Monthly Archives

April 2021

ପ୍ରଭାକର ରଥ ଜନ୍ମ ଶତବାର୍ଷିକୀରେ ପଣ୍ଡିତ କବିରାଜ ନାରାୟଣ ମିଶ୍ର ସ୍ମୃତି ସ୍ମାରକୀ ବକ୍ତୃତା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରଭାକର ରଥ ସ୍ମୃତି ସମିତି ତରଫରୁ ବିଶିଷ୍ଟ କବିରାଜ ପଣ୍ଡିତ ନାରାୟଣ ମିଶ୍ରଙ୍କ ସ୍ମୃତି ସ୍ମାରକୀ ବକ୍ତୃତା ଆଇନଜୀବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ମନମୁଣ୍ଡାରେ ବର୍ଜ୍ୟବସ୍ତୁ ପରିଚାଳନା ସଭା

ବୌଦ୍ଧ, (ମମତା ମହାକୁର) : ଆଜି ମନମୁଣ୍ଡା ପଂଚାୟତ କାର୍ୟ୍ୟାଳୟ ପରିସର ସଭାଗୃହରେ ବର୍ଜ୍ୟବସ୍ତୁ ପରିଚାଳନା ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଡି ଏସ ସି ଆର୍ତ୍ତତ୍ରନ ପାଢ଼ୀ, ସରୋଜ କୁମାର ପାଢୀ, ମାଷ୍ଟର ଟ୍ରେନର ରଞ୍ଜନ ପାତ୍ର, ସ୍ୱେଚ୍ଛାଗ୍ରାହୀ ବିଭୁତିଭୂଷଣ ମହଲା, ମନମୁଣ୍ଡା
Read More...

ଦଣ୍ଡ ନୃତ୍ୟ ମାଧ୍ୟମରେ କରୋନା ସଚେତନତା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ପାଇଁ ସମସ୍ତେ ଚିନ୍ତିତ । କିଭଳି କରୋନାକୁ ମୁକାବିଲା କରାଯାଇପାରିବ ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିବା ସହ ସଚେତନତା ଜାରି ରଖିଛନ୍ତି । ତଥାପି କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି । ଏହା ଭିତରେ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ର ଗଣ୍ଡୋଗୋଳ ପଛରେ ଛାତ୍ର କଂଗ୍ରେସର ସଂମ୍ପୃକ୍ତି ରହିଥିବା ଅଭିଯୋଗ କଲା ବିଜେଡି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର ଗଣ୍ଡଗୋଳ ଘଟଣାରେ ଏବେ ରାଜନୀତି ପଶିଛି । ଏହି ଘଟଣାରେ ଛାତ୍ର କଂଗ୍ରେସର ସଂମ୍ପୃକ୍ତି ଥିବା ନେଇ ସମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଛାତ୍ର ବିଜେଡି ଅଭିଯୋଗ କରିଛି । ଅନ୍ୟ ପକ୍ଷରେ ଭିଡିଓରେ ମାଡ ମାରୁଥିବା ଦୁଇ ମୁଖ୍ୟ
Read More...

ସାଗୁନଭାଡିରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ସମ୍ମିଳନୀ : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଯାଦବମାନେ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଂଚାୟତ ସାଗୁନଭାଡି ଗ୍ରାମର ଆମ୍ବତୋଟା ଠାରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଚଣ୍ଡୀ ସମଲେଇଙ୍କୁ ପୂଜାର୍ଚ୍ଚନା କରାଯିବା ପରେ
Read More...

ସିନ୍ଧେକେଲାରେ କେଶହରୀୟା ହିନ୍ଦୁ ବାହିନୀର ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଶିବ ମନ୍ଦିର ପ୍ରାଙ୍ଗଣରେ କେଶରୀୟା ହିନ୍ଦୁ ବାହିନୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେଶରୀୟା ହିନ୍ଦୁ ବାହିନୀର ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ନୌରାଜ ରଣାଙ୍କ ସଭାପତିତ୍ୱରେ
Read More...

ବଲାଙ୍ଗିର ଜିଲ୍ଲାରେ ବି ଉପରମୁହାଁ ହେଉଛି କରୋନା : ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶ ଓ ରାଜ୍ୟରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଉପରମୁହାଁ ହେଉଛି କରୋନା । ଆଜି ବଲାଙ୍ଗିର ଜିଲ୍ଲାରେ ୫୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଚଂଳ ୱାର୍ଡ ନଂ.
Read More...

ବଢୁଛି ଖରାର ତାତି : ରାସ୍ତା ଘାଟରେ ନାହିଁ ପାଣି ଛତ୍ର : ଶୀତଳ ଜଳ ଗୃହରେ ଲାଗିନି ଫ୍ରିଜର୍ : ଥଣ୍ଡା ପାଣି ଖୋଜୁଛି…

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆଶାତିତ ଭାବେ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା ଅଞ୍ଚଳରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ଦେଖାଯାଇଛି । ସକାଳ ୧୦ଟାରୁ ବେଶ ଗରମ ଅନୁଭୂତ ହେଉଛି । ତେବେ ଏପ୍ରିଲ ଆରମ୍ଭରୁ ତାପମାତ୍ରାର ଏଭଳି ବୃଦ୍ଧି
Read More...

ଖଦ୍ୟୋତ ଅନୁଷ୍ଠାନ ତରଫରୁ କରୋନା ସଚେତନତା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ଖଦ୍ୟୋତ ଅନୁଷ୍ଠାନ ତରଫରୁ ଆଠଗାଁ ପଂଚାୟତ କାଲିଝରଣ ଠାରେ କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ କାଲିଝରଣ ଗ୍ରାମବାସୀକୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ବାରମ୍ବାର
Read More...

ପୁଣି କରୋନାରେ ଗଡ଼ିଲା ମୁଣ୍ଡ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ମଲ୍ଟି ସ୍ପେସିଆଲେଟି ଚିକିତ୍ସାଳୟରେ ଆଜି ଜଣେ କରୋନା ସଂକ୍ରମିତଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମୂଳ ବାସିନ୍ଦା ପ୍ରଦୀପ ଅଗ୍ରୱାଲ(୫୨) । ସେ ଗତ ୨୭ ମାର୍ଚ୍ଚ
Read More...