Monthly Archives

April 2021

ଜାତିଭାଇ ନ ଆସିବାରୁ ୮ଘଣ୍ଟା ଧରି ପଡିରହିଥିଲା ଶବ : ଶବ ସତ୍କାର ପାଇଁ ପ୍ରଶାସନିକ ଅଧିକାରୀଙ୍କ ସଜବାଜ ବେଳେ…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକରେ କେହି ଜାତି ସମାଜ ନ ଆସିବା ଯୋଗୁଁ କିଡନୀ ରୋଗରେ ମୃତ୍ୟ ବରଣ କରିଥିବା ଜଣେ ଲୋକର ଶବ ଦୀର୍ଘ ୮ଘଣ୍ଟାଧରି ଘରେ ପଡିରହିବା ଭଳି ଏକ ଘଟଣା ସମ୍ନାକୁ ଆସିଛି । ପ୍ରସଙ୍ଗଟି ହେଲା ଚାରିଛକ ସ୍ଥିତ ପୁରୁଣାକଟକ ଥାନା
Read More...

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୪

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୨୨୪୬ ରହିଛି । ଆଜି ୩୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୬୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ଉତ୍କଳ ଦିବସ ଅବସରରେ ମାନ୍ୟବର ରା‌ଷ୍ଟ୍ରପତି‌ଙ୍କ ଶୁଭେ‌ଚ୍ଛା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଉତ୍କଳ ଦିବସ ଅବସରରେ ମାନ୍ୟବର ରା‌ଷ୍ଟ୍ରପତି ‌ଟ୍ୱିଟ ମାଧ୍ୟମରେ ଶୁଭେ‌ଚ୍ଛା ଜଣାଇ ଲେଖିଛନ୍ତି ଯେ, ଉତ୍କଳ ଦିବସରେ ସମସ୍ତଙ୍କୁ, ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ । ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଚିରନ୍ତନ ବାର୍ତ୍ତା ଦେଉଥିବା ଏହି
Read More...

ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସଂରକ୍ଷଣ ନେଇ ବିଜ୍ଞପ୍ତି ଜାରି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସଂରକ୍ଷଣ ନେଇ ବିଜ୍ଞପ୍ତି ଜାରି ହୋଇଛି । ସରକାରୀ ସ୍କୁଲ ଓ +୨ରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୧୫% ସ୍ଥାନ ସଂରକ୍ଷଣ କରାଯାଇଛି । ଅସୁବିଧା କାରଣରୁ କୋଚିଂ
Read More...

ନାଟକ ସମାଜରେ ଚେତନା ସୃଷ୍ଟି କରିଥାଏ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଖଟଖଟିଆ ଠାରେ ବଉଲ ନାଟ ଏଣ୍ଡ କଲଚରାଲ ଆସୋସିଏସନ ଦ୍ୱାରା ସୋମବାର ଆୟୋଜିତ ଆଲୋଚନାଚକ୍ରରେ ନାଟ୍ୟକାର ହରିହର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ନାଟ୍ୟକାର ତଥା ସାହିତ୍ୟିକ ଡ଼ ପୁରୁଷୋତ୍ତମ ମିଶ୍ର, ଆଲୋଚକ
Read More...

ଟାଉନ ହାଇସ୍କୁଲରେ ବରିଷ୍ଠ ଶିକ୍ଷକ‌ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ଟାଉନ ହାଇସ୍କୁଲର ସର୍ବପୁରାତନ ତଥା ବରିଷ୍ଠ ଓ ଶିକ୍ଷାରେ ଦକ୍ଷ ଶିକ୍ଷକ ତ୍ରିଲୋଚନ ମହାପାତ୍ର ଅବସର ଗ୍ରହଣ କରିଛନ୍ତି । ତେବେ ସୂଚନା ଅନୁସାରେ ଟାଉନ ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭାବେ ଫଟାବାହାଲର ତ୍ରିଲୋଚନ ମହାପାତ୍ର ୨୦,୧୧,୧୯୮୭ ମସିହାରେ
Read More...

ବ୍ରହ୍ମପୁର ନଗର ଚିକିତ୍ସାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ନଗର ଚିକିତ୍ସାଳୟରେ କାର୍ଯ୍ୟରତ ଡ଼ାକ୍ତରଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌ ଡ଼ି କର୍ମଚାରୀମାନେ ଦାୟିତ୍ୱ କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ସେବା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଲେ ନଗର ଚିକିତ୍ସାଳୟର ସୁନାମ ବୃଦ୍ଧି ପାଇବ ବେଲି
Read More...

ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟରେ ଉତ୍କଳ ଦିବସ ସମାରୋହ ଏବଂ ୮୬ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ସମାରୋହ ପାଳିତ

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେ‌ଡ୍ଡୀ) : ଭାରତର ପ୍ରଥମ ବ୍ରିଟିଶ ସାମ୍ରାଜ୍ୟାଧୀନ ଜିଲ୍ଲା ହେଡକ୍ୱାର୍ଟର ତଥା ଓଡ଼ିଶାର ବୃହତ୍ତମ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ମହାସମାରୋହରେ ସ୍ୱତନ୍ତ୍ର ଉତ୍କଳ ଦିବସ ସମାରୋହ -୨୦୨୧ ଏବଂ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।
Read More...

ବିରଳ ରକ୍ତ (ଓ ନେଗେଟିଭ) ରକ୍ତଦାନ କରି ଜୀବନ ବଞ୍ଚାଇଲେ ଯୁବ ସ୍ଵେଚ୍ଛସେବୀ ନିତ୍ୟାନନ୍ଦ ଷଡ଼ଙ୍ଗୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ଯୁବ ସ୍ଵେଚ୍ଛାସବୀ ନିତ୍ୟାନନ୍ଦ ଷଡଙ୍ଗୀ ବୁଧବାର ଦିନ ଭୁବନେଶ୍ୱର ଏମସ ହସ୍ପିଟାଲକୁ ଯାଇ ଜଣେ ରୋଗୀଙ୍କୁ ବିରଳ ରକ୍ତବର୍ଗ (ଓ ନେଗେଟିଭ) ପ୍ଲାଟଲେଟ ଦାନ କରିଛନ୍ତି । ବୌଦ୍ଧ ଜିଲ୍ଲା ମାନେଶ୍ୱରର ମିନି ଦାଶଙ୍କୁ ସେ ଚାରି ଶହ
Read More...

ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ : ପରିବାର ପକ୍ଷରୁ ଯୌତୁକ ନିର୍ୟାତନା ପରେ ହତ୍ୟା ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରୀପାଲି ଗାଁରେ ଜଣେ ବିବାହିତ ମହିଳାଙ୍କ ମୃତ ହୋଇଥିବା ନେଇ ଖବର ପାଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତ ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ପରିବାର ପକ୍ଷରୁ ତାଙ୍କ ଝିଅ ରଶ୍ମିତାକୁ
Read More...