Monthly Archives

March 2021

ଜବର ଦଖଲ ଉଚ୍ଛେଦକୁ ନେଇ ପୌରସଂସ୍ଥାର ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୁବନେତା ଅର୍କେଶଙ୍କ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜବର ଦଖଲ ଉଚ୍ଛେଦକୁ ନେଇ ପୌରସଂସ୍ଥାର ନିର୍ବାହୀ ଯନ୍ତ୍ରୀ ବିପିନ ଦୀପଙ୍କୁ ତାଙ୍କ ଅଫିସରେ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି ଓ ବିସ୍ଥାପିତଙ୍କ ଉଚିତ ଥଇଥାନ ଏବଂ ଆଗାମୀ ଦିନରେ ଉଛେଦ ହେବାକୁ ଥିବା ଅଂଚଳର ବାସିନ୍ଦାଙ୍କୁ ପ୍ରଥମେ ଥଇଥାନ କରାଯାଉ ବୋଲି
Read More...

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନୂତନ ବିଇଓଙ୍କୁ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ନୂଥନ ଭାବେ ବ୍ଲକ ଶିକ୍ଷା ଅଧିକାରୀ ରୂପେ ଯୋଗ ଦେଇଥିବା ପ୍ରବୀର କୁମାର ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି ।
Read More...

ବିଲେଇସର୍ଡା ହାଇସ୍କୁଲରେ ଯୋଗ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜୁନିଅର ରେଡକ୍ରସ ୟୁନିଟ୍‌ ତରଫରୁ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୁନିଅର ରେଡକ୍ରସ ପରାମର୍ଶଦାତା ରଞ୍ଜିତ
Read More...

ନୀଶୁଳ୍କ ସାମୁହିକ ବ୍ରତୋପନୟନ ଉତ୍ସବର ପ୍ରସ୍ତୁତି ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହର ସ୍ଥିତ ଅମ୍ବାପାଲି ଗଜପତି ମଣ୍ଡପରେ ଆଗାମୀ ମେ ମାସରେ ଆୟୋଜିତ ହେବ ନୀଶୁଳ୍କ ସାମୂହିକ ବ୍ରତୋପନୟନ ଉତ୍ସବ । ଏଥିପାଇଁ ଆଗ୍ରହୀ ଥିବା ବ୍ରାହ୍ମଣ ପିଲାଙ୍କ ଅଭିଭାବକ ମାନେ ଗଜପତି ମଣ୍ଡପ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ
Read More...

ପୂର୍ବତନ ଶିକ୍ଷକ, ଫୁଟବଲ ଖେଳାଳୀ ପଙ୍କଜ ପୁଟେଲଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରସିଂହା ଗାଁର ମାଳିପଡ଼ା ନିବାସୀ ଅବସର ପ୍ରାପ୍ତ ଶିକ୍ଷକ ପଙ୍କଜ ପୁଟେଲ(୭୫) ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ବୁଧୁବାର ରାତି ୯ଟାରେ ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ସେହି ସମୟରେ ପାଖରେ ତାଙ୍କ ସ୍ତ୍ରୀ ଓ ତିନି ପୁଅ
Read More...

ଶୋକ ସମ୍ବାଦ : ଘସିଏନ ହାଇସ୍କୁଲର କିରାଣୀ ନାରାୟଣ ନାୟକ ଆଉ ନାହାନ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ କୁତୁର୍ଲା ଗାଁର ତଥା ପାଟଣାଗଡ଼ ବ୍ଲକ ଘସିଏନ ହାଇସ୍କୁଲର କିରାଣୀ ନାରାୟଣ ନାୟକ(୫୬)ଙ୍କ ଗତ ଗୁରୁବାର ଦିନ ୨ଟା ୧୫ମିନିଟ ସମୟରେ ବରଗଡ଼ ବିକାଶ ହସପିଟାଲରେ ଦେହାନ୍ତ ହୋଇଯାଇଛି । କିଛି ଦିନ ହେଲା ସେ ଚିକିତ୍ସିତ ହେଉଥିଲେ । ଶେଷ ସମୟରେ ତାଙ୍କ
Read More...

ଜରାସିଂହା ଶାଶ୍ଵତ ଡିଗ୍ରୀ କଲେଜରେ ଆଲୁମିନି ଆସୋସିଏସନ୍ ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ଶାଶ୍ଵତ ଡିଗ୍ରୀ କଲେଜରେ ଏକ ଆଲୁମିନି ଆସୋସିଏସନ୍ ଗଠନ କରିବା ପାଇଁ କଲେଜ ଅଧ୍ୟକ୍ଷା ପୁରୁଷୋତ୍ତମ ମେହେରଙ୍କ ଅଧ୍ୟକ୍ଷତାରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଲୁମିନି ଆସିସଏସନର
Read More...

ଉପରଝରରୁ ପର୍ଯ୍ୟଟନ‌ସ୍ଥଳୀ ଭୀମ ପହାଡ ଭାୟା ଥାଳବନ୍ଧ ରାସ୍ତା ଅବସ୍ଥା ଅତି ଶୋଚନୀୟ : ଯଥା ଶୀଘ୍ର ମରାମତି କରିବାକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଛକ ଠାରୁ ଥାଲବନ୍ଧ ଦେଇ ପର୍ୟ୍ୟଟନ ସ୍ଥଳୀ ଭୀମ ପାହାଡ଼କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି । ପ୍ରାୟ ୫ କିମି ଲମ୍ବ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇ ବଡ଼ ବଡ଼ ଗାତ ସୃଷ୍ଟି ହୋଇଯାଇଛି । ଏହି ରାସ୍ତା ଉପରେ
Read More...

ପିପିଲି ଉପ-ନିର୍ବାଚନ ପାଇଁ ସର୍ବ ଦଳୀୟ ବୈଠକ

ଭୁବନେଶ୍ୱର : ପିପିଲି ଉପ-ନିର୍ବାଚନ ପରିପ୍ରେକ୍ଷିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍‌ କୁମାର ଲୋହାନୀ ଆଜି ସମସ୍ତ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକ ସର୍ବଦଳୀୟ ବୈଠକର ଆୟୋଜନ କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ପିପିଲି ଉପ-ନିର୍ବାଚନ ସଂପର୍କରେ
Read More...

ବାଇକ୍‌ ଚୋରି ସଂଦେହରେ ଗାଡି ସହ ଜଣେ ଯୁବକ ଅଟକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବଙ୍ଗଳା ଛକ ନିକଟରେ ଏକ ଦୁଇ ଚକିଆ ଗାଡିରେ ଥିବା ଜଣେ ଯୁବକଙ୍କୁ ସଂଦେହ କରି ଦେଓଗାଁ ପୁଲିସ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି । ପ୍ରକାଶ ଥାଉ କିି, ଗୁରୁବାର ଦିନ ୧୧ଟା ସମୟରେ ବଙ୍ଗଳା ଛକରେ ଜଣେ ଯୁବକ ଏକ ବାଇକରେ ଛକି ରହିଥିଲେ
Read More...