Monthly Archives

May 2021

ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲାର ଅଣ୍ଡା ଗ୍ରାମର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାସିନ୍ଦା ମାନଙ୍କ ଦ୍ଵାରା ଆବୃତ ସଚେତନ ରଥ ଦ୍ଵାରା ଅଣ୍ଡା ଗ୍ରାମର ମାଇକ ଦ୍ୱାରା ସଚେତନ ବାର୍ତ୍ତା କରାଯାଇଥିଲା । ଗ୍ରାମର ଶାନ୍ତି କମିଟି ପକ୍ଷରୁ ଏହା
Read More...

କରୋନା ରୋଗୀଙ୍କୁ ସାକ୍ଷାତ କଲେ ହିଞ୍ଜିଳି ପୌରପରିଷଦ ଅଧିକାରୀ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ରବିବାର ସ୍ଥାନୀୟ କୋଭିଡ଼ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି । ଏଠାରେ କଣ କଣ ସବୁ ସୁବିଧା ଅସୁବିଧା ରହିଛି ତାହା ଦେଖିବା ପାଇଁ ପିପିଇ କିଟ ପରିଧାନ କରି ଡିସିଏଚସିରେ ଭର୍ତ୍ତି ହୋଇଥିବା
Read More...

ରାଉରକେଲାରେ କୋଭିଡ୍‌ ୧୯ ଟୀକାକରଣ ପାଇଁ ନୂଆ ନିୟମ

ରାଉରକେଲା : ରାଉରକେଲାରେ କୋଭିଡ୍‌୧୯ ଟୀକାକରଣ ପାଇଁ ନୂଆ ନିୟମ ଆସନ୍ତା ମେ ୧୧ ତାରିଖରୁ ଲାଗୁ ହେବାକୁଯାଉଛି । ଦିନେ ଛଡ଼ା ଦିନେ ଟୀକାଦାନ ବ୍ୟବସ୍ଥା ଅନୁଯାୟୀ ଟୀକାଦାନ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ୪୫ ବର୍ଷରୁ ଅଧିକ ବର୍ଗର ହିତାଧିକାରୀ ମାନଙ୍କୁ ଏବେ କେବଳ
Read More...

ଭୀମ ଭୋଇ ମେଡିକାଲରେ କାର୍ଯ୍ୟକ୍ଷମ ହେଲା କେନ୍ଦ୍ରୀୟ ଅମ୍ଳଜାନ ବିତରଣ କେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଭୋଇ ମେଡିକାଲ କଲେଜରେ କେନ୍ଦ୍ରୀୟ ଅମ୍ଳଜାନ ବିତରଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା, ଡାକ୍ତରଖାନା ସୁପରିଷ୍ଟେଣ୍ଡେନ୍ଟ ଶ୍ରୀ ନାଏକଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ଗରୁତୁର ରୋଗୀମାନଙ୍କୁ
Read More...

ସ୍ଵରାଜ ସିଂହଦେଓଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁରୁଣା ରାଜବାଟୀ ନିବାସୀ ବସ୍ ମାଲିକ ସ୍ୱରାଜ ସିଂହଦେଓଙ୍କ ଆଜି ସକାଳ ୪ଘ ୩୦ମି.ରେ ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ପରଲୋକ ହୋଇ ଯାଇଛି । ସେ ଜଣେ ଶାନ୍ତିପ୍ରିୟ, ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ଦୀର୍ଘ ବର୍ଷ ଧରି ତାଙ୍କର
Read More...

ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

କର୍ଲାମୁଣ୍ଡା, (ନରୋତ୍ତମ ସେଲମା ) : ଓଡିଶାର ଖ୍ୟାତନାମା ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ପଦ୍ମଵିଭୂଷଣ ରଘୁନାଥ ମହାପାତ୍ରଙ୍କ ଗତକାଲି ନିଧନ ହୋଇଯାଇଛି । ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ସ୍ଥାନୀୟ ଯୁବ ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ ବାଲୁକାରେ ତାଙ୍କର
Read More...

ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ୨ୟ ସଂକ୍ରମଣ ଘାତକ ଅଟେ । ଜରୁରୀ କାର୍ୟ୍ୟରେ ବାହାରକୁ ଗଲେ ସଠିକ୍ ଭାବରେ ମାସ୍କ ପରିଧାନ କରନ୍ତୁ, ଶାରୀରିକ ଦୂରତା ବଜାୟ ରଖନ୍ତୁ ଏବଂ ଭଲ ଭାବରେ ସାବୁନରେ ହାତ ଧୁଅନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ
Read More...

ଦିଲ୍ଲୀରେ ମେ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌ ଅବଧି

ନୂଆଦିଲ୍ଲୀ : ମେ ୧୭ ପର୍ଯ୍ୟନ୍ତ ବଢ଼ିଲା ଦିଲ୍ଲୀର ଲକ୍‌ଡାଉନ୍‌ ଅବଧି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ସରକାର ଅପେକ୍ଷାକୃତ କଠୋର 'ଲକ୍‌ଡାଉନ୍‌' ଜାରି କରିବା ଲାଗି ସ୍ଥିର କରିଛନ୍ତି।
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୬,୧୬୧ ନୂଆ ଆକ୍ରାନ୍ତ ଚିହ୍ନଟ : ୩,୭୫୪ଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ହଇଚଇ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୬,୧୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୭୫୪ ମୃତ୍ୟୁ ହୋଇଛି । ନୂତନ ସଂକ୍ରମଣକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୨୬,୬୨,୫୭୫ ଓ ମୃତ୍ୟୁସଂଖ୍ୟା ୨,୪୬,୧୧୬ରେ
Read More...

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ
Read More...