Daily Archives

ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ପଡୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ କଚେରୀ ସାମ୍ନାରେ ଥିବା ଓଭର ହେଡ ଟେଙ୍କ ପରିସରର ମୁଖ୍ୟ ଫାଟକ ଗୋଟିଏ ଫାଳ ଦୀର୍ଘ ବର୍ଷ ଧରି ନଷ୍ଟ ହୋଇଯାଇଛି । ଏହା ଦ୍ୱାରା ଲୋକଙ୍କ ସେ ଭିତରକୁ ଅବାଧ ଯା ଆସ ଲାଗିଛି । ଫାଟକରେ ତାଲା ପକାଇବା ଏକ ପ୍ରସହନରେ ପରିଣତ ହୋଇଛି । ଏଥିରୁ
Read More...

ପାଟଣାଗଡ଼ ଏନ୍ଏସ୍‌ୟୁଆଇ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ବର୍ତ୍ତମାନ ମହାମାରୀ କରୋନା ଦେଶ ତଥା ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଥିବା ବେଳେ ତାକୁ ଆଖି ଆଗରେ ରଖି ସରକାର ରାଜ୍ୟରେ ସଟଡାଉନ ଏବଂ ଲକଡାଉନ ଜାରି କରିଛନ୍ତି । ଏହି ଲକଡାଉନରେ ଅସହାୟ ପରିବାର ମାନଙ୍କ ମୁଠେ ଖାଇବା ପାଇଁ ପାଇବା ବହୁତ୍ କଷ୍ଟକର
Read More...

ଫର୍ମ ଦାଖଲ ହୋଇଛି କିନ୍ତୁ ପଞ୍ଜିକୃତ ହୋଇନାହିଁ : ଡାଳୁଆ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ୧୧ଟି ପେକ୍ସର ୧୨୧ ଜଣ…

ଦେଓଗାଁ, (ମନୀଷ କୁମାର ସାହୁ) : ଧାନ ଚାଷ କରିବାର ଇଚ୍ଛା ଅଛି । ନିଜ ନିଜ ଉଦ୍ୟମରେ ଚାଷ କରିଛନ୍ତି । ବାହାରକୁ ଦାଦନ ଖଟିବାକୁ ଇଚ୍ଛା ନ କରି ନିଜ ଜମୀରେ ଚାଷ କରିଛନ୍ତି ହେଲେ ଉତ୍ପାଦନ ହୋଇଥିବା ଧାନକୁ ସରକାର କିଣିବେ ନାହିଁ । ମଣ୍ଡିରେ ବିକ୍ରୟ କରିବାକୁ ବଞ୍ଚିତ ହେବେ ବୋଲି
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକରୁ ୧୬ ଜଣ, ବଲାଙ୍ଗିର ବ୍ଲକରୁ ୫ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨୨ ଜଣ, ବେଲପଡ଼ା
Read More...

ସ୍ମାର୍ଟ ସ୍କୁଲ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗସ୍ତରେ ଆଜି କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି, ଆସି ବାଲିଗୁଡା ସରକାରୀ ଉଚ୍ଚବାଳିକା ବିଦ୍ୟାଳୟ ପରିସରରେ ଚାଲିଥିବା ୫-ଟି ମାଧ୍ୟମରେ ହେଉଥିବା ସ୍ମାର୍ଟ ସ୍କୁଲ କାର୍ଯ୍ୟର ତଦାରଖ କରିଥିଲେ । କାମ କେମିତି
Read More...

ଜୁନିୟର ରେଡକ୍ରସ ତରଫରୁ ଖାଦ୍ୟ ବଣ୍ଟନ

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ଲକଡାଉନ ଚାଲିଛି ଯାହାଫଳରେ ଗରିବ, ଖଟିଖିଆ, ଭିକାରୀ ଓ ରାସ୍ତା କଡରେ ରହୁଥିବା ବ୍ୟକ୍ତିମାନେ ଦୋକାନ ବଜାର ବନ୍ଦ ଯୋଗୁଁ ଖାଇବାକୁ ପାଉନାହାନ୍ତି । କିଛି ଅନୁଷ୍ଠାନ ତଥା ସମାଜସେବୀ ସେମାନଙ୍କର ଖାଦ୍ୟ ବ୍ୟବସ୍ଥା
Read More...

ଆନ୍ଧ୍ରରେ ଫଶିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟରେ ସାହଯ୍ୟ କରିବା ସହ ଖାଇବାର ସମସ୍ତ ବ୍ୟବସ୍ଥା କଲେ ସମାଜସେବୀ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ଦୁଇ ଦିନ ତଳେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ବରଗଡ ଓ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ଲୋକେ ଇଟାଭାଟିକୁ କାମ କରିବାକୁ ଯାଇ ମାଲିକ ଦ୍ୱାରା ନିର୍ଯାତନାର ଶିକାର ହେଉଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ପାଇଥିଲେ । ତାପରେ ଶ୍ରମିକଙ୍କୁ
Read More...

ପଦ୍ମପୁର ସବ-ଜେଲରେ ୮୩ ଜଣଙ୍କର ବାହାରିଲା କୋଭିଡ ପଜିଟିଭ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଦିନ ପ୍ରତିଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗୁଥିବା ବେଳେ ଲକଡାଉନ ପରେ ଏହି ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଥିଲା । ହେଲେ ବର୍ତ୍ତମାନ ପଦ୍ମପୁର ସବ-ଜେଲରେ ୮୩ ଜଣ ଅନ୍ତେବାସୀଙ୍କର କୋଭିଡ ପୋଜିଟିଭ୍‌ ବାହାରିଥିବା
Read More...

ରିଷିଡାରେ ରବି ଧାନମଣ୍ଡି ଉଦଘାଟିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲ୍‌ମା) : ଆଜି କର୍ଲାମୁଣ୍ଡା ବ୍ଲକର ରିଷିଡା ଆରଏମସି ବଜାର ପ୍ରାଙ୍ଗଣରେ ରବି ଧାନ କିଣିବା ପାଇଁ ପେକ୍ସ ପକ୍ଷରୁ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ତେରେସିଙ୍ଗା ସରପଞ୍ଚ ହନୁମାନ ଦାସ, ଚାଷୀନେତା ଗୋକୁଳ ମାଝୀ,
Read More...

ଡ. ସୁଧୀର ପରିଚ୍ଛାଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡ. ସୁଧୀର ପରିଚ୍ଛା ବଲାଙ୍ଗିର ଜିଲ୍ଲା କୃଷକ ସମାଜର ଅନ୍ୟତମ ଶାଣିତ ସ୍ଵର ଭାବେ ସମଗ୍ର ରାଜ୍ୟରେ ଜଣାଶୁଣା ଥିଲେ । ଜିଲ୍ଲାର ବିଭିନ୍ନ ସମସ୍ୟା ପାଇଁ ସେ ନୀରବଛିନ୍ନ ଭାବରେ ସ୍ଵର ଉତ୍ତୋଳନ କରୁଥିଲେ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ
Read More...