Monthly Archives

May 2021

ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନାର ପ୍ରଭାବରେ ସାଧାରଣ ଲୋକଙ୍କ ଜୀନବ ଜୀବିକା ପୂର୍ଣ୍ଣମାତ୍ରାରେ ପ୍ରଭାବିତ ହୋଇଥିବା ଜଣାଯାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ରାମକୃଷ୍ଣ ବିବେକାନନ୍ଦ ମିଶନ, ବାରାକପୁର, କଲିକତାର ସହଯୋଗ କ୍ରମେ
Read More...

ପୁଣି କରୋନା ନେଲା ସାମ୍ବାଦିକଙ୍କ ମୁଣ୍ଡ : ଯୁବ ସାମ୍ବାଦିକ ସଂଗ୍ରାମ କେଶରୀ ଚାଲିଗଲେ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଯୁବ ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ର( ୩୮)ଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଥିବା ଖବର ମିଳିଛି । ସଂଗ୍ରାମ 'ସମୟ'ର କୋଣାର୍କ ପ୍ରତିନିଧି ଭାବେ କାର୍ୟ୍ୟରତ ଥିଲେ । କରୋନା ଆକ୍ରାନ୍ତ ହେବା ପରେ ପ୍ରଥମେ ପୁରୀ ଓ ପରେ ଭୁବନେଶ୍ୱରରେ ତାଙ୍କୁ
Read More...

ବ୍ରହ୍ମପୁର ମହାନଗର ଦୋଳୁଆ ସାହି ନିକଟରେ ସ୍କୁଟିରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି : ମୃତ ଲୋକଟିର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦଳୁଆ ସାହି ମୁକ୍ତେଶ୍ଵର ମନ୍ଦିରରୁ ଅମିତ ହସ୍ପିଟାଲକୁ ଯିବା ରାସ୍ତାରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ନିଜ ଚଳନ୍ତା ସ୍କୁଟି (ମଟର)ରେ ଯାଉଥିବା ସମୟରେ ହଠାତ ଗାଡିରୁ ପଡିଯାଇଥିଲେ । ସ୍ଥାନୀୟ ଲୋକେ ସେହି ବ୍ୟକ୍ତି ଜଣଙ୍କୁ ଉଠାଇ ରାସ୍ତା ପାର୍ଶ୍ଵରେ
Read More...

ବାତ୍ୟା ‘ୟାସ’କୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କହିଲେ, ସାଢେ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରି ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ବୋଲି କହିଛନ୍ତି । 'ସାଢେ ଚାରିକୋଟି ଓଡିଶାବାସୀ ମୋ ପରିବାର। ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା' ବୋଲି
Read More...

ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସାନିଟାଇଜେସନ୍‌ : ସାଧାରଣରେ ପ୍ରଶଂସା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମହାମାରୀ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକାଧିକ ସାମାଜିକ କାର୍ୟ୍ୟ ହାତକୁ ନିଆଯାଇଛି । ଗତକାଲି ଜଣେ ନିରାଶ୍ରିତ ମହିଳାଙ୍‌ଙ୍କୁ ଉଦ୍ଧାର କରି ପୋଲିସର ଜିମା
Read More...

ପାରାଦୀପରେ ୟସ୍‌ ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା ଓ ପବନ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପରେ ୟସ ପ୍ରଭାବରେ ବର୍ଷା ଓ ପବନ ଆରମ୍ଭ ହୋଇଗଲାଣି । ତେବେ ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ସାମୁଦ୍ରିକ ଝଡ଼ ରୂପ ନେବ । କାଲି ଆହୁରି ଘନୀଭୂତ ହୋଇ ଅତିପ୍ରବଳ ବାତ୍ୟା ହେବ ବୋଲି
Read More...

ଏଡିଜି ଯଶଓ୍ଵନ୍ତ ଜେଠଓ୍ଵା ବାଲେଶ୍ୱରରେ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କଲେ

ବାଲେଶ୍ୱର : ବାଲେଶ୍ୱର ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଓଡ୍ରାଫ୍‌ ଟିମ୍‌ ସହ ଏଡିଜି ଯଶଓ୍ଵନ୍ତ ଜେଠଓ୍ଵା ବାଲେଶ୍ୱରରେ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି । ଆଜି ବାଲେଶ୍ୱରରେ ଅଧିକ ୩ଟି ଓଡ୍ରାଫ୍‌ ଟିମ୍‌ ପହ଼ଞ୍ଚିଛନ୍ତି । ଆସନ୍ତାକାଲିଠୁ ବାତ୍ୟା
Read More...

ଜୁନ ୩ରେ ‘ନବୀନ’ ପକ୍ଷରୁ ପଦ୍ମଶ୍ରୀ ମୋହନ ନାୟକଙ୍କ ଶତବାର୍ଷିକୀ ପାଳନ ନିଷ୍ପତ୍ତି

ବ୍ରହ୍ମପୁର, (କେପିଏନଏସ୍‌) : ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ, ସମାଜସେବୀ, ତ୍ୟାଗୀ, ଦଳିତ ନିଷ୍ପେସିତ ଜନତାଙ୍କ ତ୍ରାଣକର୍ତ୍ତା, ନିମଖଣ୍ଡି ଠକ୍କର ବାପା ଆଶ୍ରମର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ, ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ଶିଷ୍ୟ, ବରିଷ୍ଠ କଂଗ୍ରେସ ନେତା
Read More...

ସାମ୍ଭାବ୍ୟ ବାତ୍ୟା ନେଇ ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କ ଖାଦ୍ୟ ଯୋଗାଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କରୋନାର ଭୟଙ୍କର ରୂପ ସାଙ୍ଗକୁ ସାମ୍ଭାବ୍ୟ ବାତ୍ୟା ୟାସକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ବ୍ଲକରେ ବାତ୍ୟାକୁ
Read More...

ସୁଲଭ ଦରରେ ପନିପରିବା ଯୋଗାଇଲେ ମିଶନଶକ୍ତି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ସମୟରେ ମିଶନ ଶକ୍ତି ମହିଳା ମହାସଂଘ ଡେଲାଙ୍ଗ ବ୍ଲକ ପକ୍ଷରୁ ସୁଲଭ ଦରରେ ପନିପରିବା ବିଭିନ୍ନ ପଂଚାୟତରେ ଯୋଗାଇ ଦେଇଛି । ଆଜି ଅଟୋ ଯୋଗେ ଧାନକେରା, ଗୁଆଲିିପଡା, ଜେନାପୁର, ଶ୍ରୀପୁରୁଷତ୍ତମପୁର ପଂଚାୟତରେ ଗାଁକୁ ଗାଁ ବୁଲି
Read More...