟ୍ରେନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ତେବେ ଲକଡାଉନ୍ ପାଇଁ ରାଜ୍ୟରେ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ ଛଅ ଯୋଡ଼ା ଟ୍ରେନ ବୋଲି ଡିଭିଜନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ବନ୍ଦ ହୋଇଥିବା ଟ୍ରେନ୍ ଗୁଡିକ
Read More...

ପୁଣି ତିନି ଜଣଙ୍କ ଜୀବନ ଗଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପେଟ୍ରୋଲ ପମ୍ପ ଗଞ୍ଜାମ ଡିଲର୍‌ସ୍‌ ଆସୋସିଏସନ୍‌ର ସଭାପତି ତଥା ବ୍ରହ୍ମପୁରର ଆସ୍କା ରୋଡ଼ସ୍ଥ(ଏଚ.ପି.ସି.ଏଲ.) ଚତୃର୍ଭୂଜ ପେଟ୍ରୋଲ ପମ୍ପର ମାଲିକ ମହେଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି । ତାହାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ପେଟ୍ରୋଲ ପମ୍ପ ସଂଘ
Read More...

ଖଲିଆପାଲି ଗାଁର ମଝି ରାସ୍ତାରେ ଗଡୁଛି ଡ୍ରେନ ପାଣି : ଡ୍ରେନ ବ୍ୟବସ୍ଥା କରିବାକୁ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ଗାଁ ପରିମଳ ଧୁବା ତୁଠରୁ ଜଣାପଡେ । କିନ୍ତୁ ତାହାର ଓଲଟା ଦେଖିବାକୁ ମିଳିଛି ବେଲପଡା ବ୍ଳକ ଘାଗୁର୍ଲି ପଞ୍ଚାୟତ ଖଲିଆପାଲି ଗ୍ରାମରେ । ଏ ଗାଁର ଦୃଶ୍ୟକୁ ଦେଖି ମନେ ହୁଏ ଫେଲ ମାରିଛି ସରକାଙ୍କ ଯୋଜନା । ହେଲେ ସରକାର ସ୍ୱଚ୍ଛଭାରତ ଅଭିଯାନ ସହ ସଫାସୁତୁରା
Read More...

ଅବ୍ୟବସ୍ଥା ଘେରରେ ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନର ସରକାରୀ କର୍ମଚାରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଶା ସରକାରଙ୍କୁ କୋଟିକୋଟି ଟଙ୍କାର ରାଜସ୍ୱ ପ୍ରଦାନ କରିଥାଏ କେନ୍ଦୁପତ୍ର ବିଭାଗ । ଏହାକୁ ସଫଳ କରିବାରେ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ ।ତାଙ୍କର ଅକ୍ଲାନ୍ତ ପରିଶ୍ରମର ଫଳ ସ୍ୱରୂପ ସରକାର ଏହି ରାଜସ୍ୱ ଲାଭ
Read More...

କଣ୍ଟାମାଲ ଅଞ୍ଚଳରେ କାଳ ବୈଶାଖୀ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଞ୍ଚଳରେ ଅପରାହ୍ନରେ କାଳ ବୈଶାଖୀ ବର୍ଷା ହୋଇଛି । ୩୦ ରୁ ୪୦ କିମି ବେଗରେ ପବନ ବୋହିବାରୁ କେତେ ଚାଷୀଙ୍କ ଡାଲୁଆ ଧାନ କିଛି ପରିମାଣରେ ନଷ୍ଟ ହୋଇଯାଇଛି । ଅନ୍ୟପକ୍ଷରେ ଆମ୍ବ, ପନିପରିବା ମଧ୍ୟ ଖୁବ ନଷ୍ଟ ହୋଇଯାଇଥିବା ଖବର ମିଳିଛି ।
Read More...

ସମାଜସେବୀ ତୀର୍ଥରାଜ ନାଏକଙ୍କ ପରଲୋକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ସାଲେଭଟା ନିବାସୀ ତୀର୍ଥରାଜ ନାଏକଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ପୂର୍ବତନ ସାଂସଦ ବାଲଗୋପାଲ ମିଶ୍ରଙ୍କ ଏକାନ୍ତ ଅନୁଗତ ଓ ଘନିଷ୍ଠ ବ୍ୟକ୍ତି ତଥା ଜଣେ ସମାଜସେବୀ ଭାବେ ସୁପରିଚିତ ଥିଲେ । ସେ ନିଜ ଜୀବଦ୍ଦଶାରେ ପୂର୍ବତନ
Read More...

କରୋନା ସଂକ୍ରମଣରେ ନବ ବିବାହିତଙ୍କ ମୃତ୍ୟୁ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଯୋଗୀସର୍ଡ। ଗ୍ରାମର ମହାଦେବ ପଧାନଙ୍କ ଏକମାତ୍ର ପୁଅ ରାଜୀବ(୩୦)ଙ୍କ କରୋନାରେ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ଗତ ମାସ ୨୯ ତାରିଖରେ ରାଜୀବ ଜ୍ବରରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା କ୍ରମଶଃ ଗୁରୁତର ହେବାରୁ ତାଙ୍କୁ
Read More...

ବିଶ୍ୱ ହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ସଭାପତି ନୀଳାଦ୍ରୀ ବିହାରୀ ଯୋଷୀ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାଜେନ୍ଦ୍ର ପଡ଼ା ନିବାସୀ ବିଶ୍ୱ ହିନ୍ଦୁ ପରିଷଦର ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଭାପତି ତଥା ଶିକ୍ଷକ ନୀଳାଦ୍ରୀ ବିହାରୀ ଯୋଷୀଙ୍କ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ଅସୁସ୍ଥତା ଯୋଗୁଁ ସେ ଭୁବନେଶ୍ୱରର ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା
Read More...