Monthly Archives

May 2021

ଲକ୍‌ଡାଉନ୍ ଉଲ୍ଲଂଘନ କରୁଥିବା ଲୋକଙ୍କୁ ନୂଆ ଦଣ୍ଡ : ୩୦ରୁ ୪୫ ମିନିଟ୍‌ ପର୍ଯ୍ୟନ୍ତ ଲେଖିବେ ରାମ ନାମ

ସତନା : ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଲକଡାଉନ୍ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦଣ୍ଡ ଦେବା ପାଇଁ ପୋଲିସ ଏକ ନିଆରା ଉପାୟ ଅବଲଂବନ କରିଛି । ଯେଉଁମାନେ ଲକ୍‌ଡାଉନ୍ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ୩୦ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ପ୍ରଭୁ ରାମଙ୍କ ନାମ ଲେଖାଇବା ପରେ ସେମାନଙ୍କୁ ଘରେ ରହିବାକୁ
Read More...

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଚାଲିଗଲେ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ହେଉଥିଲା । କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରରେ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅମରେନ୍ଦ୍ର । ଗତ କିଛି ଦିନ ହେବ ସେ
Read More...

ବିବାହର ପାଞ୍ଚ ଦିନ ପରେ କରୋନା ସଂକ୍ରମଣରେ ବର ମୃତ, ଅନେକ ଲୋକ ସଂକ୍ରମିତ ହୋଇଥିବା ଆଶଂକା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ପାଞ୍ଚ ଦିନ ପୂର୍ବେ ବିବାହ କରିଥିବା ବର କୋଭିଡ -୧୯ ସଂକ୍ରମିତ ହୋଇ ମାତ୍ର ୨୬ ବର୍ଷ ବୟରେ ଜୀବନ ହରାଇଥିବା ସୂଚନା ମିଳିଛି । ଏହି ଯୁବକଙ୍‌ଙ୍କ ମୃତ୍ୟୁ ପରେ କର୍ତ୍ତୃପକ୍ଷ ବିବାହ ସମାରୋହରେ ଉପସ୍ଥିତ ଥିବା ଲୋକଙ୍କୁ ସନ୍ଧାନ କରୁଛନ୍ତି, କାରଣ
Read More...

ସାହିତ୍ୟ ପ୍ରାଣ କବି ଖଗେଶ୍ୱର ସେଠ ଜୟନ୍ତୀ ପାଳିତ

ପାଟଣାଗଡ଼, (ପୁସ୍ତମ୍ ଯୁଆଡ଼ି) : କୋସଲି ଡେରା ସାହିତ୍ୟ ଅନୁଷ୍ଠାନ, ପାଟଣାଗଡ ଦ୍ୱାରା କବି ଖଗେଶ୍ୱର ଜୟନ୍ତୀ ଅନଲାଇନ ମାଧ୍ୟମରେ ଦୁଇଦିନ ଧରି ପାଳିତ ହୋଇଯାଇଛି । ସଂପାଦକ ଲାଲଚନ ବଗର୍ତ୍ତୀଙ୍କ ଆହ୍ୱାନରେ ପ୍ରଥମ ଦିନର କାର୍ଯ୍ୟକ୍ରମକୁ କବି ସନ୍ତୋଷ କୁମାର ଦାଶ ସଂଯୋଜନା କରିଥିଲେ ।
Read More...

ରାଜ୍ୟରେ ଆଜି ୨୨ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ମଧ୍ୟ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଜି ରାଜ୍ୟରେ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୩୫କୁ ବୃଦ୍ଧି ପାଇଛି । ମୃତକଙ୍କ
Read More...

ଅମାନିଆଙ୍କ ଠାରୁ ୨୮ହଜାର ତଣ୍ଡ ଅସୁଲି

ବୌଦ୍ଧ, (ବଂଶୀଧର ମାଝୀ) : ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଅନୁପାଳନକୁ ଯାଞ୍ଚ କରାଯାଇ ୧୭ଜଣ ଅମାନିଆଁଙ୍କ ଠାରୁ ୨୮ହଜାର ଟଙ୍କା ତଣ୍ଡ ଅସୁଲି ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ମତେ ରବିବାର ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେରଙ୍କ
Read More...

ଜୁନ ୧୫ ତାରିଖ ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ମନା

ପୁରୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ ୧୫ ତାରିଖ ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ମନା କରାଯାଇଛି । କୋଭିଡ୍ ସ୍ଥିତିକୁ ନେଇ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଖାଲି ଭକ୍ତଙ୍କୁ ବାରଣ କରାଯାଇ
Read More...

୩ ରାଜ୍ୟରେ ତାଣ୍ଡବ ରଚିବା ପରେ ସାମୁଦ୍ରିକ ଝଡ଼ ‘ତୌକତେ’ ଗୁଜୁରାଟ ଆଡକୁ ମୁହାଁଉଛି, ୬ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁରୁ / ପାନଜୀ / ଅହମ୍ମଦାବାଦ : ରବିବାର ଦିନ କେରଳ, କର୍ଣ୍ଣାଟକ ଏବଂ ଗୋଆର ଉପକୂଳବର୍ତ୍ତୀ ଅଞ୍ଚଳରେ ହଇଚଇ ସୃଷ୍ଟି କରିବା ପରେ ଘୂର୍ଣ୍ଣିବାତ୍ୟା 'ତୌକତେ' ଗୁଜୁରାଟ ଆଡ଼କୁ ମୁହାଁଇଛି । ଏହି ଘୂର୍ଣ୍ଣିବାତ୍ୟା ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହିତ ପ୍ରବଳ ପବନ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୦,୭୫୭ ଆକ୍ରାନ୍ତଙ୍କ ସଂଖ୍ୟା : କଟକ ଜିଲ୍ଲାରେ ୯୭୩, ବଲାଙ୍ଗିର ଜିଲ୍ଲାରେ ୫୦୭

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୬,୦୬୧ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୨୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୭୩୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ଜେ.ଏସ୍ ମ୍ୟୁଜିକ୍ ଜନକ ସେଠ୍ ଏବଂ ଟିମ୍ ତରଫରୁ ସଂଗୀତ ମାଧ୍ୟମରେ ପୁଣି ଥରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦେଶରେ କରୋନା ପୁଣି ଥରେ ମାଡ଼ି ବସିଛି । ତେବେ ଜେ.ଏସ୍ ମ୍ୟୁଜିକ୍ ଜନକ ସେଠ୍ ଏବଂ ଟିମ୍ ତରଫରୁ ସଂଗୀତ ମାଧ୍ୟମରେ ପୁଣି ଥରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରଯାଇଛି । ଏଥିରେ ପରିବେଷଣ ହେଉଥିବା ଗୀତ ସବୁ ଫେସବୁକ ଏବଂ ୟୁଟ୍ୟୁବରେ ମଧ୍ୟ ଅପଲୋଡ଼ ହେଉଛି
Read More...