Monthly Archives

April 2021

ବରଗଡ଼ ସାଂସଦଙ୍କ ପଦ୍ମପୁର ବ୍ଳକ ପ୍ରତିନିଧି ହେଲେ ବରିଷ୍ଠ ବିଜେପି ନେତା ଶ୍ରୀକାନ୍ତ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାନ୍ୟବର ବରଗଡ଼ ଲୋକ ସଭା ସାଂସଦ ସୁରେଶ ପୂଜାରୀ ପଦ୍ମପୁର ବ୍ଳକ ସାଂସଦ ପ୍ରତିନିଧି ପାଇଁ ବରିଷ୍ଠ ବିଜେପି ନେତା ଶ୍ରୀକାନ୍ତ ପାଣିଗ୍ରାହୀଙ୍କୁ ମନୋନୀତ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ବିଜେପି ଦଳର ବିଭିନ୍ନ ପଦ ପଦବୀରେ ରହି ତୃଣମୂଳ ସ୍ତରରୁ
Read More...

ସ୍କୁଲ ଘର ଭାଙ୍ଗି ସଂଗୃହୀତ ସାମଗ୍ରୀ ବୋହିନେଲେ ସରପଞ୍ଚଙ୍କ ସ୍ୱାମୀ : ଜିଲ୍ଲାପାଳ ଓ ଶିକ୍ଷା ଅଧିକାରୀଙ୍କୁ ଜଣାଇଲେ…

ବୌଦ୍ଧ, (ବଂଶୀଧର ମାଝୀ) : କୋରୋନା କାଳରେ ଶିକ୍ଷା ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇପଡିଛି । କୋରୋନା ସଂକ୍ରମଣକୁ ଅଙ୍କୁଶ ଲଗାଇବା ପାଇଁ ସରକାର ବିଦ୍ୟାଳୟଗୁଡିକୁ ଅର୍ନିଧିଷ୍ଟ କାଳ ଯାଏଁ ବନ୍ଦ କରିଦେଇଛନ୍ତି ।ମାତ୍ର ଏଭଳି ଧର୍ମସଙ୍କଟ ଜନିତ ସମୟରେ ବୌଦ୍ଧ ଜିଲ୍ଲାର ଉପାନ୍ତ ଆଦିବାସୀ
Read More...

ପରିବହନ ବିଭାଗର ଘୋଷଣା : ଆସନ୍ତା ୨୨ ତାରିଖରୁ ଡିଏଲ୍‌/ଏଲ୍‌ଏଲ୍‌ ଟେଷ୍ଟ ହେବନାହିଁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୨୨ ତାରିଖରୁ ସମସ୍ତ ଡିଏଲ୍‌/ଏଲ୍‌ଏଲ୍‌ ଟେଷ୍ଟ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ନିର୍ଦ୍ଦେଶ
Read More...

ଟ୍ରାକ୍ଟର ପଛପଟେ ପିଟିଲା ବାଇକ : ଚାଳକ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ଭୋର ସକାଳ ପ୍ରାୟ ୫ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ମନମୁଣ୍ଡା ବାଇପାସ୍‌ ଛକ ନିକଟରେ ରାସ୍ତା କଡରେ ରଖାଯାଇଥିବା ଗୋଟିଏ ଟ୍ରାକ୍ଟର ପଛରେ ଏକ ବାଇକ ଧକ୍କା ହେବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଭୋର
Read More...

ବିଭିନ୍ନ ଆଇନ ସମ୍ବନ୍ଧୀୟ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଜଜ୍‌ ତଥା ବଲାଙ୍ଗିର ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ସ୍ଥିତ ବିକ‌ଳ୍ପ ସମାଧାନ କେନ୍ଦ୍ର ସଭାଗୃହରେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍‌ ଲାଇନ୍‌ ମାଧ୍ୟମରେ
Read More...

୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଆସ‌ନ୍ତା ମେ ୧ ତାରିଖରୁ ଟୀକାକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଆସ‌ନ୍ତା ମେ ୧ ତାରିଖରୁ ଟୀକାକରଣ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଆସ‌ନ୍ତା ମେ ୧ ତାରିଖରୁ ଓଡ଼ିଶା ଯୁବବର୍ଗଙ୍କୁ ଟୀକା ଦେବା
Read More...

ହୁସିଆର୍‌ : ମଝା ଦାଁଡେ଼ ଖଦିଆ ଖୁଚି କରୋନା ଜୁଗିଛେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶ୍‌ ଥି ଯେନ୍‌ତା, ରାଏଜ୍‌ ଥି ବି ହେନ୍‌ତା, ମଝା ଦାଁଡେ଼ ଖଦିଆ ଖୁଚି କରୋନା ଜୁଗିଛେ । ହୁସିଆର୍‌ ନେଇଁ ହେଲେ ଯାହାକେ ପାର୍‌ଲେ ତାହାକେ ଟାମ୍‌ଡ଼ି ଦେବା । ବଡ଼ା ଅସ୍‌ଗୁନିଆଁ କରୋନା ଇ’ଘଡ଼ି ତାର୍‌ ଦୁସ୍‌ରା ଲହର୍‌ ଥି ବୋବାଲ୍‌ କରୁଥିବାର ନଜର୍‌ କେ
Read More...

ଆସ‌ନ୍ତୁ ଜାଣିବା ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୪୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୫୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...

ଲର୍କିପାଲି ଜଳଛତ୍ର : ମାଠିଆ ନାହିିଁ କି ପାଣି ନାହିିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଳଛତ୍ର ଅଛି, ହେଲେ ମାଠିଆ ନାହିିଁ କି ପାଣି ବି ନାହିିଁ । ଏପରି ଏକ ଦୃଶ୍ୟ ସ୍ଥାନୀୟ ଲର୍କିପାଲି ସରକାରୀ ଆଇଟିଆଇ ପାଖ ଜଳଛତ୍ରରେ ଦେଖିବାକୁ ମିଳିଛି । ସ୍ଥାନୀୟ ଯୁବକମାନେ ଏ ସଂପର୍କରେ ସୂଚନା ଦେଇଛ‌ନ୍ତି । ବର୍ତ୍ତମାନ ବଲାଙ୍ଗିର ସହରରେ ତାପମାତ୍ରା ୪୦
Read More...

ସଂକ୍ରମଣର ସୁନାମି : ଦିଲ୍ଲୀରେ ଲକଡାଉନ୍ ଲାଗୁ ହେବା ମାତ୍ରେ ଘରମୁହାଁ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବର୍ତ୍ତମାନ ଭାରତରେ ସୁନାମି ରୂପ ନେଇଛି । ଏହାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବ ଚାରିଆଡେ ଦେଖାଯାଉଛି । ଅନେକାଂଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭାଙ୍ଗି ପଡ଼ିଛି । ଏହି ସମୟରେ ପରୋକ୍ଷ ପ୍ରଭାବ ଦେଖିବାକୁ ମିଳିଛି ମେଟ୍ରୋ ସହର ଏବଂ ମେଟ୍ରୋ ଷ୍ଟେସନରେ,
Read More...