Monthly Archives

April 2021

ସ୍ୱର୍ଗତ ହରିନାରାୟଣ ଜୈନଙ୍କ ଷଷ୍ଠ ପୂଣ୍ୟ ତିଥି ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ସମାଜସେବୀ ସ୍ୱର୍ଗତ ହରିନାରାୟଣ ଜୈନଙ୍କ ଷଷ୍ଠ ପୁଣ୍ୟ ତିଥି ସ୍ଥାନୀୟ ତେରାପନ୍ଥ ଭବନ ପରିସରରେ ଅନଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ହରିନାରାୟଣ ଜୈନଙ୍କ ସମାଜ ପ୍ରତି ରହିଥିବା
Read More...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଅଜାତଶତ୍ରୁ ଆନନ୍ଦ ଆଚାର୍ୟ୍ୟଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରକ୍ତଦାନ ଶିବିର

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଏବଂ ଅଜାତଶତ୍ରୁ ଆନନ୍ଦ ଆଚାର୍ୟ୍ୟଙ୍କ ୮୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶା-ମୋ-ପରିବାର (ଜୀବନ ବିନ୍ଦୁ) ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ବୁର୍ଲା ରକ୍ତ
Read More...

କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ୧୦୦ ଦିନ ପର୍ଯ୍ୟନ୍ତ ରହିପାରେ : ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ : ଦକ୍ଷିଣ ପୂର୍ବ ଦିଲ୍ଲୀ ପୋଲିସ୍ ପାଇଁ ଜଣେ ବିଶେଷଜ୍ଞଙ୍କ ‌ଦ୍ୱାରା ପ୍ରସ୍ତୁତ ଏକ ପରାମର୍ଶ ଅନୁଯାୟୀ, କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ୧୦୦ ଦିନ ପର୍ଯ୍ୟନ୍ତ ରହିପାରେ ଏବଂ ୭୦% ଜନସଂଖ୍ୟାର ଟୀକାକରଣ ନହେବା ପର୍ଯ୍ୟନ୍ତ ଏବଂ ଲୋକେ ରୋଗ ପ୍ରତିରୋଧକ ଶକ୍ତି ନ ପାଇବା ପର୍ୟ୍ୟନ୍ତ
Read More...

ପିପଲଖୁଣ୍ଟା ବନ ସଂରକ୍ଷଣ ସମିତିର ସାଧାରଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ନୃସିଂନାଥ ନିକଟସ୍ଥ ଲାଗିଥିବା ମିଠାପାଲି ଗ୍ରାମ ପଞ୍ଚାୟତ ପିପଲଖୁଣ୍ଟା ବନ ସଂରକ୍ଷଣ ସମିତି ଆନୁକୂଲ୍ୟରେ ଏକ ସାଧାରଣ ସଭା ବିଜୟ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୋଲାପ ଦାଶ ସଭାପତି‌ତ୍ୱ କରିଥିଲେ । ଏହି
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଗିରିଧାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଦେବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ରାଜ୍ୟରେ ସମସ୍ତଙ୍କୁ ପକ୍କାଗୃହ ଯୋଗାଇ ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ହେଲେ ଯୋଗ୍ୟ ହିତାଧିକାରୀମାନେ ଘର ପାଇ ପାରୁ ନାହାନ୍ତି । ଅଫିସର
Read More...

ଚଳନ୍ତା ଟ୍ରେନରୁ ଖସି ପଡ଼ି ଜଣେ ଛାତ୍ରୀ ଗୁରୁତର

ଖୋ‌ର୍ଦ୍ଧା : ବ୍ରହ୍ମପୁର - ଭୁବନେଶ୍ୱର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ଚଳନ୍ତା ଗାଡ଼ିରୁ ଖସି ପଡ଼ିଥିଲେ ଜଣେ ଛାତ୍ରୀ । ଫଳରେ ଛାତ୍ରୀ ଜଣଙ୍କ ଗୁରୁତର ଆହତ ହୋଇ ବର୍ତ୍ତମାନ ରେଳବାଇ କର୍ମଚାରୀଙ୍କର ସହାୟତାରେ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଖୋର୍ଦ୍ଧା ମୁଖ୍ୟ
Read More...

କଟକ-ଭୁବନେଶ୍ୱରରେ ୧୪୪ ଧାରା ଲାଗୁ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ହୁ ହୁ ହୋଇ ବଢିବାରେ ଲାଗିଛି ମହାମାରୀ କରେନା । ତେବେ ତାକୁ ଆଖି ଆଗରେ ରଖି ରାଜ୍ୟ ସରକାର ରାଜ୍ୟରେ ଆଜିଠାରୁ ନାଇଟ୍‌ କର୍ଫ୍ୟୁ ଆରମ୍ଭ କରିଛ‌ନ୍ତି । ରାତ୍ରିକାଳୀନ କର୍ଫ୍ୟୁ ସମୟରେ କଟକ, ଭୁବନେଶ୍ୱରରେ ରାତି ୯ରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ ।
Read More...

ଓଲଟିଲା ମିନିବସ୍ : ୧୦ ଯାତ୍ରୀ ଆହତ

ବ୍ରହ୍ମପୁର : ଗଞ୍ଜାମ କବିସୂର୍ଯ୍ୟନଗରରେ ଏକ ମିନିବସ୍ ଓଲଟି ପଡିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, 'ଶିବଶମ୍ଭୁ' ନାମକ ଯାତ୍ରୀବାହୀ ମିନି ବସ୍ ପୋଲସରାରୁ ଆସିକା ଅଭିମୁଖେ ଆସୁଥିବା ବେଳେ କବିସୂର୍ୟ୍ୟନଗର ନୂତନ ଥାନା ନିକଟରେ ଭାରସାମ୍ୟ ହରାଇ
Read More...

ନାବାଳିକା ଶାଳୀକୁ ବାହା ହେବା ପାଇଁ ରସିକିଆ ଭିଣୋଇଁର ଜିଦି : ମନମୁଣ୍ଡା ଥାନାରେ ମାମଲା ରୁଜ୍ଜୁ, ଜ୍ୱାଇଁ ଓ ତାର ୩…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ ମନମୁଣ୍ଡା ଥାନା ରକ୍ସା ଗ୍ରାମ ପଞ୍ଚାୟତ ଚଉଁରୀଆପଦର ଗ୍ରାମରେ ଗତ ପଣାସଂକ୍ରାନ୍ତି ଦିନ ଘଟିଥିବା ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ୧୪ ବର୍ଷୀୟ ଶାଳୀକୁ ବିବାହ କରିବାର ଜିଦ୍‌ ଧରି ଶଳାକୁ ଅପହରଣ କରି ନେଇ ଯାଉଥିବା ବେଳେ ଗ୍ରାମବାସୀ ଗୋଡାଇବା
Read More...

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ‌ଙ୍କ ଜେଲରୁ ବାହାରିବାର ରାସ୍ତା ସଫା : ଝାଡଖଣ୍ଡ ହାଇକୋର୍ଟରୁ ମିଳିଲା ଜାମିନ

ରାଞ୍ଚି : ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଚାରା ଘୋଟାଲା ଦୁର୍ନୀତି ମାମଲାରେ ରାଞ୍ଚି ହାଇକୋର୍ଟରୁ ଜାମିନ ପାଇଛନ୍ତି । ଏହା ସହିତ ତାଙ୍କ ଜେଲରୁ ବାହାରିବା ରାସ୍ତା ସଫା ହୋଇଯାଇଛି । ଲାଲୁ ପ୍ରସାଦ ଦୁମ୍‌କା ଟ୍ରେଜେରୀରୁ ହୋଇଥିବା ହେର୍‌ଫେର୍‌ ମାମଲାରେ ଜାମିନ ପାଇଥିଲେ ।
Read More...