Daily Archives

ପଶ୍ଚିମବଙ୍ଗରେ ଆଜିଠୁ ୩୦ ମଇ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ

ପଶ୍ଚିମବଙ୍ଗ : ମହାମାରୀ କରୋନାର ପ୍ରଥମ ଲହରୀ ସାରା ବିଶ୍ୱରେ ତାର କାୟା ବିସ୍ତାର କରିସାରିଥିବା ବେଳେ ବର୍ତ୍ତମାନ ତାର ଦ୍ୱିିତୀୟ ଲହରୀ ମାନବବ ସମାଜକୁ କବଳିତ କରିିି ରଖିଛି । ତେବେ ତାକୁ ଆଖି ଆଗରେ ରଖି ଆଜିଠାରୁ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକଡାଉନ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି
Read More...

ଲକ୍‌ଡ଼ାଉନ୍‌, ସଟ୍‌ଡାଉନ୍‌ ଓ ନାଇଟ୍‌ କର୍ଫ୍ୟୁ ସମୟରେ ପୋଲିସ୍‌ର କଡ଼ାକଡ଼ି ଯାଂଚ ନିହାତି ଆବଶ୍ୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟରେ ପୋଲିସ୍‌ ପକ୍ଷରୁ ଚାଲିଥିବା କଡ଼ାକଡ଼ି ଯାଂଚ ପ୍ରତି କିଛି ଲୋକେ କ୍ଷୋଭ ପ୍ରକାଶ କରୁଥିବା ବେଳେ ପରିସ୍ଥିତି ଅନୁସାରେ ଏହା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହର
Read More...

ସ୍ୱର୍ଗଦ୍ୱାର ସେବା ସଂଗଠନ ଦ୍ୱାରା କରୋନା ସଂକ୍ରମିତଙ୍କ ଶବ ସତ୍କାର

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଆଜି ସ୍ୱର୍ଗଦ୍ୱାର ସେବା ସଂଗଠନ ଦ୍ୱାରା ଏକ କରୋନା ସଂକ୍ରମିତଙ୍କ ଶବସତ୍କାର କରାଯାଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଉତ୍କେଲା ପଞ୍ଚାୟତର କୋକୋଡମାଲ ଗ୍ରାମର ଇନ୍ଦ୍ରମଣି ପଟ୍ଟନାୟକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ବିଡିଓ ପ୍ରଫୁଲ୍ଲ
Read More...

ଜନମଞ୍ଚ ସିଭିଲ୍‌ ସୋସାଇଟି ସଂଗଠନ ତରଫରୁ ରାସନ ସାମଗ୍ରୀ ସହ ପନିପରିବା ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ମହାମାରୀ କରୋନାର ପ୍ରଥମ ଲହରୀ ସାରା ବିଶ୍ୱରେ ତାର କାୟା ବିସ୍ତାର କରିସାରିଥିବା ବେଳେ ବର୍ତ୍ତମାନ ତାର ଦ୍ୱିିତୀୟ ଲହରୀ ମାନବ ସମାଜକୁ କବଳିତ କରିିି ରଖିଛି । ତେବେ ତାକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଏବଂ ସଟ୍‌ଡାଉନ ଜାରି ରହିଥିବା
Read More...

କରୋନା କାଳରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷ ତମାମ୍‌ ଖରା, ବର୍ଷା, ଶୀତ ସବୁ ସମୟରେ ନିଜ ଜୀବନକୁ ବାଜି ଲାଗାଇ ଆମକୁ ସ୍ୱଚ୍ଛତା ପ୍ରଦାନ କରି ଆସୁଥିବା ବଲାଙ୍ଗିର ପୌରଞ୍ଚାଳର ସଫେଇ କର୍ମଚାରୀ ମାନଙ୍କୁ ନାରୀ ଶକ୍ତି ଫାଉନଣ୍ଡେସନ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଛି । ଆଗାମୀ ସମୟରେ ସେମାନଙ୍କ
Read More...

ଅର୍ଣ୍ଣପୂର୍ଣା ଯୋଜନାରେ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅର୍ଣ୍ଣପୂର୍ଣା ଯୋଜନା ପକ୍ଷରୁ ଅସହାୟ ଲୋକ ଏବଂ ନିରୀହ ଜୀବଜନ୍ତୁଙ୍କ ପାଇଁ ଶନିବାର ଓ ରବିବାର ଦୁଇଦିନ ଧରି ଦିଆଯାଉଥିବା ରନ୍ଧା ଖାଦ୍ୟ ଏବଂ କଞ୍ଚା ପନିପରିବା ଗନ୍ଧମାର୍ଦ୍ଧନ ଟ୍ରଷ୍ଟ ଓ ସେବା ସମିତି ଏନଜିଓ ମିଳିତ ଆନୁକୂଲ୍ୟରେ ଶୁଭାରମ୍ଭ ହୋଇଯାଇଛି
Read More...

ଅକ୍ଷୟ ତୃତୀୟା ପାଳନ ଅବସରରେ ଗ୍ରାମାଞ୍ଚଳରେ ସମନ୍ୱିତ କୃଷିର ରୂପାନ୍ତରିତ କାର୍ଯ୍ୟକ୍ରମ (ତାରା)ର ସମୀକ୍ଷା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚାଷୀର ଜୀବିକାକୁ ଆଦର୍ଶ କୃଷି ଉଦ୍ୟୋଗୀରେ ପରିଣତ କରିବା ଲକ୍ଷ୍ୟ ନେଇ ଗ୍ରାମାଞ୍ଚଳରେ କୃଷିର ଋପାନ୍ତରିତ 'ତାରା ' ଉପରେ ଗତକାଲି ସମୀକ୍ଷା ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଶନିବାର ପୂର୍ବାହ୍ନରେ ଭିଡିଓ
Read More...

ଅଭାବନୀୟ ଘଟଣା : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା କୁମ୍ଭାରୀ ଗ୍ରାମରେ ଗ୍ରାମର ବିଜୟ ରଣା ଓ ଡ଼ିଙ୍ଗର ରଣାଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଗତକାଲି
Read More...

ଗତ ୨୪ ଘଂଟାରେ ୧୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ୧୯ ଜଣଙ୍କ ଜୀବନ ନେଇଛି ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧରୁ ୪ଜଣ, ଅନୁଗୁଳରୁ ୩, ରାୟଗଡାରୁ ୩, ନୂଆପଡା ଓ ସୁନ୍ଦରଗଡରୁ ୨ଜଣ ଲେଖାଏଁ, ଏବଂ ଗଜପତି,
Read More...

ଗୁଜରାଟ ଆଡ଼କୁ ମାଡ଼ି ଆସୁଛି ‘ତୌକତେ’ ବାତ୍ୟା

ଅହମ୍ମଦାବାଦ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ସନ୍ଧ୍ୟାରେ କହିଛି ଯେ, ସାଇକ୍ଲୋନିକ୍ ଝଡ 'ତୌକତେ' ଅଧିକ ଶକ୍ତିଶାଳୀ ହୋଇଛି ଏବଂ ଏହା ଗୁଜୁରାଟ ଉପକୂଳ ତଥା ଦାମନ-ଡିୟୁ ଏବଂ ଦାଦ୍ରା-ନଗର ହାଭେଲି ଉପକୂଳର ଗୁଜୁରାଟ ଉପକୂଳ ଆଡକୁ ଗତି କରୁଛି । ଶନିବାର ବିଳମ୍ବିତ ରାତିରେ ଏହି
Read More...