Monthly Archives

March 2021

ଆଜି ରାଜ୍ୟରେ ୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୨୨ ରହିଛି । ଆଜି ୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ନ୍ଧନା ଉତ୍ସବ

ତରଭା, (ଜିତେନ୍ଦ୍ର ସା) : ଶିକ୍ଷକ ଯିଏ କି ବି‌ଶ୍ୱରେ ଦ୍ୱିତୀୟ ଗୁରୁ ରୂପେ ସ୍ଥାନ ପାଇଛନ୍ତି । ଯିଏ ସ୍ଥାନରେ ନୁହେଁ କାମରେ ମଧ୍ୟ କରି କି ଦେଖାନ୍ତି । ଆପଣ ମାନେ ତ ବହୁତ ସ୍ଥାନରୁ ଶୁଣି ଥିବେ ଦେଖି ଥିବେ ଆଉ ବହୁତ ଗୁଡ଼ାଏ ଶିକ୍ଷକଙ୍କ ମଧ୍ୟ ନିଃସ୍ଵାର୍ଥପର କାର୍ୟ୍ୟ ବିଷୟରେ ଜାଣିଥିବେ
Read More...

ପରାମର୍ଶଦାତାଙ୍କ ସେବା ମାନବୀୟ ଭାବାବେଗରେ ପରିପୂର୍ଣ୍ଣ

ସୋନପୁର, (ପ୍ରଭୁଦତ୍ତ ରଥ) : ଜୁନିଅର ରେଡକ୍ରସ ପରାମର୍ଶଦାତାଙ୍କ ସେବା ମାନବୀୟ ଭାବାବେଗରେ ପରିପୂର୍ଣ୍ଣ ହେଲେ ସମାଜର ମଙ୍ଗଳ ସାଧନ ହେବ ବୋଲି ସୋନପୁର ପଂଚାୟତ ନୋଡାଲ ହାଇସ୍କୁଲରେ ଉଦ୍‌ଯାପିତ ହୋଇଯାଇଥିବା ପଂଚ ଦିବସୀୟ ଜୁନିଅର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିରରେ ଉପସ୍ଥିତ ଥିବା
Read More...

ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଜିଲ୍ଲା ପ୍ରଶାସନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜଙ୍ଗଲ ମାଫିଆ ବା ଶିକାରୀଙ୍କ କବଜାରେ ଜଙ୍ଗଲ । ସବୁଜ ବନାନୀ ଜଙ୍ଗଲ ଏବେ ରକ୍ତ ମୁଖା ପାଲଟିଛି । ଏହାକୁ ଆୟତ୍ତ କରିବାରେ ବନ ବିଭାଗରେ ପର୍ୟ୍ୟାପ୍ତ ପରିମାଣର କର୍ମଚାରୀ ନ ଥିବାରୁ ବିଭାଗ ନିଜର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ଏ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୮୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୪ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ - ୮୦ ଟଙ୍କା,
Read More...

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ସହକାରୀ ଯନ୍ତ୍ରୀ ପଡ଼ିଲେ ଭିିଜିଲାନ୍ସ ଜାଲରେ, ଚଢାଉ ଜାରି

ସୁନ୍ଦରଗଡ : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ତାଙ୍କ ପୈତୃକ ଗାଁ ଲେଫ୍ରିପଡା ବାସଭବନ ସହ ବଡଗାଁ କାର୍ୟ୍ୟାଳୟ, ରଙ୍ଗାଢ଼ିପା ବାସଭବନରେ ଭିଜିଲାନ୍ସ ଟିମ୍‌
Read More...

ବଲାଙ୍ଗିର ରୋଟାରୀ କ୍ଲବ ତରଫରୁ ୪୫ତମ ପ୍ରତିଷ୍ଠା ଦିବସ ତଥା ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରୋଟାରୀ କ୍ଲବ ତରଫରୁ ୪୫ତମ ପ୍ରତିଷ୍ଠା ଦିବସ ତଥା ଆନ୍ତର୍ଜାତିକ ମହିଳା ଦିବସ ମାରୱାଡି ସେବା ସଦନ ଠାରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ରାଜେଶ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା
Read More...

ସମାଜ ପରିବର୍ତ୍ତନରେ ନାରୀର ଭୁମିକା ଗୁରୁତ୍ୱପୁର୍ଣ୍ଣ : ଆର୍ନ୍ତଜାତୀୟ ମହିଳା ଦିବସରେ କରୋନା ଯୋଦ୍ଧା ସମ୍ମାନିତ

ଡେଲାଙ୍ଗ, (ଦିଲିପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ମହିଳା ମହାସଂଘ, ଡେଲାଙ୍ଗ ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମହିଳା ମହାସଂଘର ସଭାନେତ୍ରୀ
Read More...

ଜଙ୍ଗଲ ନିଆଁକୁ ନେଇ ପ୍ରଫେସର ସୁଜିତଙ୍କ ଉଦବେଗ : ପାଣିବୋହି, ଡାଳରେ ବାଡେଇ ନିଆଁ ଲିଭାଇଲେ

ବଲାଙ୍ଗିର,(କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜଙ୍ଗଲ ମାନଙ୍କରେ ବ୍ୟାପକ ପରିମାଣରେ ନିଆଁ ଲାଗି ବନ ସଂପଦ କ୍ଷତି ହେଉଛି । ଏଥିଯୋଗୁଁ ସବୁଆଡେ ଧୂଆଁମୟ ହୋଇ ପରିବେଶ ପ୍ରଦୁଷିତ ହେଉଛି । ଗତକାଲି ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ରାସ୍ତାରେ ଗଲା ବେଳେ ଜଙ୍ଗଲରେ ନିଆଁ ଲାଗିଥିବା ଦେଖି
Read More...

ବହୁଧା ଜଳଭଣ୍ଡାର ଥାଇ ପାଣି ମୁନ୍ଦେ ପାଇ ପାରୁନାହାନ୍ତି ଲୋକେ

ତୁରେକେଲା, (କୈଳାଶ ସଗ୍ରିଆ) : ଢୋଲମାନ୍ଦଲ ଗ୍ରା.ପ. ଅନ୍ତର୍ଗତ ବାହାବଲ ଗାଁରେ ପ୍ରାୟ ଦୁଇ ବର୍ଷ ହେବ ବହୁଧା ଜଳ ଭଣ୍ଡାର ଥାଇ ମଧ୍ୟ ପାଣି ସପ୍ଲାଏ ହେଉ ନଥିବା ସୂଚନାରେ କୁହାଯାଇଛି । ଏଥିପାଇଁ ଖରା ଦିନରେ ପାଣି ମୁନ୍ଦେ ପାଇ ପାରୁନାହାନ୍ତି ଗ୍ରାମବାସୀ । ଏସ୍‌ଏଚ୍‌ଜି ଗ୍ର୍ରୁପ୍‌ର
Read More...