Monthly Archives

April 2021

ଟୋଲ ଫି ଛାଡ଼ ଦାବୀରେ ୟୁଜର୍ସ ଆସୋସିଏସନର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟୋଲ ଗେଟ ଫିଜ ଛାଡ଼ ଦାବିରେ ବଲାଙ୍ଗିର ଟୋଲ ଗେଟ ୟୁଜର୍ସ ଆସୋସିଏସନ ତରଫରୁ ବିଛୁପାଲି ଟୋଲ ଗେଟ ସାମନାରେ ଆଜି ସକାଳୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବଲାଙ୍ଗିର ଓକିଲ ସଂଘରର ଆବହକତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ବଲାଙ୍ଗିରର ସମସ୍ତ ପ୍ରମୁଖ ସଂଗଠନ ଯୋଗ
Read More...

ପୂର୍ବ ଶତ୍ରୁତା ଯୋଗୁଁ କ୍ଷେତରେ ଥିବା ଗୋ-ଖାଦ୍ୟ ପୋଡାଇ ଦେଲେ : ଥାନାରେ ଅଭିଯୋଗ କଲେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡା ଫାଣ୍ଡିର ବିଳାସପୁର ଗାଁରେ ଜୈନିକ ବ୍ୟକ୍ତିଙ୍କ ପୁଆଳ ଭାଡ଼ିକୁ ନିଆଁ ଲଗାଇ ଦେବାରୁ ମଙ୍ଗଳବାର ଦିନ ଦେଓଗାଁ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ପ୍ରକାଶ ଥାଉ କି, ବିଳାସପୁର ଗାଁର ଦାଶରଥି ପଧାନ ନିଜ କ୍ଷେତରେ ଗାଈ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ – ୧୬ ଟଙ୍କା, ପିଆଜ – ୨୦ ଟଙ୍କା, ରାଂଚି କଂଚା ମଟର – ୫୦ ଟଙ୍କା, ରାୟପୁର କଂଚା ମଟର – ୬୦ ଟଙ୍କା, ଟମାଟର୍‌ – ୮ ଟଙ୍କା, ସଜନା ଛୁଇଁ
Read More...