Monthly Archives

April 2021

ପ୍ରତ୍ୟେକ ବିଦ୍ୟୁତ ଉପଭୋକ୍ତାଙ୍କୁ ୨୦୦ ୟୁନିଟ ଫ୍ରି ବିଜୁଳି ଦିଆଯାଉ : ଆମ୍ ଆଦମୀ ପାର୍ଟି

ବରଗଡ଼, (ନିରୋଜ କୁମାର ପାଣୀ) : ରାଜ୍ୟରେ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ଆସନ୍ତା ୭ ଏପ୍ରିଲରୁ ବିଦ୍ୟୁତ ସତ୍ୟାଗ୍ରହ ଆରମ୍ଭ କରିବ । ଗତ ଛଅ ମାସ ମଧ୍ୟରେ ୟୁନିଟ ପିଛା ୫୦ ପଇସା ବୃଦ୍ଧି ହୋଇଛି ଯାହାକୁ ଆପ୍ ପକ୍ଷରୁ ବିରୋଧ କରାଯାଇଛି । ଦିଲ୍ଲୀରେ ୨୦୦ ୟୁନିଟ ବିଜୁଳି
Read More...

ଅନଲାଇନ ମୋଡ଼ରେ ପରୀକ୍ଷା ନକରାଗଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଘେରାଉ କରାଯିବ : ଜିଲ୍ଲା ଛାତ୍ର କଂଗ୍ରେସ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀକୁ ଆଖି ଆଗରେ ରଖି ସମ୍ୱଲପୁର ବିଶ୍ଵବିଦ୍ୟାଳୟର ଭୁଲ ନିଷ୍ପତି ଯୋଗୁଁ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ତା.୦୩/୦୪/୨୦୨୧ ଶନିବାର ଦିନ ଅତାବିରା ବୀର୍ ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରିବା ସହିତ ଅତାବିରା
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ – ୧୫ ଟଙ୍କା, ପିଆଜ – ୨୦ ଟଙ୍କା, ରାଂଚି କଂଚା ମଟର – ୫୦ ଟଙ୍କା, ରାୟପୁର କଂଚା ମଟର – ୬୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ସଜନା ଛୁଇଁ
Read More...

ଗଞ୍ଜାମ ଜିଲ୍ଲାରେ ଦଣ୍ଡବିଧାନ ଯାତ୍ରା ଓ ମା’ ତାରାତାରିଣୀଙ୍କ ଯାତ୍ରାରେ ଅଧିକ କଟକଣା ଲାଗିଲା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ବ୍ରହ୍ମପୁରରେ ଆଜି ଠାରୁ ଯାଞ୍ଚ କରାଗଲା ହେଲମେଟ ପିନ୍ଧା ସହ ମାସ୍କ ପରିଧାନ । ମାସ୍କ ପରିଧାନ ନକରିଥିଲେ ପ୍ରତ୍ୟେକଙ୍କ ଠାରୁ ୨ ଶହ ଟଙ୍କା ଜୋରିମାନା ଆଦାୟ କରାଯାଉଛି । କୋଭିଡ଼ ଗାଇଡ଼ଲାଇନ ମଧ୍ୟରେ ପଞ୍ଚସୂତ୍ର ନିୟମ ଉପରେ ଅଧିକା ଗୁରୁତ୍ୱ
Read More...

ବଲାଙ୍ଗିର ସଦର ବ୍ଲକ କୁଡାସିଂହା ଗ୍ରାମକୁ ‘ଡାକ ପଞ୍ଚ ତାରକା ଗ୍ରାମ’ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ଗ୍ରାମକୁ ବଲାଙ୍ଗିର ଡାକ ଅଧୀକ୍ଷକ‌ଙ୍କ ଉପସ୍ଥିତିରେ 'ଡାକ ପଞ୍ଚ ତାରକା ଗ୍ରାମ' ଭାବେ ଘୋଷଣା କରାଯାଇଛି । ସ୍ଥାନୀୟ ସରପଞ୍ଚ କପିଳ ନନ୍ଦ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ଉତ୍କୃଷ୍ଟ ସେବା ଯୋଗାଇ
Read More...

ପିପିଲି ଉପ-ନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀ

ଭବନେଶ୍ୱର, (କେପିଏନ୍‌ଏସ୍‌) : ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନଷ୍ଠିିତ ହେବାକୁ ଥିବା ଉପ-ନିର୍ବାଚନ ନିମନ୍ତେ ୧୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ଗତ ତା.୩୦.୦୩.୨୦୨୧ରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଆୟୋଜିତ ହେଲା ନିଯୁକ୍ତି ମେଳା

ଛତ୍ରପୁର, (କେ. ସତ୍ୟ ନାରାୟଣ ରେଡ଼୍‌ଡ୍ଡୀ) : କୋରୋନା କାଳରେ ନିଯୁକ୍ତି ମେଳା । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପୁରାତନ ଛାତ୍ର ସଂଙ୍ଘ ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା । ଗୋପାଳପୁର ପୋର୍ଟ ପକ୍ଷରୁ ପୂରାତନ ଛାତ୍ରଛାତ୍ରୀ ମାନଙ୍କ
Read More...

ଘଞ୍ଚ ଜଙ୍ଗଲରୁ ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ, ଶିକାରୀ ଚମ୍ପଟ୍

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ରାଇକିଆ ବନ ବିଭାଗ
Read More...

ଓସିଏ ଭିଜନ ୨୦୨୪ : ନାଏକ ଏକାଡେମୀ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗାନ୍ଧିଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ ସୁପରଲିଗ୍‌ କ୍ରିକେଟ ପ୍ରତିଯୋଗିତାରେ ନାଏକ କ୍ରିକେଟ ଏକାଡେମୀର(ଏ) ଦଳ ବିଜୟୀ ହୋଇଛି । ଆଜିର ପ୍ରତିଯୋଗିତା ନାଏକ ଏକାଡେମୀ ଓ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଳବ
Read More...

ଜାତୀୟ ପଂଚାୟତ ପୁରସ୍କାର ପାଇଁ କଂଟାମାଲ ମନୋନୀତ

ବୌଦ୍ଧ, (ମମତା ମହାକୁର) : ଭାରତ ସରକାରଙ୍କର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଭଲ କାମ କରିବା ସହ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଦେଇଥିବା ଆଧାରରେ ଦୀନ ଦୟାଲ ଉପାଧ୍ୟାୟ ପଂଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକକୁ ମନୋନୀତ କରିଥିବା ଜଣାପଡିଛି କ୍ଷ ଏ
Read More...