Monthly Archives

April 2021

ଟ୍ରେନ୍ ଲୁଟେରାକୁ କାବୁ କଲା ଆରପିଏଫ ସ୍ପେଶାଲ ଟାସ୍କ ଫୋର୍ସ : ଲୁଟ ସାମଗ୍ରୀ ଉଦ୍ଧାର କଲା ଏସଟିଏଫ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଟ୍ରେନ୍ ଲୁଟେରାକୁ କାବୁ କରିଛି ଟିଟିଲାଗଡ ଆରପିଏଫ ସ୍ପେଶାଲ୍ ଟାସ୍କ ଫୋର୍ସ । ଆଜମେର-ପୁରୀ ସୂପରଫାଷ୍ଟ ଟ୍ରେନରେ ଜଣେ ମହିଳା ତାଙ୍କ ବାପା-ମା ଓ ଛୁଆ ସହ ମାର୍ଚ୍ଚ ୨୪ ତାରିଖରେ ସୁରଟରୁ ଭୁବନେଶ୍ୱର ଯାଉଥିବା ସମୟରେ ଖରିଆର ରୋଡ ଷ୍ଟେସନ ପହଞ୍ଚିବା ପୂର୍ବରୁ
Read More...

ଛତିଶଗଡରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଛତିଶଗଡ : ଗତକାଲି ଛତିଶଗଡର ସୁକମା-ବିଜାପୁର ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲ ଆକ୍ରମଣରେ ୨୨ ଯବାନ ସହିଦ ହେବାପରେ ଆଜି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡର ଜଗଦଲପୁରରେ ପହଁଚିଛନ୍ତି । ଏହାପରେ ଶାହ ହସ୍ପିଟାଲରେ ପହଁଚି ଆହତ ଯବାନଙ୍କୁ ଭେଟିବାର
Read More...

ସାହସିକତାକୁ ଶତ ଶତ ସଲାମ୍‌ : ସୈନିକମାନେ ଗୁଳି ସମାପ୍ତ ହେବା ପର୍ଯ୍ୟନ୍ତ ଉପଯୁକ୍ତ ଜବାବ୍‌ ଦେଇଥିଲେ

ରାୟପୁର : ଯେଉଁଠାରେ ଶନିବାର ଦିନ ବିଜାପୁରରେ ନକ୍ସଲମାନେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ, ତାହା ଅତ୍ୟନ୍ତ ଅଗମ୍ୟ ଅଞ୍ଚଳ । ତଥାପି, ସୈନିକମାନେ ନକ୍ସଲମାନଙ୍କ ସହ ଶେଷ ବୁଲେଟ୍ ପର୍ୟ୍ୟନ୍ତ ଯୁଦ୍ଧ କରିଥିଲେ । ତିନି ପାର୍ଶ୍ୱରେ ଘନ ଜଙ୍ଗଲ ଦ୍ୱାରା ଘେରି ରହିଥିବା ସତ୍ୱେ
Read More...

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ସ୍ଲାଗ ବଏଲର ଫାଟି ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଏସ୍‌ଏମ୍‌ଏସ୍ -୨ରେ‌ ବିଳମ୍ବିତ ରାତିରେ ସ୍ଲାଗ ବଏଲର ଫାଟିବଏଲର କଣ୍ଟ୍ରୋଲ ରୁମ୍‌ର ଅନେକ ଯନ୍ତ୍ରପାତି, ବିଦ୍ୟୁତ୍ ସରଞ୍ଜାମ ପୋଡ଼ି ଯାଇଛି । ତେବେ ଏଥିରେ କୌଣସି କର୍ମଚାରୀଙ୍କର କିଛି କ୍ଷତି ହୋଇ ନଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର
Read More...

କରୋନା ସଂକ୍ରମଣର ବିସ୍ଫୋରକ ସ୍ଥିତି : ଭାରତରେ କରୋନାର ନୂଆ ମାମଲା ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ଏକ ଲକ୍ଷ…

ନୂଆଦି‌ଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଗତ ଚବିଶ ଘଣ୍ଟା ମଧ୍ୟରେ ଦେଶରେ ୧,୦୩,୫୫୮ କରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି । ଗତ କିଛି ମାସ ମଧ୍ୟରେ କରୋନା ମହାମାରୀ ତଥ୍ୟ ହ୍ରାସ ପାଇବା ପରେ ଏହା ଏପର୍ୟ୍ୟନ୍ତ କରୋନାର ସବୁଠାରୁ ବଡ ଲମ୍ଫ ଅଟେ । ମନ୍ତ୍ରଣାଳୟ ଅନୁଯାୟୀ, ଗତ
Read More...

ସାଲେପାଲି ବିଶ୍ଵ ଭାରତୀ ଶିକ୍ଷା ନିକେତନରେ ସ୍ୱାଗତ ସମାରୋହ : ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁଧାଂଶୁ ମେହେରଙ୍କୁ ୨୦୨୦…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷା ନିକେତନ, ଶିକ୍ଷକ ଶିକ୍ଷା ତାଲିମ ପ୍ରତିଷ୍ଠାନରେ ଡିପ୍ଲୋମା ନୂତନ ବର୍ଷର ଛାତ୍ରଛାତ୍ରୀଙ୍କୁ ‌ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ନିକେତନ ନିର୍ଦ୍ଦେଶକ କନିୟରଲାଲ ସାମଲଙ୍କ
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ବଂଧାକୋବି – ୧୬ ଟଙ୍କା, ଫୁଲକୋବି – ୩୦ ଟଙ୍କା, ବ୍ରୁକୋଲି – ୫୦, ଝୁଲଣ (ଝୁନ୍‌ଗା) – ୬୦ ଟଙ୍କା, କଖାରୁ (ମାଖନ୍‌) – ୧୫ ଟଙ୍କା, କଲରା – ୪୦
Read More...

ପଶ୍ଚିମ ଓଡିଶା ଓ୍ବେବ ମିଡିଆ ଏସୋସିଏସନର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଐତିହାସିକ ଗନ୍ଧମାର୍ଦ୍ଦନ ପାଦଦେଶର ନୃସିଂନାଥ ସ୍ଥିତ ଯାତ୍ରୀ ନିବାସ ଠାରେ ପଶ୍ଚିମ ଓଡ଼ିଶା ଓ୍ବେବ ମିଡିଆ ଏସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ବରଗଡ, ବଲାଙ୍ଗିର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା,
Read More...

ଭଗତପୁରରେ ବିଂଝାଲ ସମାଜ ବାର୍ଷିକ ସଭା : ଉଚ୍ଚ ଶିକ୍ଷା ସଙ୍ଗେ ଏକତା ହେଲେ ହିଁ ସମାଜ ଆଗକୁ ବଢ଼ିପାରିବ : ବିଧାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଳକ ଅନ୍ତର୍ଗତ ଭଗତପୁର ଗ୍ରାମ ଭୋସାଗର ଆମ୍ବ ତୋଟା ଠାରେ ସର୍ବ ଭାରତୀୟ ବିଂଝାଲ ସମାଜର ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମାଁ ବିନ୍ଧ୍ୟ ବାସିନୀଙ୍କ ପୂଜାର୍ଚ୍ଚନା
Read More...

ମାସେ ତଳୁ ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର ହେଲା ମହାନଦୀ ବାଲି ଭିତରୁ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ତାଳ ସରଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମରୁ ୧ ମାସରୁ ଅଧିକ ଦିନ ତଳେ ନିଖୋଜ ଥିବା ଗ୍ରାମର ବିମ୍ବାଧର ମହାକୁଡ (୩୦)ଙ୍କ ଶବ ଆଜି ଡମ୍ବରୁ ଗଡ଼ ଶ୍ମଶାନ ଘାଟ ମହାନଦୀ ବାଲିରୁ ବାଉଁଶୁଣୀ ପୋଲିସ୍ ଉଦ୍ଧାର କରିଛି । ମିଳିଥିବା ସୂଚନା
Read More...