Daily Archives

ପଶ୍ଚିମ ଓଡିଶା ଯୁୁବା ମଞ୍ଚର ପଦକ୍ଷେପ କେ ପ୍ରଶଂସା

ସମ୍ବଲପୁର : ଲଗାତାର୍‌ ୫ ଦିନ ହେଲା ସକାଲର୍ ୩ ବଜେ ନୁ ଉଠି କରି ହଜାରେ ଜନ୍ କର୍ ଖାଏବାର୍ ପ୍ରସ୍ତୁତ୍ କରୁଛେ ପଶ୍ଚିମ ଓଡିଶା ଯୁୁବା ମଞ୍ଚ । ଶନିବାର୍ ଆର୍‌ ରଏବାର୍ ସଟ୍ ଡାଉନ୍ ଲାଗି ବୁର୍ଲା ମେଡିକାଲ୍ କେ ଚିକିତ୍ସା ଲାଗି ଆସୁ ଥିବାର୍ ଶହ ଶହ ରୋଗୀ ଆର୍ ତାଙ୍କର୍ ଘରର୍ ଲୋକ୍ ଖାଏବାର୍
Read More...

ୱାଇସିିଡିଏରେ କାର୍ଯ୍ୟରତ ଅଜିତ ବସ୍ତିଆ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ୱାଇସିିଡିଏ ଅଧୀନରେ କାମ କରୁଥିବା ଅଜିତ ବସ୍ତଆଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । କରୋନା ସଂକ୍ରମିତ ହେବା ପରେ ଦୀର୍ଘ ଦଶ ଦିନ ଧରି ସେ ସ୍ଥାନୀୟ ଭୀମ ଭୋଇ ମେଡିକାଲ୍‌ କଲେଜ୍‌ ହସ୍ପିଟାଲରେ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିଲେ । ଗତ
Read More...

ରାଜ୍ୟରେ ୩୫ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଟିକିଏ ଆଶ୍ୱସ୍ତି ମିଳିଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ ଲାଗିନଥିବା ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା
Read More...

ଯୁବ ସାମ୍ବାଦିକ ଅସିତ କୁମାର ବେହେରାଙ୍କ ପ୍ରାଣ ନେଲା କରୋନା

ବାରିପଦା : କରୋନାର ମୃତ୍ୟୁ ଖେଳ ଜାରି ରହିଥିବା ବେଳେ ରାଜ୍ୟରୁ ଆଉ ଜଣେ ଯୁବ ସାମ୍ବାଦିକଙ୍କ ଜୀବନ ହାନୀ ଘଟିଥିବା ସୂଚନା ମିଳିଛି । କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି ଅସିତ କୁମାର ବେହେରାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ସେ କରୋନା ସଂକ୍ରମିତ ହୋଇ ବାରିପଦାର ଏକ ଘରୋଇ
Read More...

ଟିକେ ଆଶ୍ୱସ୍ତି, ରାଜ୍ୟରେ ଖସୁଛି ସଂକ୍ରମଣ ହାର : ଗତ ୨୪ ଘଂଟାରେ ୭୧୮୮ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୧୩୪

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ ହାର, ଯେଉଁଥି ପାଇଁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୧୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୯୭,୨୭୧ରେ ରହିଛି ।
Read More...

କରୋନା ସଚେତନତା ଉପରେ ନାରୀ କବି ସମ୍ମିଲନୀ

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : ପାଟଣାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କୋସଲି ଡେରା ତରଫରୁ କରୋନା ସଚେତନତା ଉପରେ ଏକ ନାରୀ କବି ସମ୍ମିଳନୀ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇ ଯାଇଛି ।"କରୋନା କେ ହରାମା" ଶୀର୍ଷକ ଉପରେ ଆଧାରିତ କାର୍ଯ୍ୟକ୍ରମ ନଅ ଜଣ ନାରୀକବି କୋସଲି କବିତା ପାଠ କରିଥିଲେ ।
Read More...

‘ୟାସ୍‌’ ପ୍ରଭାବିତ ୮ଟି ଜିଲ୍ଲାରେ ରାସ୍ତା ଅବରୋଧ ହଟିଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, କେଉଁଝର, କେନ୍ଦ୍ରାପଡ଼ା, ଯାଜପୁର, କଟକ ଓ ଜଗତସିଂହପୁର ଜିଲ୍ଲା ପ୍ରଳୟଙ୍କରୀ ବାତ୍ୟା ‘ୟାସ୍‌’ ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହି ବାତ୍ୟାରେ ଗଛ ଭାଂଗିବା ଯୋଗୁଁ ୮ଟି ଜିଲ୍ଲାର ୫୧୦ଟି ରାସ୍ତାରେ
Read More...