ବିଶିଷ୍ଟ କବି, ସମାଲୋଚକ ପ୍ରଫେସର ଶୁଭେନ୍ଦୁ ମୁଣ୍ଡ ଚାଲିଗଲେ
ଭୁବନେଶ୍ୱର : ବିଶିଷ୍ଟ କବି, ସମାଲୋଚକ, ସାହିତ୍ୟିକ ପ୍ରଫେସର ଶୁଭେନ୍ଦୁ ମୁଣ୍ଡଙ୍କ ଆଜି ସକାଳେ ଦେହାନ୍ତ ହୋଇଛି । ୭୦ ବର୍ଷ ବୟସ୍କ ପ୍ରଫେସର ମୁଣ୍ଡ ସାରା ଓଡ଼ିଶାରେ ଜଣେ ସାରସ୍ୱତ ପୁରୁଷ ଭାବରେ ବେଶ୍ ଜଣାଶୁଣା ଥିଲେ । ତାଙ୍କ ପରଲୋକ ଓଡ଼ିଆ ସାହିତ୍ୟ ଜଗତ ପାଇଁ ବିଶେଷ କ୍ଷତି ଆଣି ଦେଇଛି!-->…
Read More...
Read More...