Daily Archives

ଆସନ୍ତା ମାସ ଜୁନ୍‌ ୧ତାରିିଖରୁ ଆରମ୍ଭ ହେବ ଅନ୍‌ଲାଇନ୍‌ କ୍ଲାସ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । କିନ୍ତୁ ଆସିବେ ନାହିଁ ଛାତ୍ରଛାତ୍ରୀ, ଅନଲାଇନ କ୍ଲାସ ନେବେ ଅଧ୍ୟାପକ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା
Read More...

କାନାଡାର ଏକ ସ୍କୁଲରେ ମିଳିଛି ୨୧୫ ପିଲାଙ୍କ ମୃତଦେହ : ଉତ୍ତେଜନା

କେମଲୁପ୍ସ : ୨୧୫ ଶିଶୁଙ୍କ ମୃତଦେହ କାନାଡାର ଏକ ସ୍କୁଲ କ୍ୟାମ୍ପସରେ ପୋତି ଦିଆଯାଇଥିବା ଦେଖିବାକୁ ମିଳିଛି । ଏଥିମଧ୍ୟରୁ ୩ ବର୍ଷ ବୟସ ପର୍ୟ୍ୟନ୍ତ ପିଲାମାନଙ୍କର ବି ଶରୀର ରହିଛି । ଏହି ବିଦ୍ୟାଳୟଟି କାନାଡାର ସର୍ବ ବୃହତ ଆବାସିକ ବିଦ୍ୟାଳୟ ଭାବରେ ପରିଗଣିତ ହେଉଥିଲା । ଏତେ ସଂଖ୍ୟକ
Read More...

ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀ ବି ଚାଲିଗଲେ

ଭୁବନେଶ୍ୱର : ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ ହୋଇଯାଇଛି । ୬୪ବର୍ଷ ବୟସରେ ପ୍ରଣୟଙ୍କର ପରଲୋକ ହୋଇଥିବା ଖବର ମିଳିଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ଖବର ଅନୁଯାୟୀ, ପ୍ରଣୟ କିଛି ଦିନ
Read More...

ସୁବର୍ଣ୍ଣପୁର ଜିଲ୍ଲାର ୪୫ ତଥା ତଦୁର୍ଦ୍ଧ ବୟସର ହିତାଧିକାରୀଙ୍କୁ ଟୀକାକରଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଧ୍ୱ ବୟସ୍କ ଯେଉଁମାନଙ୍କ ପ୍ରଥମ ଡୋଜ ଟୀକା ନେବାର ୮୪ଦିନ ସମ୍ପୂର୍ଣ୍ଣ ହୋଇ ସାରିଥିବ ସେହି ହିତାଧିକାରୀଙ୍କୁ ତା
Read More...

ପାକିସ୍ତାନରେ ୧୬ ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର : ଭିଡିଓ ଭାଇରାଲ

ଇସଲାମାବାଦ : ପାକିସ୍ତାନର ଡେରା ଇସମାଇଲ ଖାନ ସହରରୁ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍‌ନାକୁ ଆସିଛି । ଦୁର୍ବୃତ୍ତ ମାନେ ଜଣେ ୧୬ ବର୍ଷ ବୟସ୍କା ନାବାଳିକାଙ୍କୁ କେବଳ ବଳାତ୍କାର ଓ ନିର୍ୟାତନା ଦେଇନଥିଲେ, ବରଂ ଏହି ଘଟଣାର ସୁଟିଂ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଡେରା ଇସମାଇଲ ଖାନ
Read More...

ଗତ ୨୪ ଘଂଟାରେ ୯୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୩୪୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୯୫,୨୬୬ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୩୪୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୧୯୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...