ସିନିଅର ଫାଇନାଲରେ ନବକିଶୋର ଦଳ ବିଜୟୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ନବକିଶୋର ଦଳ ବିଜୟୀ ହୋଇଛି । ଆଜିର ପ୍ରତିଯୋଗିତା ୟଙ୍ଗ ନାଏକ କ୍ରିକେଟ ଏକାଡେମୀ ଓ ନବକିଶୋର ଦଳ ମଧ୍ୟରେ ଅନୁଷ୍ଠିତ!-->…
Read More...
Read More...