Monthly Archives

March 2021

କଳାକାର ମହାସଂଘର ପଞ୍ଚାୟତ ସ୍ତରୀୟ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଚର୍ଦାପାଳି ପଞ୍ଚାୟତ ଅନ୍ତର୍ଗତ ଚଙ୍ଗରିଆ, ଗସ୍ତିଡିହି ଦେବଦର୍ହା ଠାରେ ପାଇକମାଳ ବ୍ଲକ କଳାକାର ମହାସଂଘ ତରଫରୁ ଚର୍ଦାପାଳି ପଞ୍ଚାୟତର କଳାକାରମାନଙ୍କୁ ନେଇ ପ୍ରେମ ସାଗର ଫୌଜଦାରଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ
Read More...

ନିର୍ଭୁଲ ଜନଗଣନା ପାଇଁ ଜିଲ୍ଲାର ୫ କର୍ମଚାରୀ ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ଜନ ଗଣନା ସମୟରେ ନିଜ ଅଞ୍ଚଳରେ ନିର୍ଭୁଲ ଭାବରେ କାର୍ୟ୍ୟ ସମ୍ପାଦନା କରିଥିବାରୁ ଜିଲ୍ଲାର ୫ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ
Read More...

ବାରହା ଆକ୍ରମଣରେ ୭ ଜଣ ଗୁରୁତର ଆହତ

ଗଞ୍ଜାମ : ବାରହା ଆକ୍ରମଣରେ ୭ଜଣ ଗୁରୁତର ଆହତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ୍ ସଦର ଥାନା ଅନ୍ତର୍ଗତ ପୋଚିଲି ଗାଁର ଚନ୍ଦ୍ରମଣୀପୁର ଗାଁରେ କିଛି ଲୋକ ନିଜ ନିଜର କ୍ଷେତକୁ ମୁଗ ଆଣିବା ପାଇଁ ଯାଇଥିଲେ । ସେଠାରେ ବାରହା ସେମାନଙ୍କୁ ଆକ୍ରମଣ କରିଥିଲେ
Read More...

ପଦ୍ମପୁରରେ ଏନ.ଏ.ସି. ଦ୍ୱାରା ନିର୍ମିତ ରାସ୍ତା ଘାଟ ଉପରେ ପ୍ରଶ୍ନବାଚୀ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଏନ.ଏ.ସି.ର ୱାର୍ଡ ନଂ ୭ (କପସିଲା ଗ୍ରାମକୁ ରାସ୍ତା)ରେ ନିର୍ମିତ ହୋଇଥିବା ରାସ୍ତାର ବ‌ର୍ତ୍ତମାନ ଅବସ୍ଥା କହିଲେ ନ ସରେ । ଏହି ରାସ୍ତା ଗତ ୨୦୧୯-୨୦ରେ ୫,୩୩,୬୦୦ ଟଙ୍କାର ବ୍ୟୟ ଅଟକଳରେ ଠିକାଦାର ସୁଶୀଲ କୁମାର ଚାନ୍ଦ ତିଆରି
Read More...

ମୋବାଇଲ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, ( ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ସମ୍ମିଳନୀ କକ୍ଷ ଠାରେ ନାବାର୍ଡ ଆନୁକୂଲ୍ୟରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ମୋବାଇଲ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ସହାୟକ ମହା ପ୍ରବଂନ୍ଧକ ସରୋଜ କୁମାର ଜେନା ଯୋଗଦେଇଥିବା
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତ ଶୂନ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲା‌ଙ୍ଗିର ଜି‌ଲ୍ଲାରେ କରୋନା ଆକ୍ରାନ୍ତ ଶୂନ୍ୟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଏବଂ ଜି‌ଲ୍ଲାରେ ସମୁଦାୟ ୮୮୫୦ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୭୮୭ ଜଣ ସୁସ୍ଥ ହୋଇ
Read More...

ରେଲୱେ ବ୍ରିଜ୍ ତଳୁ ବର୍ଷେ କିମ୍ବା ଦେଢ଼ ବର୍ଷର ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବଡ଼ଶଙ୍ଖ ନିକଟ ରେଲୱେ ବ୍ରିଜ୍ ତଳୁ ବର୍ଷେ କିମ୍ବା ଦେଢ଼ ବର୍ଷର ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି । ଶିଶୁ କନ୍ୟାଙ୍କୁ କେହି ମାରିବା ପରେ ମୁଣ୍ଡରୁ ଗଣ୍ଡି ଅଲଗା କରି ରେଳ ବ୍ରିଜ୍ କଡ଼ରେ ଫୋପାଡ଼ି ଦେଇଛି ବୋଲି ସନ୍ଦେହ କରାଯାଉଛି । ଶିଶୁକନ୍ୟାର ଖଣ୍ଡ
Read More...

ରିଲିଜ୍ ହେଲା ଫିଲ୍ମ’ସାଇନା’ର ଟିଜର

ନୂଆଦିଲ୍ଲୀ : 'ସାଇନା'ର ଅଫିସିଆଲ ଟିଜର୍ ଗୁରୁବାର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ବ୍ୟାଡମିଣ୍ଟନ ଚାମ୍ପିୟନ୍ ସାଇନା ନେହୱାଲଙ୍କ ବାୟୋପିକ୍ ଅଟେ । ଟିଜରରେ ପରିଣୀତି ଚୋପ୍ରା ଏକଦମ୍ ସାଇନା ନେହୱାଲଙ୍କ ଲୁକରେ ନଜର ଆସୁଛନ୍ତି । ଫିଲ୍ମଟି ୨୬ ମାର୍ଚ୍ଚରେ ରିଲିଜ୍ ହେବାକୁ ଯାଉଛି ।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାଇକକୁ ପିଟିଲା ବସ, ୩ ମୃତ

ଧର୍ମଗଡ : ଧର୍ମଗଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବାଇକକୁ ବସ ପିଟିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିବାବେଳେ ପୋଲିସ ଆସି ଛାନଭିନ ଆରମ୍ଭ କରିଛି । ମିଳିଥିବା ସୂଚନାନୁଯାୟୀ, ଗୋଲାମୁଣ୍ଡା ଥାନା
Read More...

ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ବରିଷ୍ଠ ନାଗରିକଙ୍କୁ ଟୀକାକରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପରିସର ମଧ୍ୟରେ ବରିଷ୍ଠ ନାଗରିକ ମାନଙ୍କର କରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଟୀକାକରଣ କାର୍ଯ୍ୟକ୍ରମରେ ପଦ୍ମପୁର ସହରାଞ୍ଚଳର ବରିଷ୍ଠ ନାଗରିକ, ଓକିଲ ସଂଘର ବରିଷ୍ଠ ସଦସ୍ୟ ପ୍ରମୁଖଙ୍କୁ ଟୀକାକରଣ
Read More...