Monthly Archives

March 2021

ଥାନାରୁ କାମ ସାରି ଘରକୁ ଫେରୁଥିବା ବେଳେ ଦନ୍ତା ହାତୀର ଆକ୍ରମଣର ଶିକାର ହୋଇ ଗୁରୁତର ପୋଲିସ କର୍ମଚାରୀ

ଢେଙ୍କାନାଳ : ଦିନକୁ ଦନି ବଢିବାରେ ଲାଗୁଛି ହାତୀ‌ଙ୍କ ଉପଦ୍ରବ । ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରୁଆଲି ପଂଚାୟତରେ ପୋଲିସ କର୍ମଚାରୀ ହୃଷିକେଶ ନାୟକ ଥାନାରୁ କାମ ସାରି ଘରକୁ ଫେରୁଥିଲେ । ହେଲେ ସାରୁଆଲି ପଂଚାୟତର କଦଳୀପାଳ ନିକଟରେ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ ।
Read More...

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୮୩୭ ରହିଛି । ଆଜି ୨୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ଅପ୍‌ରାଧ୍‌ ହେଇଗଲା !

ବଡ଼ା ଦୁଖର୍‌ କଥା ଆଏ । ହରି ବବା ତଲ୍‌ ଉପର୍‌ ହେଇ ଗଲେନ' । ଫି' ରାତି ଗୁହାଲେ ଉତ୍‌ପାତ୍‌ କରୁଛେ ବୁଲା ଷଁଢ଼଼୍‌ ପଟେ । ଗାଏ ଦାମୁର୍‌ କେ ଦେଲା କୁଁଡ଼ା, ପୁଆଲ୍‌ ସୁଧାବେ ଖାଏତା ବଏଲେ କିଛି କଥା ନେଇଁ! ମାଡ଼ି ଦଲି, ହଗି ମୁତି କେଚ୍‌କେଚା କରି ଦଉଛେ । ସକାଲୁ ଗୁହାଲ୍‌ ସଫା କଲା
Read More...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କ ୮୮ତମ ସହିଦ ଦିବସ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ସ୍ଥାନୀୟ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦ୍ୱାରା ଭାରତ ମୁକ୍ତି ସଂଗ୍ରାମର ବିଖ୍ୟାତ ସ୍ୱାଧୀନତା ସଂଗ୍ରାମୀ କ୍ରାନ୍ତିକାରୀ ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କ ୮୮ତମ ସହିଦ ଦିବସ ପାଳିତ ହୋଇଯାଇଛି । ବ୍ଳକ ସଭାପତି ଅଷ୍ଟରତ୍ନ ବରିହାଙ୍କ
Read More...

ଦହ୍ୟାରେ ତମାଖୁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ବ୍ଲକ ଦହ୍ୟା ଜୀବନ ବିକାଶ ସ୍ନାତକ ମହାବିଦ୍ୟାଳୟରେ ଆଜି ତମାଖୁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନଗୁଡିକୁ ତମାଖୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନରେ ବୌଦ୍ଧ ଜିଲ୍ଲା
Read More...

ଘୃଣ୍ୟ ଘଟଣା : ଯାଂଚ ବାହାନାରେ ଡାକ୍ତର ମହିଳାଙ୍କୁ ହୋଟେଲକୁ ଡକାଇ ଚେତାଶୂନ୍ୟ ଔଷଧ ଦେଇ ବଳାତ୍କାର କରିଥିବା ଅଭିଯୋଗ

ମୋହାଲି : ଚିକିତ୍ସାର ବାହାନା କରି ଡାକ୍ତର ମହିଳାଙ୍କୁ ହୋଟେଲକୁ ଡାକି ବଳାତ୍କାର କରିଥିବା ଭଳି ଏକ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଡାକ୍ତର ମହିଳାଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ । ପୋଲିସ ଶ୍ରୀଗଙ୍ଗାନଗର ଅଭିଯୁକ୍ତ ଡ. ସୁଭାଷ ରାଜୋରିଆଙ୍କ ବିରୋଧରେ ମାମଲା ରୁଜୁ କରିଛି ।
Read More...

ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ଜୁଲୁମ ଅଭିଯୋଗ : ଜମି ହରାଇଥିବା ଆଦିବାସୀ ପରିବାରଙ୍କୁ ଚାକିରୀରୁ ଛଟେଇ

କଳାହା‌ଣ୍ଡି, (ଭାରତ ବିଶି) : ରାଜ୍ୟ ସରକାର କୁଟିଆକନ୍ଧ ମାନଙ୍କ ପ୍ରଗତି ପାଇଁ ବିଭିନ୍ନ ଯୋଜନା କୋଟି କୋଟି ଟଙ୍କା ମଞ୍ଜୁର କରିଛନ୍ତି । କିନ୍ତୁ ବେଦାନ୍ତ ଲିମିଟେଡ଼ ଲାଞ୍ଜିଗଡ଼ ଗରିବ ଆଦିବାସୀ କୁଟିଆମାନଙ୍କ ଠାରୁ ଜମି ଅଧିଗ୍ରହଣ କରି ନାମକୁ ମାତ୍ର ଚାକିରୀ ଖଣ୍ଡେ ଦେଇଥିବା କମ୍ପାନୀ
Read More...

ବଲାଙ୍ଗିର ଓ ସୋନପୁର ଜିଲ୍ଲା ପାଇଁ ହିଟ୍ ୱେଭ୍ ସତର୍କତା

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ରାଜ୍ୟରେ ବଢ଼ୁଛି ଗ୍ରୀଷ୍ମ ପ୍ରବାହ । ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ସୂଚନା ଅନୁସାରେ ରାଜ୍ୟରେ ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ଟିଟିଲାଗଡ଼ ୪୨.୨ ଡିଗ୍ରୀ ତାପମାତ୍ରାକୁ ଛୁଇଁଛି। ଏତିକି ବେଳେ ୪୮ ଘଂଟା ନିମନ୍ତେ ବଲାଙ୍ଗିର ଓ
Read More...

ହୁସିଆର୍‌ : ବୋବାଲ୍‌ କଲାନ’ ଖରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୋବାଲ୍‌ କଲାନ’ ଖରା । ମାର୍ଚ୍ଚ ମାସ୍‌ ନୁଁ ରଡ଼ି ଛାଡ଼ୁଛେ । ଦୁଇ ପହରିଆ ଖରା ତାଲୁ ଫଟେଇ ଦେଲା ମେତାନ୍‌ ଲାଗୁଛେ । ତର୍‌ବୁଜ୍‌, ଲସି ଆର୍‌ କୋଲ୍‌ଡ୍‌ ଡ୍ରିଙ୍କ୍‌ ଦୁକାନ୍‌ ମାନ୍‌କୁ ବନେ ଭିଡ଼୍‌ ଜମ୍‌ଲାନ’ । ସବୁଠାନୁ ବଡ଼୍‌ କଥା ହେଲା, ମାର୍ଚ୍ଚ
Read More...

ବଢିବାରେ ଲାଗିଛି ବଲାଙ୍ଗିର ସହରରେ ଅପରାଧ : ଯୁବକ ସଂଘବଦ୍ଧ ଆକ୍ରମଣର ଶିକାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ବେଆଇନ କଫସିରପ୍ କାରବାର୍ ସଂପର୍କରେ ପୋଲିସର ଇନଫର୍ମର୍ ସାଜିଥିବା ଅଭିଯୋଗରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ଯୁବକ ଗୁରୁତର ଅବସ୍‌ସ୍ଥାରେ ଚିକିତ୍‌ତ୍ସାଧୀନ ଥିବା କୁହାଯାଇଛି । ଗୁରୁତର ଯୁବକ
Read More...