Monthly Archives

April 2021

ବାଲିଗୁଡା ଡାକ ବିଭାଗର ଅଜବ ନୀତି ଯୋଗୁଁ ଗ୍ରାହକ ହନ୍ତସନ୍ତ : ଇଣ୍ଟରନେଟରେ ବ୍ୟାଘାତ ସୃଷ୍ଟି ହେଲେ ଗ୍ରାହକ କାହିଁକି…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଚିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ଏକମାତ୍ର ପୋଷ୍ଟ ଅଫିସ । ତେବେ ଏହି ପୋଷ୍ଟ ଅଫିସରେ ମାସରେ ୨୦ ରୁ ୨୫ ଦିନ ଇଣ୍ଟରନେଟ ସେବା ରହୁନଥିବାରୁ ଜନସାଧାରଣ ତଥା ନିୟମିତ ଗ୍ରାହକ ମାନେ
Read More...

କରୋନା ସଂକ୍ରମଣ ନଛୋଡ଼ବନ୍ଧା ସ୍ଥିତିରେ : ଦିନକରେ ବଲାଙ୍ଗିର ଜିଲ୍ଲାରେ ୩୫୮ ସଂକ୍ରମିତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣର ନଛୋଡ଼ବନ୍ଧା ପରିସ୍ଥିତି ଆସି ପହଂଚିଛି । ଗତକାଲି ସଂକ୍ରମଣର ସଂଖ୍ୟା ଦେଖି ଲୋକେ ତଟସ୍ଥ ହୋଇ ଯାଇଥିବା ବେଳେ ଆଜି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୫୮ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରେ ୱାର୍ଡ ନଂ.୧ରୁ
Read More...

ଖେଳ ଶିକ୍ଷକ ବିରବଲ ଭୋଇଙ୍କ ବିୟୋଗରେ ଶୋକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଗୋବଜୋର ହାଇସ୍କୁଲର ଖେଳ ଶିକ୍ଷକ ବିରବଲ ଭୋଇଙ୍କ ଆଜି ସକାଳେ ବିୟୋଗ ହୋଇ ଯାଇଛି । ଶ୍ରୀ ଭୋଇ ବରପାଲି ସ୍ଥିତ ଶଶୁର ଘରେ ରହୁଥଲେ । ତାଙ୍କୁ ଖାସ ଓ ଥଣ୍ଡା ହେଉଥିଲା । ସେ କୋଭିଡ ଟେଷ୍ଟ କଲାପରେ ପଜେଟିଭ୍‌ ଆସିଥିଲା । ତେବେ ତାଙ୍କ
Read More...

ମାର୍କେଟ ବିଲ୍ଡିଂ ଅଂଚଳରେ ଦେଖିବାକୁ ମିଳିଲା ପ୍ରବଳ ଜନଗହଳି : ବିଏମସି ଓ କମିସନରେଟ୍ ପୋଲିସ ପହଞ୍ଚି ୪୮ ଘଣ୍ଟା ପାଇଁ…

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ତଥା ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା କଡାକଡି ଭାବରେ କୋଭିଡ ନିୟମ ପାଳନ କରାଯିବା ପାଇଁ କୁହାଯାଇଛି । ତେବେ ଭୁବନେଶ୍ୱର ସ୍ଥିତ ମାର୍କେଟ ବିଲ୍ଡିଂ ଠାରେ ଗତ
Read More...

ଆସନ୍ତାକାଲି ଠାରୁ ଦିନ ୨ଟା ପରେ ସମ୍ବଲପୁରରେ ବି ସମସ୍ତ ଦୋକାନ ବନ୍ଦ

ସମ୍ବଲପୁର, (କେପିଏନ୍‌ଏସ୍‌) : ଆଜି ଜିଲା ପ୍ରଶାସନ ଦ୍ୱାରା ଆୟୋଜିତ ଏକ ବୈଠକରେ ସମ୍ବଲପୁର ଶିଳ୍ପ ଓ ବଣିକ ସଂଘର ସଦସ୍ୟମାନେ ଯୋଗ ଦେଇ ସମ୍ବଲପୁରର କରୋନା ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଏହି ମହାମାରୀ ସ୍ଥିତି ସହ କିପରି ମୁକାବିଲା କରାଯାଇ ପାରିବ ସେନେଇ ବୈଠକରେ ଆଲୋଚନା
Read More...

ସାହିତ୍ୟିକ ମନୋଜ ଦାସଙ୍କ ବିୟୋଗରେ ନବୀନ ପ୍ରତିଷ୍ଠାନର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ସ୍ଥାନୀୟ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି । ନବୀନର ସଂପାଦକ ତଥା ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ଆବାହକତ୍ୱରେ ଭିଡିଓ କଲ
Read More...

ରେଢାଖୋଲରେ ଉଦଘାଟିତ ହେଲା ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ

ସମ୍ବଲପୁର : ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ ସମ୍ବଲପୁର ଜିଲ୍ଲା ରେଢାଖୋଲ ଠାରେ ଉଦଘାଟିତ ହୋଇଯାଇଛି । ଭର୍ଚୁଆଲ୍ ମୋଡ୍‌ରେ ଏହାକୁ ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ.ଜଷ୍ଟିସ୍ ଏସ୍‌.ମୁରଲୀଧର ଉଦଘାଟନ କରିଥିଲେ । ଉଦଘାଟନୀ ଅବସରରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ ଦିପ୍ତି
Read More...

ପଦ୍ମ ବିଭୂଷଣ ମନୋଜ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକ ବ୍ୟକ୍ତ

ନୂଆଦିଲ୍ଲୀ : ବିଶିଷ୍ଟ ସାହିତ୍ୟିକ, ଔପନାସିକ, ସ୍ତମ୍ଭକାର ତଥା ପଦ୍ମ ବିଭୂଷଣ ମନୋଜ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି ଯେ, " ମଜୋଜ ଦାସ ପ୍ରସିଦ୍ଧ ଶିକ୍ଷାବିତ, ଲୋକପ୍ରିୟ ସ୍ତମ୍ଭକାର ଏବଂ ସଫଳ ଲେଖକ
Read More...

ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏମବିବିଏସ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଦେଶରେ ତଥା ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ତାକୁ ଆଖି ଆଗରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସମସ୍ତ ମେଡିକାଲ କଲେଜ ଗୁଡ଼ିକରେ ଏମବିବିଏସ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ପରୀକ୍ଷା
Read More...

ସ୍ଵାମୀର ମୃତ୍ୟୁର ୨୫ ବର୍ଷ ପରେ ବି ବିଧବା ଲସଲସାଙ୍କୁ ମିଳୁନି ବିଧବା ଭତ୍ତା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ସାମାଜିକ ସୁରକ୍ଷା ଯୋଜନାରେ ଗରିବ ବିଧବା ବୃଦ୍ଧ ବୃଦ୍ଧା ଅସହାୟ, ଦିବ୍ୟାଙ୍ଗମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି । ହେଲେ ଅନେକ ଗରିବ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼
Read More...