Monthly Archives

April 2021

ଧର୍ମପରାୟଣା ମହିଳା ଶୈଳବାଳା ବେହେରାଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ୍‌ ଲାଇନ ନିବାସୀ ଧର୍ମପରାୟଣା ମହିଳା ଶୈଳବାଳା ବେହେରା(୮୫)ଙ୍କ ଆଜି ଭୋର୍‌ ୫ଟା ସମୟରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଅଶ୍ୱିନୀ ବେହେରାଙ୍କ ଧର୍ମପତ୍ନୀ ଶ୍ରୀମତୀ ବେହେରା ଜଣେ ପରୋପକାରୀ, ଶ୍ରଦ୍ଧାମୟୀ ମହିଳା ହୋଇଥିବା ବେଳେ ତାଙ୍କ
Read More...

ନିଷ୍ଠା ପରିବାର ଦ୍ୱାରା ଅସହାୟ ଯୁବତୀଙ୍କ ଶବ ସତ୍କାର

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଏକବିଂଶ ଶତାବ୍ଦୀର ବୈଜ୍ଞାନିକ ଯୁଗରେ ଆଧୁନିକ ପରିପାଟି ପୂର୍ଣ ଦେଶରେ ଆମେ ଆଜି ଉପନୀତ । କିନ୍ତୁ ପରିତାପର ବିଷୟ ଯେ ଆଜି ବି ଆମ ସମାଜରେ ଅନେକ ଅନ୍ଧବିଶ୍ୱାସ ଓ କୁସଂସ୍କାର ବସା ବାନ୍ଧି ରହିଛି । ଜାତିପ୍ରଥା, ଛୁଆଁ ଅଛୁଆଁର ‌ଦ୍ୱାହି ଦେଇ ସଭ୍ୟ ସମାଜ
Read More...

ବାସନ୍ତିକା ନବରାତ୍ର ପୂଜା ପାଇଁ ଉପଜିଲ୍ଲାପାଳଙ୍କ ଜରୁରୀ ଘୋଷଣା : କେବଳ ବିଧି ରକ୍ଷା ପାଇଁ ହେବ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାସନ୍ତିକା ନବରାତ୍ର ପୂଜା ପାଇଁ ଜରୁରୀ ଘୋଷଣା କଲେ ବଲାଙ୍ଗିର ଉପଜିଲ୍ଲାପାଳ ତଥା ଦେବୋତ୍ତରର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାକର ନାୟକ ଜରୁରୀ ଘୋଷଣା କରିଛନ୍ତି । ଘୋଷଣାରେ ବଲାଙ୍ଗିର ଉପଖଣ୍ଡ ସ୍ଥିତ ସମସ୍ତ ଦେବୀ ମନ୍ଦିରର ପୃଷ୍ଠପୋଷକ, ପୂଜକ, ମନ୍ଦିର
Read More...

ହୃଦ୍‌ଘାତରେ ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜୀବନଗର ନିବାସୀ କଳ୍ପନା ଡ୍ରାଏ କ୍ଲିନ୍‌ର ମାଲିକ କିରଣ କୁମାର ଭିଣ୍ଡେଙ୍କ ଧର୍ମପତ୍ନୀ କ୍ରିଷ୍ଣା ଭିଣ୍ଡେ(୫୦)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି । ତେବେ ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି
Read More...

ତୁରେକେଲା ବ୍ଲକ୍‌ର ମହଖଣ୍ଡ ଗ୍ରାମ ପଞ୍ଚାୟତରେ ଚାରି ବର୍ଷ ଧରି ବୈଠକ ହୋଇନାହିଁ : ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଲକ୍‌ର ମହଖଣ୍ଡ ଗ୍ରାମ ପଞ୍ଚାୟତରେ ଗତ ଚାରି ବର୍ଷ ଧରି ଗ୍ରାମପଞ୍ଚାୟତ ବୈଠକ ହୋଇନଥିବା ଅଭିଯୋଗ ହେଉଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ୨୦୧୭ ଗ୍ରାମପଞ୍ଚାୟତ ନିର୍ବାଚନ ପରେ ମହଖଣ୍ଡ ଗ୍ରାମପଞ୍ଚାୟତରେ ରଞ୍ଜନ ଧରୁଆ
Read More...

ପଦ୍ମପୁରର ଆରବି ହାଇସ୍କୁଲ ୧୯୬୩ ବେଚର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟର ୧୯୬୩ ମେଟ୍ରିକ ବେଚର ଛାତ୍ରମାନଙ୍କ ବନ୍ଧୁ ମିଳନ ପୂର୍ବ ବର୍ଷ ମାନଙ୍କ ଭଳି ବାଦିମାଳ ସ୍ଥିତ ରଜାକ୍ ଭାଇଙ୍କ ଆମନ୍ତ୍ରଣରେ ଅନୁଷ୍ଠିତ ହୋଇଥିଲା । ପୁରାତନ ଛାତ୍ରମାନଙ୍କ ଗୁରୁ ରାମ ନାରାୟଣ ପାଣିଗ୍ରାହୀ, ପ୍ରଧାନ
Read More...

ବିଶ୍ଵ ସ୍ୱାସ୍ଥ୍ୟ କଲ୍ୟାଣ ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବିଶ୍ଵ ସ୍ୱାସ୍ଥ୍ୟ କଲ୍ୟାଣ ଦିବସ ଅବସରରେ ବରଗଡ ଜିଲ୍ଲାର ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପାଳିତ ହୋଇଯାଇଛି । ଏଥିରେ ଭେଡେନ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ସୁଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ପୋଲିସ୍ ବେଶରେ ଡକାୟତି ଉଦ୍ୟମ ଘଟଣା : ଅସଲି ପୋଲିସ ପଞ୍ଝାରେ ପୁଣି ଦୁଇଜଣ ନକଲି ପୋଲିସ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ସଫଳତା । ଦୁଇଜଣ ନକଲି ପୋଲିସକୁ ଧରିଲା ଅସଲି ପୋଲିସ । ଗତ ମାର୍ଚ୍ଚ ୫ତାରିଖ ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଥିଲା ବାଲିଗୁଡ଼ା ପୋଲିସ । ଘଟଣାରେ ଦୁଇଜଣ
Read More...

ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିଲେ : ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସହରର ଶାସ୍ତ୍ରୀ ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ବଜାର ଶାଖା ସମ୍ମୁଖରେ ଦୁଇ ଜଣ ଦୁର୍ବୃତ୍ତ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ଯୁବକଙ୍କଠାରୁ ଦୁଇ ଜଣ ଦୁର୍ବୃତ୍ତ
Read More...

କୋରନାର ଦ୍ୱିତୀୟ ଲହର : ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କତା ଓ ସୁରକ୍ଷାର ବାର୍ତ୍ତା ଦେକ୍ଷଗ ଗଞ୍ଜାମ ପୋଲିସ ପ୍ରଶାସନ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ କୋରନାର ଦ୍ୱିତୀୟ ଲହର ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଛନ୍ତି । ବୁଧବାର ସନ୍ଧ୍ୟାରେ କୋରନାର ଦ୍ୱିତୀୟ ଲହର ସମ୍ପର୍କରେ ପୁନଃର୍ବାର ପ୍ରଚାର
Read More...