ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ସିଂଦୁକରେ ଲୁଚେଇ ରଖିଥିଲା ଶବ : ମାତ୍ର ୬ ମାସ ପୂର୍ବରୁ ବିବାହ କରିଥିଲା
ନାହନ : ହିମାଚଳ ପ୍ରଦେଶର ସିର୍ମୋର ଜିଲ୍ଲାର ପାଂବ୍ଟା ସାହିବ୍ର ପୁରୁୱାଲା ଗାଁର ଏକ ଘରେ ମିଳିଛି ଜଣେ ମହିଳାଙ୍କ ମୃତଦେହ । ଏହି ମୃତଦେହ ଲୁହା ସିଂଦୁକରେ ଲୁଚାଯାଇଥିଲା । ହତ୍ୟା ଅଭିଯୋଗରେ ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ଦୁଇ ତିନି ଦିନ ପୂର୍ବରୁ ମହିଳାଙ୍କ ମୃତ୍ୟୁ!-->…
Read More...
Read More...