Monthly Archives

March 2021

ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬ : ଆଜି ୧ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ରହିଥିବା ବେଳେ ଆଜି ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୭ରୁ ସଂପୃକ୍ତ ସଂକ୍ରମିତ ଚିହ୍ନଟ ହୋଇଥିବା
Read More...

ନୋଡ଼ସ୍ ବ୍ଲଗ୍ ସାହିତ୍ୟ ପରିବାର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୋଡ଼ସ୍ ବ୍ଲଗ୍ ସାହିତ୍ୟ ପରିବାର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥ ଭାବେ ଡ଼ ପ୍ରିୟମ୍ବଦା ସାମଲ ଓ ନୋଡ଼ସ୍ ବ୍ଲଗ୍ ପରିବାରର ପ୍ରତିଷ୍ଠାତ୍ରୀ ସୁଶ୍ରୀ ପୋତଶ୍ରୀୟା ବଢେଇ ସମେତ ଅନ୍ୟାନ୍ୟ ସଭ୍ୟା ଆରତୀ ସାହୁ,
Read More...

ଆମର ସୁନ୍ଦର ବଲାଙ୍ଗିର ସଙ୍ଘଠନ ତରଫରୁ ରକ୍ତ ଦାନ ଶିବିର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକର ଲାଠୋର ଅଗ୍ରସେନ୍ ଭବନରେ ଠାରେ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ଅନ୍ତର୍ଗତ ଆମର ସୁନ୍ଦର ବଲାଙ୍ଗିର ସଙ୍ଘଠନ ଏବଂ ସମାଜସେବୀ ସୁଶୀଲ ଅଗ୍ରୱାଲ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିଲା । ଏଥିରେ ମୁଖ୍ୟ ଅତିଥି
Read More...

ମହା ଶିବରାତ୍ରୀ ପାଳନ ସଂକ୍ରାନ୍ତରେ ରାଜ୍ୟ ସରକାର‌ଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ପରିସ୍ଥିତିରେ ହେବାକୁ ଥିବା ମହା ଶିବରାତ୍ରୀ ପାଳନ ସଂକ୍ରାନ୍ତରେ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଶିବ ମନ୍ଦିର ପରିସରରେ ଏବଂ ବାହାରେ ଅଧିକ ଗହଳି କରିବା ତଥା ମେଳା ଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବାରଣ
Read More...

ମହା ଶିବରାତ୍ରିରେ ଶ୍ରଦ୍ଧାଳୁଙ୍କୁ ଜାଗର ମନା : କଟକଣା ଜାରିକଲେ ଜି‌ଲ୍ଲାପାଳ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଆସନ୍ତା ଫେବ୍ରୁଆରୀ ୧୧ ତାରିଖରେ ହେବାକୁ ଥିବା ମହା ଶିବରାତ୍ରୀ ପାଇଁ ଜିଲ୍ଲାପ୍ରଶାସନ ସୁବର୍ଣ୍ଣପୁର ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି କ୍ଷ ମହାରାଷ୍ଟ୍ର ତଥା ବିଭିନ୍ନ ରାଜ୍ୟରେ ପୁଣି କରୋନା ବ୍ୟାପୁଥିବାରୁ କୋଭିତ୍ ୧୯ ସଂକ୍ରମଣ ସମ୍ଭାବନାକୁ
Read More...

ଗୀତିକାର ପଦ୍ମନାଭ ଦୁବେ ଜୟନ୍ତୀ ସମାରୋହ ଆୟୋଜିତ

ଭବାନୀପାଟଣା, (ପି.କେ. ସାହୁ) : ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୀତିକାର ୰ପଦ୍ମନାଭ ଦୁବେଙ୍କ ଜୟନ୍ତୀ ସମାରୋହ ସ୍ଥାନୀୟ ଅମଲା ଭବନ ପରିସରରେ ଆୟୋଜିତ ହୋଇଯାଇଛି । ସାହିତ୍ୟ ଘର ପକ୍ଷରୁ ଆୟୋଜିତ ସମାରୋହକୁ ବିଶିଷ୍ଟ ଔପନ୍ୟାସିକ ତଥା ପୂର୍ବତନ ମନ୍ତ୍ରୀ ରାସବିହାରୀ
Read More...

ନିଆରା ଢଙ୍ଗରେ ମହିଳା ଦିବସ ପାଳନ କଲେ ସ୍କୁଲ୍‌ ପିଲା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଶିକ୍ଷା ବିଭାଗ ପକ୍ଷରୁ ୧୩ଟି କ୍ଲଷ୍ଟର୍‌ର ଶତାଧିକ ସ୍କୁଲରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ରେଲି ମାଧ୍ୟମରେ ଗ୍ରାମ ପରିକ୍ରମା କରି ବାଳିକା ଶିକ୍ଷା, ନାରୀ ସଶକ୍ତିକରଣ ଆଦି
Read More...

ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସଙ୍କୁ ମୁଖ୍ୟମନ୍ତ୍ରୀ‌ଙ୍କ ଶୁଭେଚ୍ଛା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସଙ୍କୁ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ଲେଖିଛ‌ନ୍ତି ଯେ, 'ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସ ଏବଂ ସଫଳତା ହାସଲ କରିଥିବା
Read More...

ପଦ୍ମପୁର ବ୍ଲକ ଚ୍ୟାରମେନ୍‌ କୁମରମଣି ନାୟକ ଗିରଫ ମାମଲା : ପୋଲିସ ଜିଡିଙ୍କୁ ଭେଟିଲେ ବିଜେପି ପ୍ରତିନିଧି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କୁମରମଣି ନାୟକଙ୍କୁ ପଦ୍ମପୁର ପୋଲିସ ଆକ୍ରୋଶ ମୂଳକ ଭାବେ ଗିରଫ କରି ଜେଲ ପଠାଇ ଦେଇଥିବା ପ୍ରତିବାଦରେ ଗତ କାଲି ଭାରତୀୟ ଜନତାପାର୍ଟି ଏକ ପ୍ରତିନିଧି ମଣ୍ଡଳୀ ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ
Read More...

ଆସ‌ନ୍ତା କାଲି ନୂଆପଡ଼ା ଜିଲ୍ଲାରେ ଅନେକ ବିକାଶ ମୂଳକ କାର୍ଯ୍ୟ ଶୁଭାର‌ମ୍ଭ କରିବେ ମୁଖ୍ୟମ‌ନ୍ତ୍ରୀ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ବିକାଶ ପର୍ବରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ନୂଆପଡ଼ା ଗସ୍ତରେ ଲୋକଙ୍କୁ ଭେଟିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ସବୁ ପ୍ରକଳ୍ପ
Read More...