Monthly Archives

March 2021

ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ସେତୁୁରେ ଶ୍ରମିକ ମୃତ୍ୟୁ ପ୍ରସଙ୍ଗ : ତଦନ୍ତ ନାଁରେ ଦୋଷକୁ ଘଣ୍ଟ ଘୋଡାଉଛି ଶ୍ରମବିଭଗ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ଉପରୁ ତଳେପଡି ଗତ ଦେଢମାସ ମଧ୍ୟରେ ଅଲଗା ଅଲଗା ଭାବେ ୩ଜଣ ବାହାର ରାଜ୍ୟର ଶ୍ରମିକଙ୍କ ମୃତ୍ୟୁ ଘଟଣା ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ସହ ଆମ ରାଜ୍ୟରେ ଶ୍ରମ ନିରାପତ୍ତା
Read More...

ବନ ବିଭାଗ ଦ୍ୱାରା ଜଙ୍ଗଲରୁ ଧରାହେଲା ଚୋରା ଚାଲାଣରେ ବ୍ୟବହୃତ ଟ୍ରାକ୍ଟର ଓ ବଲହା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ବଘିଆପଡା ଫରେଷ୍ଟ ସେକ୍ସନର ଜାମୁଖୋଲ୍ ଗ୍ରାମ ନିକଟସ୍ଥ ଭୂଇଁ ଛକ ନିକଟରେ ବନ ବିଭାଗ ବଲହା ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟର ସମେତ ୬୦ଖଣ୍ଡ ବଲହା ଜବତ୍ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ବନ ବିଭାଗର
Read More...

ଚକା ଫାଟି ଓଲଟି ପଡିଲା ଟ୍ରକ୍

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଚକା ଫାଟି ଓଲଟି ପଡିଲା ଟ୍ରକ୍ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଭୁବନେ‌ଶ୍ୱର ସତସଙ୍ଗ ବିହାର ନିକଟତାରିଣୀ ବସ୍ତି ଭିତରକୁ ମାଡ଼ିଗଲା ମୋରମ ବୋଝେଇ ଟ୍ରକ୍ । ଫଳରେ ଅଳ୍ପକେ ବର୍ତ୍ତିଛନ୍ତି ତାରିଣୀ ବସ୍ତି
Read More...

ରାଜ୍ୟ‌ସ୍ତରୀୟ ଓଡିଶା ଦିବସ- ୨୦୨୧ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଅପ୍ରେଲ ପହିଲାରେ ରାଜ୍ୟସ୍ତରୀୟ ଓଡିଶା ଦିବସ ପାଳନ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ ନିୟମାବଳୀ ସହିତ ଉତ୍କଳ ମଣ୍ଡପରେ
Read More...

ଚନ୍ଦ୍ରଶେଖର ମନ୍ଦିରରେ ମହାଦୀପ ଉଠିଲା

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ରୀତିନୀତି ଓ ପରମ୍ପରା ଅନୁସାରେ କୋଭିଡ କଟକଣା ଭିତରେ ମହା ଶିବରାତ୍ରି ପାଳିତ ହୋଇଯାଇଛି । ଘଣ୍ଟ, ଶଙ୍ଖ, ହୋରିବଲ୍, ହୁଳହୁଳି ‌ଧ୍ୱନିରେ ଦେବ ଦେବ ମହାଦେବଙ୍କ ମହାଦୀପ ସ୍ଥାନୀୟ ଶାନ୍ତିପଡା ସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବାବାଙ୍କ ମନ୍ଦିରରେ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୮୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୪ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ - ୮୦ ଟଙ୍କା,
Read More...

ବାପାଙ୍କୁ ଠକିଲା ଝିଅ : ଜାଲ୍‌ ଦସ୍ତଖତରେ ୪୦ ଲକ୍ଷ ଉଠେଇନେଲା

ସୁନ୍ଦରଗଡ଼ : ବାପାଙ୍କୁ ଠକିଛି ଝିଅ । ବାପାଙ୍କ ଜାଲ୍‌ ଦସ୍ତଖତରେ ଆକାଉଣ୍ଟରୁ ୪୦ ଲକ୍ଷ ଉଠାଇ ନେଇଥିବା ଭଳି ଏକ ଖବର ଆସିଛି । ଏ ସଂକ୍ରାନ୍‌ନ୍ତରେ ଜାଣିବା ପରେ ବାପା ଝିଅ ନାଁରେ ଏତଲା ଦେଇଥିବା ସୂଚନା ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଗୋପାଳପୁର ଅଞ୍ଚଳରେ ଏପରି ଘଟଣା ଘଟିଛି ।
Read More...

ରାସ୍ତାକଡ଼ରେ ଥିବା ଛୋଟ ବଡ଼ ଗଛ ସବୁ ଜଳୁଛି

ସୋନପୁର, (ପ୍ରଭୁଦ‌ତ୍ତ ରଥ) : ସୋନପୁର ଜିଲ୍ଲାରୁ ବଲାଙ୍ଗିର ଜିଲ୍ଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୭ ରାସ୍ତାକଡ଼ରେ ଥିବା ଛୋଟ ବଡ଼ ଗଛରେ କେହି ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଚାଷୀ ମାନେ ଧାନ ଅମଳ ହେବା ପରେ ସେଠାରେ ଥିବା ନଡ଼ା (ପରାଲି)କୁ ନିଆଁ ଲଗାଇ ଓ ମହୁଲ
Read More...

ସଡ଼କ ଦୁର୍ଘଟଣା : ୪ ଆହତ

କଳାହାଣ୍ଡି, (ହେମନ୍ତ ସାହୁ) : ମ.ରାମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ରାୟପୁର ଜାତୀୟ ରାଜପଥ ୫୯ ରଜାମୁଣ୍ଡା ନିକଟରେ ଗତ ରାତି ପ୍ରାୟ ୮ଘଂଟା ସମୟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେଇଛି । ଏଥିରେ ଚାରି ଜଣ ଆହତ ହେଇଥିବା ଜଣାପଡ଼ିଛି । ବେହେରାମାଲ ଗ୍ରାମର ଡ଼ୁମେର ଗୁଡ଼ିଆ ଚାଲି ଚାଲି
Read More...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଡ. ପ୍ରଦୀପ କୁମାର ପଣ୍ଡା ଭୀମଭୋଇ ଚେୟାରରେ ନୂତନ ପ୍ରଫେସର ଭାବେ ଯୋଗ ଦେଲେ

ସମ୍ବଲପୁର, (କେପିଏନ୍‌ଏସ୍‌) : ସୁନାମଧନ୍ୟ କବି ତଥା ସାହିତ୍ୟ ସ୍ରଷ୍ଟା ଡ଼. ପ୍ରଦୀପ କୁମାର ପଣ୍ଡା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଭୀମଭୋଇ ଚେୟାରରେ ନୂତନ ପ୍ରଫେସର ଭାବେ ଯୋଗ ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ସାକ୍ଷାତକାର ସଂପାନରେ ସେ ମନୋନୀତ ହୋଇଛନ୍ତି ।
Read More...