Daily Archives

ବୌଦ୍ଧର କିଛି ଅଞ୍ଚଳରେ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଜୋନ୍‌

ବୌଦ୍ଧ, (ମମତା ମହାକୁର) : ବହୁ ସଂଖ୍ୟାରେ କରୋନା ପଜିଟିଭ ମାମଲା ଆସିବା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ଓ ହରଭଙ୍ଗା ବ୍ଲକର କିଛି ସ୍ଥାନ ସମେତ ବୌଦ୍ଧ ଏନଏସିର ବିଭିନ୍ନ ଅଞ୍ଚଳକୁ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ବୌଦ୍ଧ ଜିଲ୍ଲା ବଢିଗାଁ ଗ୍ରାମ
Read More...

କେନ୍ଦୁପତ୍ର ତୋଳାଳୀ କାର୍ଡ ନଥିବାରୁ ବହୁ ଗରିବ ତୋଳାଳୀ ଯୋଜନାରୁ ବଞ୍ଚିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରମୁଖ ଅର୍ଥକାରୀ ଫସଲ ସବୁଜ ହୀରା ଭାବରେ ପରିଗଣିତ କେନ୍ଦୁପତ୍ର । ବିଶେଷ କରି ଗରିବ ଆଦିବାସୀ, ଦିମଜୁରିଆ ଲୋକଙ୍କ ଗୁଜରାଣ୍ଟ ମେଣ୍ଟାଉଥିବା କେନ୍ଦୁପତ୍ର ଏକ ପ୍ରକାର ରାହା ଯୋଗାଇ ଥାଏ । ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ
Read More...

ପାଣି ପାଇଁ ହନ୍ତସନ୍ତ ଜଲପାଙ୍କେଲ ଗ୍ରାମର କଲେଜ ଛକ ପଡ଼ାବାସୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲପାଙ୍କେଲ୍ ଗ୍ରାମର କଲେଜ ଛକ ପଡାରେ ୫୦ରୁ ଅଧିକ ପରିବାର ବାସ କରୁଛନ୍ତି । ମୁଖ୍ୟ ରାସ୍ତା କଡ଼ରେ ଏକ ନଳକୂପ ଅଛି । ନଳକୂପଟି ୭ ମାସ ହେଲା ଅଚଳ ହୋଇ ପଡ଼ିଛି । ଗ୍ରାମରେ ବସୁଧା ଯୋଜନା କାର୍ୟ୍ୟକାରୀ ହେଉଛି ।
Read More...

କରୋନା କାଳର କରୁଣ ସ୍ଥିତି : ସଂକ୍ରମଣକୁ ଭୟ କରି ପାଖ ମାଡିଲେନି ସାହି ପଡିଶା, ସାଇକେଲରେ ବୁହାହେଲା ଶବ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖଦାୟକ ଦୃଶ୍ୟ । ଭାଲୁଡୁଙ୍ଗୁରି ଗ୍ରାମର ଅଯୋଧ୍ୟା ସାହୁ (୬୦) ଗତ ୧୦ ଦିନ ହେଲା ଜ୍ବରରେ ପୀଡିତ ଥିଲେ । ସୋମବାର ଦିନ ଡାକ୍ତରଖାନାରେ ତାଙ୍କର କୋରୋନା
Read More...

ଅସମ୍ଭାଳ ସ୍ଥିତିରେ ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ୮୩୮୬ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦, ବଲାଙ୍ଗିର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଜାରି ରହିଛି କରୋନାର ଧୂଆଁଧାର ସଂକ୍ରମଣ । ଅସମ୍ଭାଳ ସ୍ଥିତିରେ ଆସି ପହଂଚିଲାଣି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟଙ୍କ ସଂଖ୍ୟା ୫୫୨୪୫ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୮୧ ଜଣ
Read More...

ଅପହଞ୍ଚ ଇଲାକାରେ ପହଞ୍ଚିବ ଷ୍ଟେଟ୍ ବ୍ୟାଙ୍କ୍ ଭ୍ରାମ୍ୟମାଣ ଏଟିଏମ୍ ସେବା

ଅନୁଗୁଳ, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣର ଭୟାବହତା ଯୋଗୁଁ ଗ୍ରାହକମାନେ ଟଙ୍କା ଉଠାଣ ନିମନ୍ତେ ବ୍ୟାଙ୍କ୍ ବା ଏଟିମ୍ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉ ଥିବାବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଅନୁଗୁଳ ଶାଖା ଏକ ଅଭିନବ ଉପାୟରେ ଗ୍ରାହକ ସେବା ପ୍ରଦାନ କରିବାକୁ ଆଗେଇ ଆସିଛି ।
Read More...