Daily Archives

ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜାମଚୁଆଁ ଗ୍ରାମର ରାଧେଶ୍ୟାମ ସାହୁ ପିତା କୈଳାସ ସାହୁଙ୍କ ଘରେ ସର୍ଟସର୍କିଟରୁ ନିଆଁ ଲାଗି ଯାଇଥିଲା । ଏହି ସମୟରେ ରାଧେଶ୍ୟାମ ଘରେ ନଥିଲେ ସେ ନିଜ ଶ୍ଵଶୁର ଘର କନ୍ଦାଗାଡକୁ ଯାଇଥିଲେ । ରାଧେଶ୍ୟାମଙ୍କ ଘରେ
Read More...

ଏନଏସି.ଦ୍ୱାରା ନିର୍ମିତ ମାଇକ୍ରୋ କମ୍ପୋଷ୍ଟ ସେଂଟର ଅଲିଆରୁ ପରିବେଶ ଦୂଷିତ : ୧୦ ଏକର ସରକାରୀ ଜମି ଜବର ଦଖଲ ଯୋଗୁଁ…

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି ଏନଏସି.ଦ୍ୱାରା ବିର୍ଣ୍ଣା ରୋଡ ପାର୍କ ନିକଟରେ ଏକ ମାଇକ୍ରୋ କମ୍ପୋଷ୍ଟ ସେଂଟର ନିର୍ମାଣ କରାଯାଇଛି । ଏହି ସେଂଟରରେ ସହରର ସମସ୍ତ ପ୍ରକାର ଅଳିଆ ଆବର୍ଜନା ଆଣି ତାର ବିଶୋଧନ କରି ସାର ଏବଂ ଅନ୍ୟାନ୍ୟ ଜିନିଷ ନିର୍ମାଣ କରିବା ପାଇଁ ୟୁନିଟ ବସା
Read More...

ଡେଲାଙ୍ଗରେ ତାଲାବନ୍ଦ କଡାକଡି : ବଜାରରେ ମିଳିଲାନି ଆଳୁ ଏବଂ ପିଆଜ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱମହାମାରୀ କରୋନାର ଦ୍ୱିତୀୟ ଲହରୀରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ନେଇ ଡେଲାଙ୍ଗ ବ୍ଲକରେ ବୁଧବାର ଠାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରସାଶନ ସମଗ୍ର ଅଚଂଳରେ ତାଲାବନ୍ଦକୁ କଡାକଡି କରିଛି । ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁୁ । ଟମାଟର୍‌ – ୨୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୬୦ ଟଙ୍କା, ଅଦା – ୪୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିନ୍‌ – ୬୦
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୧୦,୬୩୫ ଆକ୍ରାନ୍ତଙ୍କ ସଂଖ୍ୟା : ଖୋର୍ଦ୍ଧା ଜିଲ୍ଲାରୁ ୧୫୬୪ ଏବଂ ବଲାଙ୍ଗିର ଜିଲ୍ଲାରୁ ୩୧୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅମାନିଆ କରୋନା ସଂକ୍ରମଣ ବ୍ୟାପୁଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୬୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୩,୨୮୭ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୧୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୬୨୩ ଜଣ ଆଂଚଳିକ
Read More...

ରାଜ୍ୟ ସରକାରଙ୍କ ପକ୍ଷରୁ ଟୀକାକରଣ ତ୍ୱରାନ୍ୱିତ ପାଇଁ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କ ଟୀକାକରଣ ପାଇଁ ନିଜସ୍ୱ ରାଜକୋଷରୁ ଟୀକା କିଣିବା ପଦକ୍ଷେପ ଗ୍ରହଣ କରିଛନ୍ତି । କମ୍ପାନୀ ପକ୍ଷରୁ ଟୀକା ଯୋଗାଣରେ ବିଳମ୍ବ ହେଉଥିବା ଯୋଗୁଁ ଅଧିକ ସଂକ୍ରମଣ ବ୍ୟାପୁଥିବା ୫ଟି ମହାନଗର ନିଗମରେ ପ୍ରାଥମିକତାରେ
Read More...