Daily Archives

କଳାହାଣ୍ଡିରେ କଳାପତାକା ଦେଖାଇ ଉତ୍କଳ ଦିବସକୁ ବିରୋଧ କଲେ କୋଶଲ ସଂଗ୍ରାମୀ

କଳାହାଣ୍ଡି, (ଭାରତ ବିଶି) : ଉତ୍କଲ ଦିବସରେ କଳାପାତକା ଦେଖାଇଲେ କଳାହାଣ୍ଡି କୋଶଲ ସଂଘ । ସୁବାଷ ବଗର୍ତ୍ତି, ପପୁ ସେନାପତି, ଦାମୋଦର ବର୍ଗତ୍ତି, ଦୁଷ୍ମନ୍ତ ସାହୁ, ନିତେଶ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି କଳାଦିବସ ପାଲନ କରିଛନ୍ତି । ପଶ୍ଚିମାଞ୍ଚଳର ୧୦ ଜିଲ୍ଳା ଆଉ ଗୋଟେ ବ୍ଳକର କୋଟି
Read More...

ବାଞ୍ଜିପାଲିରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ : ଥାନା ଘେରାଉ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲା‌ଙ୍ଗିର ଜିଲା ଲୋଇସିଂହା ଥାନା ଅଧିନ ବୁର୍ଡା ପଂଚାୟତର ବାଞ୍ଜିପାଲି ଗାଁରେ ଗାଧୋଇବାକୁ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ମାମଲା ଥାନାକୁ ଆସିଥିବା ବେଳେ ଅଭିଯୁକ୍ତକୁ ଗିରଫ ଦାବୀ ନେଇ ଗୁରୁବାର ଶତାଧିକ ଲୋକେ ଲୋଇସିଂହା ଥାନା
Read More...

ପୋଲିସ ପ୍ରଶାସନର ୮୬ ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ପ୍ୟାରେଡ୍ ପଡ଼ିଆଠାରେ ଜିଲ୍ଲା ପୋଲିସ ପ୍ରଶାସନର ୮୬ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ତେବେ ଆଜିର ଏପ୍ରିଲ ୧ ତାରିଖରେ ସମଗ୍ର ଓଡ଼ିଶା ପୋଲିସ ତାର ସ୍ୱତନ୍ତ୍ର ପରିଚୟ ପାଇଥିଲା ଯାହାକୁ ନେଇ ଆଜିର
Read More...

ସରସ୍ୱତୀ ଶିଶୁ ମନ୍ଦିରରେ ଅଭିଭାବକ ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ବାଟିକା ଓ ବିଦ୍ୟା ମନ୍ଦିର ସ୍ତରୀୟ ଅଭିଭାବକ ବୈଠକ ପ୍ରଧାନ ଆଚାର୍ୟ୍ୟ ସନାତନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ରମବର୍ଦ୍ଧିଷ୍ଣୁ କରୋନା ମହାମାରୀ ପରିପ୍ରେକ୍ଷୀରେ
Read More...

ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ସମାରୋହ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସଂସ୍କୃତି ଭବନ ପ୍ରେକ୍ଷାଳୟଠାରେ ଆଜି ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଛି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆୟୋଜିତ କାର୍ୟ୍ୟକ୍ରମରେ ରାଜ୍ୟ
Read More...

ଢେରାଡୁନରେ ରାଜ ପରିବାର ପକ୍ଷରୁ ପାଟଣା ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ତା.୩୧.୦୩.୨୦୨୧ରେ ଢେ଼ରାଡୁନରେ ରାଜ ପରିବାର ପକ୍ଷରୁ ଗୁରୁଜୀ ଶିବବାଳା ଯୋଗୀଙ୍କ ଆଶ୍ରମରେ ପାଟଣା ମହାରାଜା ତଥା ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ରାଜନ୍ଦ୍ରେ ନାରାୟଣ ସିଂହଦେଓଙ୍କ ୧୦୯ତମ ଜୟନ୍ତୀ ମହାସମାରୋହରେ ପାଳନ ହୋଇଥିଲା । ପୁତ୍ର ଓଡିଶା ରାଜ୍ୟ
Read More...

ଏପ୍ରିଲ ୧ ତାରିଖକୁ କଳା ଦିବସ ଭାବେ ପାଳନ କଲା କୋଶଲ ରାଜ୍ୟ ସମନ୍ଵୟ ସମିତି

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଳପଡା, ବଲାଙ୍ଗୀର ଜିଲ୍ଲା କଚେରୀ ଛକ ସମ୍ମୁଖରେ ଏପ୍ରିଲ ୧କୁ କଳା ଦିବସ ପାଳନ କଲା କୋଶଲ ରାଜ୍ୟ ସମନ୍ଵୟ ସମିତି । ୧୯୩୬ ମସିହାରେ କୋଶଲକୁ ଜବରଦସ୍ତି ଉତ୍କଳରେ ମିଶ୍ରଣ କରାଯାଇଛି ଓ କୋଶଲାଂଚଳକୁ ସବୁ କ୍ଷେତ୍ରରେ ଶୋଷଣ କରାଯାଉଛି । କୋଶଲାଞ୍ଚଳରେ ମାଟି
Read More...

ଏପ୍ରିଲ ୧କୁ କଳା ଦିବସ ଭାବେ ପାଳିଲା କୋଶଲ ସେନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏପ୍ରିଲ ୧ ‘ଉତ୍କଳ ଦିବସ’କୁ କଳା ଦିବସ ଭାବେ ପାଳନ କରିଛି କୋଶଲ ସେନା । ଏହି ଅବସରରେ କୋଶଲ ସେନା ପକ୍ଷରୁ ଏକ ର‍୍ୟାଲିର ଆୟୋଜନ କରାଯାଇଥିବା ବେଳେ ସ୍ଥାନୀୟ ମହାଦେବ ମନ୍ଦିର ଛକରୁ ର‍୍ୟାଲିରେ ବାହାରି ଜିଲ୍ଲାପାଳଙ୍କ ଅଫିସ୍‌ ପର୍ଯ୍ୟନ୍ତ ପହଂଚିଥିଲା ।
Read More...

ଆଜିଠୁ ମିଳୁଛି ଓଟିଇଟି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ

ଭୁବନେଶ୍ୱର : ଆସ‌ନ୍ତା ଏପ୍ରିିଲ ୯ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ପକ୍ଷରୁ ଆଜିଠାରୁ ଅଫିସିଆଲ୍ ପୋର୍ଟାଲରେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଅପଲୋଡ୍ କରାଯାଇଛି । ତେବେ ପ୍ରାର୍ଥୀମାନେ ସେମାନଙ୍କ ପଞ୍ଜୀକରଣ ନମ୍ବର ଏବଂ ଇ-ମେଲ୍
Read More...

ଉଠା ଫାଷ୍ଟଫୁଡ୍‌ ସେଣ୍ଟରରୁ ଖାଦ୍ୟ ଖାଇ ଭିମସାରର ୫୦ ଛାତ୍ରଛାତ୍ରୀ ଅସୁସ୍ଥ

ସମ୍ବଲପୁର : ଉଠା ଫାଷ୍ଟଫୁଡ୍‌ ସେଣ୍ଟରରୁ ଖାଦ୍ୟ ଖାଇ ଭିମସାରର ୫୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବୁର୍ଲା କିର୍ବା ଛକରେ ଥିବା ଉଠା ଫାଷ୍ଟଫୁଡ୍‌ ସେଣ୍ଟରରୁ ଭିମସାରର ୫୦ ଛାତ୍ରଛାତ୍ରୀ ଖାଦ୍ୟ ଖାଇ ଫେରିବା ପରେ ସେମାନେ ଅସୁସ୍ଥ
Read More...