Monthly Archives

April 2021

କରୋନା ୨ୟ ସଂକ୍ରମଣ ଘାତକ ଅଟେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନାର ଦ୍ୱିତୀୟ ଲହର ଅଧିକ ଘାତକ ଅଟେ । କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଏବଂ କୋଭିଡ୍ ନିୟମାବଳୀ ପାଳନ କରନ୍ତୁ । ମାସ୍କ୍ ସଠିକ୍ ଭାବେ ପିନ୍ଧନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ
Read More...

ପିଇବାପାଣି ପାଇଁ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଲେ ହରଭଙ୍ଗା ବ୍ଲକ ଧଳପୁର ମହିଳା ଓ ଜନସାଧାରଣ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧଜିଲ୍ଲା ଗ୍ରୀଷ୍ମ ପ୍ରବାହରେ ରାଜ୍ୟରେ ରେକର୍ଡ କରିଥିବା ବେଳେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଜଳାଭାବ ପରିଲକ୍ଷିତ ହେଉଛି । ପୋଖରୀ ଗାଡିଆ ଓ କୂଅଗୁଡିକ ଶୁଖିଲା ହୋଇ ସାରିଥିବା ବେଳେ ନଳକୂପ ଗୁଡିକର ମରାମତି ଅଭାବରୁ ଲୋକେ ପିଇବା ପାଣି ପାଇଁ ଡହଳ ବିକଳ
Read More...

ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁସା ପଂଚାୟତ ଭଇଁସା ଗାଁରେ ପାଣିର ସମସ୍ୟା ଦୀର୍ଘଦିନ ହେଲା ଲାଗିରହଛି । ଏହି ବିଷୟରେ ଅନେକ ଥର ବ୍ଲକ ପ୍ରଶାସନକୁ ଜଣାଯାଇଥିଲା ହେଲେ କିଛି ସୁଫଳ ମିଳି ନଥିବାରୁ ପାନୀୟ ଜଳ ସମସ୍ୟାକୁ ନେଇ ପାଟଣାଗଡ
Read More...

ଘୁନସର ସାପ୍ତାହିକ ବଜାର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବର୍ତ୍ତମାନ ଦ୍ଵିତୀୟ ଲହରୀ କରୋନା ମହାମାରୀ ସଂକ୍ରମଣ ହେତୁ ସଇଁନ୍ତଲା ବ୍ଳକ ଘୁନସର ଗ୍ରାମ ପଞ୍ଚାୟତ ସ୍ଥିତ ସ୍ଥାନୀୟ ବଣା ବିଜାର ସାପ୍ତାହିକ (ବୁଧବାର) ବଜାର ଅନିର୍ଦ୍ଦିଷ୍ଟ କାଳ ପାଇଁ ପତ୍ର ସଂଖ୍ୟା ୬୫୪ ଅନୁଯାୟୀ ବନ୍ଦ ଡାକରା ଦେଇଛନ୍ତି ଘୁନସର
Read More...

କାରକୁ ଧକ୍କା ଦେଲା କାର, ଅଳ୍ପକେ ବର୍ତିଲେ ଦୋକାନୀ

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଦ୍ଧା-ବଲାଙ୍ଗିର୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ କଲେଜ ଛକ ନିକଟରେ ଥିବା ଏକ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ଏକ କାରକୁ ଅନ୍ୟ ଏକ କାର ଧକ୍କା ଦେବାରୁ ଦୋକାନୀ ଜଣଙ୍କ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ପୁରୁଣାକଟକ
Read More...

ଥାନା ପରିସରରେ ନିଆଁଲାଗି ପୋଡିଗଲା ଜବତ ହୋଇଥିବା ବାଇକ

ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି ଅପରାହ୍ନରେ ବାଉଁଶୁଣୀ ଥାନା ପରିସରରେ ନିଆଁଲାଗି କୌଣସି ଏକ ମାମଲାରେ ଜବତ ହୋଇଥିବା ଗୋଟିଏ ବାଇକ ପୋଡି ଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ରବିବାର ଅପରାହ୍ନ ସମୟରେ ବାଉଁଶୁଣୀଥାନା ପଛପଟେ ପାଚେରୀ ମଧ୍ୟରେ ଥିବା ଗଛ ଗୁଡିକରୁ
Read More...

ପଞ୍ଜାବକୁ ୫ୱିକେଟରେ ହରାଇଲା କୋଲକାତା

ନୂଆଦିଲ୍ଲୀ : ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା (ଆଇପିଏଲ୍‌-୨୦୨୧)ର ୨୧ତମ ମ୍ୟାଚରେ ପଞ୍ଜାବକୁ ୫ ୱିକେଟରେ ପରାସ୍ତ କରିଛି କୋଲକାତା । ମୋଟେରାର ମନ୍ଥର ପିଚ୍‌ରେ କେକେଆର୍‌ ଟସ୍ ଜିତି ପ୍ରତିପକ୍ଷ ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତାରକା
Read More...

ନଦୀ କୂଳରେ ଥାଇ ଶୋଷରେ ରହୁଛନ୍ତି ସିକୁଆଁବାସୀ : ଟେଙ୍କରରେ ଜଳ ଯୋଗାଣ ପାଇଁ ବଢୁଛି ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକର ସୋନଗଡ଼ ନଦୀ କୂଳରେ ଥିବା ଗାଁର ଲୋକମାନେ ଅଧିକ ସଂଖ୍ୟା ପାନୀୟ ଜଳର ମିଳିବାରେ ଅସୁବିଧା ହେଉଛନ୍ତି । ସୋନଗଡ଼ ନଦୀ କୂଳରେ ଥିବା ପ୍ରାୟତଃ ଗାଁକୁ ପାଇପ ଯୋଗେ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି ହେଲେ ଖରା ବଢୁଥିବା ବେଳେ ଇନଟେକ ୱେଲରେ
Read More...

ଡାଳୁଆ ଧାନ ବିକ୍ରି ପାଇଁ ପଞ୍ଜିକରଣରୁ ବଞ୍ଚିତ ଥିବା ଚାଷୀ ଜିଲ୍ଲାପାଳଙ୍କ ପରେ ମନ୍ତ୍ରୀଙ୍କୁ କଲେ ଗୁହାରୀ : ସମସ୍ୟାର…

ଦେଓଗାଁ, (ମନୀଷ କୁମାର ସାହୁ) : ସରକାରୀ ପୋତ୍ସାହନରେ ଜଳ ସେଚନ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଚାଷୀମାନେ ନିଜ ଉଦ୍ୟମରେ ବୋର୍‌ୱେଲ ଖୋଲି ଦୀର୍ଘ ବର୍ଷ ହେଲା ଚାଷ କରୁଛନ୍ତି । ପ୍ରତିବର୍ଷ ଡ଼ାଲୁଆ ଚାଷ କରି ମଣ୍ଡିରେ ବିକ୍ରି କରୁଥିଲେ । କିନ୍ତୁ ଚଳିତ ବର୍ଷ ଜିଲ୍ଲା ପ୍ରଶାସନର
Read More...

ନିଷ୍ଠା ପରିବାର ଓ ମାଲିପାଲି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସ୍ଥିତ ମାଲିପାଲି, ଫୁଟବଲ ପଡିଆ, ବରଗଡ କରୋନା ମହାମାରୀର ଦ୍ୱିତୀୟ ଲହରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ । ଆଜି ବରଗଡର ବିଶିଷ୍ଟ ସମାଜସେବୀ ଡାକ୍ତର ଦମ୍ପତ୍ତି ଡାକ୍ତର ରାଜେଶ ତ୍ରିପାଠୀ ଓ ଡାକ୍ତର ସୁସ୍ମିତା
Read More...