Daily Archives

ବିଭିନ୍ନ ଜିଲ୍ଲାରେ କୋଭିଡ଼ ସ୍ଥିତି ସଂଭାଳିବାକୁ ଓଏଏସ ଅଧିକାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ କେତେକ ଜିଲ୍ଲାରେ କୋଭିଡ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିବା ବେଳେ ସ୍ଥିତି ସମ୍ଭାଳିବା ପାଇଁ ରାଜ୍ୟ ସରକାର କିଛି ଓଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ନୂଆପଡ଼ା ଜିଲ୍ଲା ପାଇଁ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ, ଡ. ଚିତ୍ରସେନ
Read More...