Daily Archives

ଡା. ସୁଧୀର ପରିଚ୍ଛାଙ୍କ ବିୟୋଗରେ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜଣେ ଉତ୍ତମ ସଙ୍ଗଠକ ତଥା ଆମ ସମସ୍ତଙ୍କ ପ୍ରିୟ କୃଷକ ନେତା ଡା. ସୁଧୀର ପରିଚ୍ଛା ଆମ ଗହଣରେ ଆଉ ନାହାନ୍ତି । ସେ ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ବଲାଙ୍ଗିର ପାଇଁ ତାଙ୍କ ଅବଦାନ ଅତୁଳନୀୟ । ଓଡ଼ିଶା ପ୍ରଦେଶ କେଶରୀୟା
Read More...

ଖମାରୀ ଟେଣ୍ଡ ହାଉସ ମାଲିକ ଗଣେଶ ଖମାରୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡୁଙ୍ଗୁରିପାଲି ଖମାରୀ ଟେଣ୍ଡ ହାଉସ ମାଲିକ ଗଣେଶ ଖମାରୀଙ୍କ (୪୨) ପରଲୋକ ହୋଇଯାଇଛି । ସ୍ଵଗର୍ତ ଖମାରୀ କରୋନାରେ ଆକ୍ରାନ୍ତ ହୋଇ କଟକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।
Read More...

ଶୁଣିଲାନି ପ୍ରଶାସନ, କାମକଲେ ଗାଁର ଭାଗବତ ପାରାୟଣ ଧର୍ମାନୁଷ୍ଠାନର ବ୍ୟକ୍ତିବିଶେଷ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗପୁର ପାଟଣାର ମୁଖ୍ୟ ରାସ୍ତାର ପାର୍ଶ୍ୱରେ ଏକ ଡ୍ରେନ ଦୀର୍ଘଦିନରୁ ପୋତିହେବା ଫଳରେ ବର୍ଷା ହେଲେ ଉକ୍ତ ଗ୍ରାମର ୮୦ଟି ପରିବାର ଯିବା ଆସିବାରେ ବହୁତ ଅସୁବିଧା ହୁଏ, କାରଣ ମେଡିକାଲ ଏବଂ ସ୍କୁଲ ଓ ଅଙ୍ଗନବାଡି ଯିବା
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ୪,୫୨୯ ମୃତ୍ୟୁ : ୨,୬୭,୩୩୪ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : କାଭିଡ -୧୯ ଭାରତରେ ହଇଚଇ ସୃଷ୍ଟି କରିଛି । କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ଘଟିଥିବା ବେଳେ ମୃତ୍ୟୁ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କରୋନା ଯୋଗୁଁ ୪୫୨୯ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ଗୋଟିଏ
Read More...

ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ରଘୁପତି ମହାପାତ୍ରଙ୍କ ବିୟୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ଆଦର୍ଶ ଶିକ୍ଷକ ତଥା ଶିକ୍ଷାବିତ୍ ରଘୁପତି ମହାପାତ୍ରଙ୍କ ୭୯ ବର୍ଷ ବୟସରେ ସକାଳୁ ୧୦.୪୦ ମିନିଟ ସମୟରେ ଦେହ ତ୍ୟାଗ କରି ପରଲୋକ ଗମନ କରିଛନ୍ତି । ସେ ଜଣେ ପରୋପକାରୀ, ଧର୍ମ ପରାୟଣ, ମେଳାପି
Read More...

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କଲେ ବିଜୁ ଛାତ୍ର ଜନତା ଦଳର ବ୍ଳକ ସଭାପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ସ୍ଥିତ ଶ୍ରୀ ଶ୍ରୀନୃସିଂହନାଥ ଠାରେ ଥିବା ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ବିଜୁ ଛାତ୍ର ଜନତା ଦଳର ବ୍ଳକ ସଭାପତି ରବିନାରାୟଣ ସାହୁଙ୍କ ପକ୍ଷରୁ ଏକ ମାସ ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ । ଶ୍ରୀ ସାହୁ ସମସ୍ତ
Read More...

ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ ନୈତିକ ଏବଂ ସାମାଜିକ ଭାବରେ ଗ୍ରହଣୀୟ ନୁହେଁ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ

ଚଣ୍ଡିଗଡ଼ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି ଯେ, ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ ନୈତିକ ଏବଂ ସାମାଜିକ ଭାବରେ ଗ୍ରହଣୀୟ ନୁହେଁ । ତେବେ ଦେଶର ବୃହତ୍ତମ କୋର୍ଟ ଏହାର ଅନେକ ଆଦେଶରେ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କ ସମ୍ପର୍କକୁ ସ୍ୱୀକୃତି ଦେଇଛନ୍ତି ।
Read More...

କରୋନାରେ ଚାଲିଗଲେ ଅଭିନେତା ଯମ ମହାରାଜ : କନ୍ଧମାଳ ଜିଲ୍ଲାରେ ଶୋକର ଛାୟା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରର ଜଣାଶୁଣା ମଞ୍ଚ କଳାକାର ବାସୁଦେବ ସାହୁଙ୍କ ମଙ୍ଗଳବାର ସକାଳୁ ଚିକିତ୍ସିତ ଅବସ୍ଥାରେ କୋଭିଡ଼୍ ମେଡ଼ିକାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ଏହି ଖବର ପ୍ରଚାରିତ ପରେ
Read More...

ବନୌଷଧି ଯୋଗାଉଥିବା ଆଦିବାସୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦେଶରେ ମୂଳନିବାସୀ ଭାବେ ୬୨ ସଂପ୍ରଦାୟର ଆଦିବାସୀମାନେ ଦେଶର ବିଭିନ୍ନ ରାଜ୍ୟରେ ତଥା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ବସବାସ କରିଆସୁଛନ୍ତି । ବିଶେଷ କରି ଆଦିବାସୀମାନେ ଧାନ, ଗହମ, ବାଜରା, ମକା, ମାଣ୍ଡିଆ, ମୁଗ, ବରି, କୋଲଥ, ହରଡ ଆଦି
Read More...

ଝାରଖଣ୍ଡ ହଜାରିବାଗ ମେଡିକାଲ କଲେଜରୁ ୧୮୬ ଅକ୍‌ସିଜେନ୍‌ ସିଲିଣ୍ଡର ଏବଂ ୬୦ ରେଗୁଲେଟର୍‌ ଗାଏବ୍‌

ହଜରିବାଗ : ଝାରଖଣ୍ଡର ହାଜରିବାଗ ସ୍ଥିତ ହାଜରିବାଗ ମେଡିକାଲ କଲେଜ ହସପିଟାଲରୁ ୧୮୬ ଅକ୍‌ସିଜେନ୍‌ ସିଲିଣ୍ଡର ଏବଂ ୬୦ ରେଗୁଲେଟର ନିଖୋଜ ମାମଲାରେ ପୋଲିସ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) ଗଠନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୱାର୍ଡ ବଏ ସମେତ ପାଞ୍ଚ ଜଣଙ୍କୁ ପଚରା ଉଚୁରା
Read More...