Daily Archives

ବିସ୍ଫୋରଣ କରି ମାଓବାଦୀମାନେ ଉଡାଇଦେଲେ ରେଳଧାରଣା

ରାଉରକେଲା : ଝାଡ଼ଖଣ୍ଡ ଚକ୍ରଧରପୁର ଲୋଟା ପାହାଡ଼ ନିକଟ ଦେଇ ଯାଇଥିବା ରେଳେ ଧାରଣାକୁ ବିସ୍ଫୋରଣ କରି ଉଡାଇ ଦେଲେ ମାଓବାଦୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ଚକ୍ରଧରପୁର ଲୋଟା ପାହାଡ଼ ନିକଟ ଦେଇ ଯାଇଥିବା ରେଳେ ଧାରଣାକୁ ବିସ୍ଫୋରଣ କରି
Read More...

ଅର୍ଥନୀତିରେ ଶୁଭଦର୍ଶିନୀ ସ୍ୱାଇଁଙ୍କୁ ସ୍ଵର୍ଣ୍ଣପଦକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ଅର୍ଥନୀତି ବିଭାଗରେ ଅଧ୍ୟୟନ କରି ୨୦୧୯-୨୦ ଶିକ୍ଷାବର୍ଷ ନିମନ୍ତେ ସମଗ୍ର ବିଶ୍ୱବିଦ୍ୟାଳୟରେ ୧ ନମ୍ବର ରଖିଥିବା ଶୁଭଦର୍ଶିନୀ ସ୍ୱାଇଁଙ୍କୁ ମାନପତ୍ର ସହ ସ୍ୱର୍ଣ୍ଣପଦକରେ ଭୂଷିତ କରାଯାଇଛି
Read More...

ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳଙ୍କ କୋଭିଡ଼ ମୁକାବିଲା ନେଇ ଏକ ସମୀକ୍ଷା ବୈଠକ

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କୋଭିଡ଼ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । କୋଭିଡ଼ର ଦୃଢ଼ ମୁକାବିଲା ଦିଗରେ ବିଭିନ୍ନ ଦିଗଉପରେ ଜିଲ୍ଲାପାଳ ଆଲୋକପାତ କରି ବିଭିନ୍ନ ମାର୍ଗ
Read More...

ଛତ୍ରପୁରରେ ସପ୍ତାହନ୍ତ ସଟଡାଉନ ୯୫ ଭାଗ ସଫଳ

ଛତ୍ରପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରାଞ୍ଚଳରେ ଏବେ ଜନତା ଖୁବ ସଚେତନ ଅଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କୋରନା ମହାମାରୀର ସତର୍କତାର ଅବଲମ୍ବନ କରାଇଆସୁଥିବା ବେଳେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରତିଟି ସଚେତନ ସଭା ଓ ରାଲିରେ ବି
Read More...

ବାଙ୍ଗାଲୋରର ବିଜୟ ଧାରାରେ ବ୍ରେକ ଲଗାଇଲା ଚେନ୍ନାଇ : ଜାଡେଜାଙ୍କ ଅଳରାଉଣ୍ଡର ପ୍ରଦର୍ଶନ ବଳରେ ୬୯ ରନରେ ଜିତିଲା…

ମୁମ୍ବାଇ : ଆଜି ଆଇପିଏଲରେ ବାଙ୍ଗାଲୋରକୁ ହରାଇ ଚମକପ୍ରଦ ବିଜୟ ହାସଲ କରିଛି ଚେନ୍ନାଇ । ଧୋନୀ ବାହିନୀ ବାଙ୍ଗାଲୋରକୁ ୧୨୨ ରନରେ ଅଟକାଇବା ସହିତ ୬୯ ରନରେ ମ୍ୟାଚକୁ ଜିିତି ନେଇଛି । ଏଥିସହ ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ମଧ୍ୟ ଫେରିଛି । ଆଜି ଟସ୍ ଜିତି ଚେନ୍ନାଇ ଅଧିନାୟକ ଧୋନୀ
Read More...

ଦେଓଗାଁରେ ସପ୍ତାହନ୍ତ ସଟଡାଉନ : ଅଚାନକ ସଟ୍‌ଡାଉନ୍ ନିଷ୍ପତ୍ତି ଯୋଗୁଁ ଦ୍ୱନ୍ଦରେ ବେପାରୀ, ପୁଲିସ ପକ୍ଷରୁ ପେଟ୍ରୋଲିଂ,…

ଦେଓଗାଁ, (ମନୀଷ କୁମାର ସାହୁ): ସରକାର ସପ୍ତାହନ୍ତ ଦୁଇ ଦିନ ରାଜ୍ୟ ବହୁ ସହରାଞ୍ଚଳକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । କିନ୍ତୁ ଗ୍ରାମାଞ୍ଚଳକୁ ସଟ୍‌ଡାଉନ୍ ଘୋଷଣା କରିନଥିବା ବେଳେ ରବିବାର ଦିନ ଦେଓଗାଁ ଅଞ୍ଚଳରେ ସଟ୍‌ଡାଉନ୍ ପାଳନ ହୋଇଥିବା ଦେଖିବାକୁ ମିଳିଛି । ପ୍ରତିଦିନ ଭଳି ଦେଓଗାଁ
Read More...

ପାଇକମାଳ ବଣିକ ସଂଘ ପକ୍ଷରୁ ପାଇକମାଳକୁ ପାଞ୍ଚ ଦିନିଆ ସଟଡାଉନ ଘୋଷଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ବିଶ୍ୱ ମହାମାରୀ କୋରୋନା । ଏହି ମହାମାରୀର ଶିକାର ହୋଇ ଜୀବନ ହରାଉଛନ୍ତି ବହୁ ଲୋକ । ଲୋକଙ୍କର ଧନ ଜୀବନର ସୁରକ୍ଷା ପାଇଁ ତଥା ମହାମାରୀକୁ ରୋକିବା ପାଇଁ ରବିବାର ପାଇକମାଳ ତହସିଲଦାରଙ୍କ
Read More...

ନିଃଶୁଳ୍କ ସାମୁହିକ କୋଭିଡ୍ ଟିକାକରଣ ନିଷ୍ପତ୍ତିକୁ ସ୍ବାଗତ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ସହାୟତା…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ୧୮ବର୍ଷ ବୟସରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ କୋଭିଡ୍ ଟୀକା ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଐତିହାସିକ ଘୋଷଣା କରିଛନ୍ତି । କରୋନା ମହାମାରୀରୁ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ମାନ୍ୟବର
Read More...

ପୁଣି ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୩.୫୪ ଲକ୍ଷ ନୂଆ ମାମଲା : ୨୮୦୬ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଭାରତରେ କରୋନ ଭାଇରସ୍ ହଇଚଇ ସୃଷ୍ଟି କରୁଛି ଏବଂ ନୂଆ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ସମୟରେ ଭାରତରେ କୋଭିଡ -୧୯ର ନୂତନ ମାମଲା ସବୁ ରେକର୍ଡ ଭାଙ୍ଗିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୩.୫୪ ଲକ୍ଷରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି, ଯାହା ମହାମାରୀ ଆରମ୍ଭରୁ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ସାଢେ଼ ୬ ହଜାରରୁ ଅଧିକ ନୂଆ ଆକ୍ରାନ୍ତ : ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଜାରି ରହିଛି କରୋନାର ଧୂଆଁଧାର ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ସାଢେ଼ ୬ ହଜାରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟଙ୍କ ସଂଖ୍ୟା ପାଖାପାଖି ୫୦ ହଜାର ରହିଛି । ଆଜି ୬୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ
Read More...