Monthly Archives

May 2021

ଆସନ୍ତା କାଲି ସକାଳ ୭ଟାରୁ ସାଢେ଼ ୯ଟା ଯାଏଁ ବଲାଙ୍ଗିର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୩୨ / ୩୩ କେଭି ଲାଲଟିକ୍ରା ଗ୍ରୀଡ୍‌(ଏସ୍‌ଏସ୍‌) ମରାମତି ପାଇଁ ସଟ୍‌ଡାଉନ୍‌ ଯୋଗୁଁ ସକାଳ ୭ଟାରୁ ସାଢେ଼ ୯ଟା ଯାଏଁ ବଲାଙ୍ଗିର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ସଂପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମରାମତି ପାଇଁ ଏହି
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮, ବଲାଙ୍ଗିର ପୌରାଂଚଳରୁ ୩୩, ବଲାଙ୍ଗିର ବ୍ଲକରୁ ୫୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରନ୍ତଙ୍କ ସଂଖ୍ୟା ୨୮୮ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୩ ଓ ବଲାଙ୍ଗିର ବ୍ଲକ ଅଂଚଳରୁ ୫୬ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୧, ୨ରୁ ୯, ୫ରୁ ୫, ୧୫ରୁ ୧, ୧୭ରୁ ୧,
Read More...

ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଘରକୁ ଘର ବୁଲି ସ୍କ୍ରିନିଂ ଟେଷ୍ଟ : ଆଶା କର୍ମୀ, ସ୍ୱଚ୍ଛସାଥୀ ଏଥିରେ ସାମିଲ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡି) : ଗଞ୍ଜାମ ଜିଲ୍ଲାରେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ସ୍କ୍ରିନିଂ ଟେଷ୍ଟ ଆରମ୍ଭ ହୋଇଛି । ଆଶା କର୍ମୀ, ସ୍ୱଚ୍ଛସାଥୀ, ସୁପରଭାଇଜରମାନେ ଏହି କାର୍ଯ୍ୟରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତ୍ୱରାନ୍ୱିତ କରୁଥିବା ଜିଲାପାଳ ବିଜୟ ଅମୃତା କୁଳାଙ୍ଗେ ସୂଚନା
Read More...

ରାଧାକୃଷ୍ଣ ମନ୍ଦିରରୁ ଚୋରି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୌଡ଼ପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଗତ ରାତିରେ ଚୋରି ହେଇଥିବା ନେଇ କମିଟୀ ତରଫରୁ ମ.ରାମପୁର ଥାନାରେ ଲିଖିତ ଅଭିଯୋଗ ହେଇଛି । ତେବେ ଏଥିପୂର୍ବରୁ କିଛି ମାସତଳେ ମଧ୍ୟ ଏହି ମନ୍ଦିର ସମେତ ମ.ରାମପୁରର ବିଭିନ୍ନ ମନ୍ଦିରରୁ ଚୋରୀ
Read More...

ଗ୍ରାମାଞ୍ଚଳରେ ଘାରିଛି କରୋନା ଭୟ, ଗୋଚ୍ଛାଡ଼େଙ୍ଗେନ ପଂଚାୟତରେ ୩୫ରୁ ଅଧିକ ସଂକ୍ରମିତ : ୪ ମୃତ

-କରୋନା ପଜିଟିଭ ମାନୁନାହାନ୍ତି କୋଭିଡ଼ ଗାଇଡ଼ଲାଇନ୍‌ମ.ରାମପୁର, (ହେମନ୍ତ ସାହୁ) : ଏବେ ବିଶ୍ୱମହାମାରୀ କରୋନାର ପ୍ରଭାବ ସହରଠାରୁ ଆରମ୍ଭ କରି ଗ୍ରାମଂଚଳରେ ପହଂଚିଛି । ତେବେ ସହର ଅପେକ୍ଷା ଗାଁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢୁଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ
Read More...

ଆଦିବାସୀମାନଙ୍କୁ ମିଥ୍ୟା ଅବକାରୀ କେସ୍‌ରେ ଫସାଇ ହଇରାଣ ଘଟଣାରେ ସଂପୃକ୍ତ ଅବକାରୀ ଉପନିରୀକ୍ଷକଙ୍କ ବିରୁଦ୍ଧରେ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଦିବାସୀମାନଙ୍କୁ ମିଥ୍ୟା ଅବକାରୀ କେସ୍‌ରେ ଫସାଇ ହଇରାଣ ଘଟଣାରେ ସଂପୃକ୍ତ ଅବକାରୀ ଉପନିରୀକ୍ଷକଙ୍କ ବିରୁଦ୍ଧରେ ଆଦିବାସୀ ସଂଘ କଡା ଅଭିଯୋଗ କରିଛି । ସଂଘର ଅଭିଯୋଗ ଅନୁସାରେ ଅବକାରୀ ବିଭାଗର ଉପନିରୀକ୍ଷକ ବିଶ୍ଵନାଥ ପରିଡା ଯୋଗଦେବା ଦିନଠାରୁ ବଡ଼ ବଡ଼ ମଦ
Read More...

କୋଭିଡ-୧୯ ନିୟମକୁ ଅବମାନନା ଅଭିଯୋଗରେ ପାତ୍ରପୁର ଅଞ୍ଚଳରେ ପ୍ରଶାସନର ଚଢ଼ାଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଉପାନ୍ତ ଅଞ୍ଚଳ ପାତ୍ରପୁର ଅଞ୍ଚଳରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପାତ୍ରପୁର ଇଲାକାରେ କାୟା ବିସ୍ତାର କରିଚାଲିଛି । ସଂକ୍ରମଣ ଶୃଙ୍ଖଳାକୁ ରୋକିବା ଉଦ୍ଦେଶ୍ୟରେ ପ୍ରଶାସନର ତାଗିଦ କରିଛି । ତଥାପି କିଛି ବ୍ୟବସାୟୀ
Read More...

ବିଜେପି ତରଫରୁ ଲୋକଙ୍କୁ କରାଯାଉଛି ସଚେତନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଜନ ମାନସକୁ କରୋନା ସଂକ୍ରମଣର ଚିନ୍ତା ଘାରିଥିବା ବେଳେ ଦିନକୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ପ୍ରତି ଦିନ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ବାହାରୁ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ
Read More...

ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଦ୍ୱାରା ଗଞ୍ଜେଇ ସହ ବୋଲେରୋ ଜବତ : ଜଣେ ଗିରଫ, ଦୁଇ ଫେରାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ମହାମାରୀକୁ ରୋକିବାକୁ ସରକାର ସମଗ୍ର ରାଜ୍ୟରେ ସଟଡାଉନ ଘୋଷଣା କରିଥିବା ବେଳେ ଚୋରା ଗଞ୍ଜେଇ ବେପାରୀ ମାନେ ଏହି ଅଞ୍ଚଳରେ ବେଶ ସକ୍ରିୟ ଥିବାର ସୂଚନା ପାଇ କନ୍ଧମାଳ ଏସ.ପି. ବିନୀତ ଅଗ୍ରୱାଲ, ବାଲିଗୁଡା ଏସ.ଡି.ପି.ଓ.ମନୋଜ କୁମାର
Read More...

ସାନତେଲେନପାଲିର ଅସହାୟ ଗଣେଶ ଜେନା ଓ ସ୍ତ୍ରୀ ଆହ୍ଲାଦିନୀ ଜେନାଙ୍କ ପରିବାରକୁ ସହଯୋଗର ହାତ ବଢାଇଲେ ଯୁବନେତା ଅର୍କେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚୁଡାପାଲି ପଞ୍ଚାୟତ ସାନତେଲେନପାଲି ଗାଁର ଗଣେଶ ଜେନାଙ୍କ ପରିବାରକୁ ଏହି ମହାମାରୀ ସମୟରେ ସହଯୋଗର ହାତ ବଢାଇଛନ୍ତି ବିଜୁ ଜନତା ଦଳର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ଆଜି ଚୁଡାପାଲି ପଞ୍ଚାୟତର ସଭାପତି ମନୋଜ ରାଜପୁତଙ୍କ ସୂଚନାକ୍ରମେ ତାଙ୍କ ଗ୍ରାମର
Read More...