Monthly Archives

March 2021

ଛତ୍ରପୁରରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବ୍ର‌ହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ପ୍ରଥମ ଦିନ ଅପରା‌ହ୍ନରେ ଆରମ୍ଭ ହୋଇଥିବା ଖେଳରେ ୪- ୩ ଗୋଲରେ କୋରାପୁଟ ଟିମ ବିଜୟୀ ହୋଇଛି । ଦ୍ୱିତୀୟ ଦିନ ଅର୍ଥାତ ଗୁରୁବାର ଆଜି ସକାଳ ୮ ଘଂଟାରେ ଆରମ୍ଭ ହୋଇଥିବା ଏହି ଫୁଟବଲ ମ୍ୟାଚଚରେ ଭଞ୍ଜନଗର ସହ ଭୁବନେଶ୍ୱର ଟିମ ମଧ୍ୟରେ ଖେଳ ହୋଇଥିଲା
Read More...

ଓସିଏ ଭିଜନ ୨୦୨୪ : ନାଏକ କ୍ରିକେଟ ଏକାଡେମୀ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧିଷ୍ଟାଡିୟମଠାରେ ଆୟେଜିତ ଓସିଏ ଭିଜନ ୨୦୨୪ର ସିନିଅର ଇଟ୍ରାକ୍ଳବ କ୍ରିକେଟ ପ୍ରତିଯୋଗତାରେ ଆଜିର ମ୍ୟାଚ ନାଏକ କ୍ରିକେଟ ଏକାଡେମୀ ଓ ବୁଡାବାହାଲ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଏକ ଏକାଡେମୀ ଟସ୍‌ ଜିତିବା ପରେ ପ୍ରଥମେ
Read More...

ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଏନଏଚ ଉପରେ ୨ ବାଇକ ମୁହାଁମୁହିଁ : ୨ ପୋଷ୍ଟ ମାଷ୍ଟର ବନ୍ଧୁଙ୍କ ଶୋଚନୀୟ ମୃତ୍ୟୁ,…

ବୌଦ୍ଧ, (ବଂଶୀଧର ମାଝୀ) : ପୁରୁଣାକଟକ ଥାନା ୫୭ ନଂ ଜାତୀୟ ରାଜପଥର ରାଣିଗଞ୍ଜ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଉପରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା
Read More...

ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସଫଳତା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଗତ ୩ ବର୍ଷ ଧରି ଭାରତ ସରକାରଙ୍କ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ଓଡିଶା ଦେଶରେ ୧ମ ସ୍ଥାନ ହାସଲ କରିଆସୁଛି। ଦେଶର ୧୨୧୬୦ଟି ଆଇଟିଆଇର ତାଲିକାରେ ଶ୍ରେଷ୍ଠ ୧୦୦ଟି ଆଇଟିଆଇ ମଧ୍ୟରେ ଓଡିଶାର ୧୧ଟି ଆଇଟିଆଇ ସ୍ଥାନିତ । ବିଶ୍ୱ ଦକ୍ଷତା ପ୍ରତିଯୋଗୀତାରେ ଭାରତ
Read More...

ଝାରବନ୍ଧ ବିଡିଓ ରୁନୁ ଲାକ୍ରା ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବିଡ଼ିଓ ଭାବେ କାର୍ୟ୍ୟରତ ରୁନୁ ଲାକ୍ରାଙ୍କ ଆଜି ତାଙ୍କ ବାସଭବନ ସମ୍ବଲପୁରରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ ବ୍ୟ‌କ୍ତି ଥିଲେ । ତାଙ୍କ ବିୟୋଗରେ ପଦ୍ମପୁର, ଝାରବନ୍ଧ, ପାଇକମାଲ ଅଞ୍ଚଳରେ ଶୋକର
Read More...

ରାତି ତମାମ ଶବ ସହ : ଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ଗାଁର ଗୋପୀ ବେନୁଆ (୮୦) ସ୍ତ୍ରୀଙ୍କ ମୃତ୍ୟୁ ପରେ ଏକା ରହୁଥୁଲେ । କେହି କିଛି ଖାଇବାକୁ ଦେଲେ ସେ ଖାଉଥୁଲେ ନହେଲେ ଭୋକ ଉପାସରେ ମଧ୍ୟ ଦିନ କାଟୁଥୁଲେ । ତେବେ ଗତକାଲି ଅପରାହ୍ନରେ ତାଙ୍କ ଦେହାନ୍ତ ହୋଇଯାଇଥିଲା ।
Read More...

କେଳୁଚରଣ ପରିଡାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଗତକାଲି ରାତି ୩ ଘଟିକା ସମୟରେ ହୁମର ଗ୍ରାମର କେଳୁଚରଣ ପରିଡାଙ୍କର ତାଙ୍କ ଡେଲାଙ୍ଗ ବଜାର ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ସେ ୨୨-୪-୧୯୫୯ରେ ହୁମର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଥମେ ବାନାମ୍ବର ମ.ଇ.ସ୍କୁଲ ପ୍ରହରାଜପୁରରୁ ୪ର୍ଥ
Read More...

କଳାହାଣ୍ଡି ଯୁବକ ସଂଘ ଓ କୋଶଳ ସେନା ମିଳିତ ବୈଠକ

କଳାହାଣ୍ଡି, (ଭାରତ ବିଶି) : କଳାହାଣ୍ଡି ଯୁବକ ସଂଘ ଓ କୋଶଲ ସେନା ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେରେ ଏପ୍ରିଲ ୧କୁ ବିରୋଧ କରି କଳା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଭାରତ ବିଶିଙ୍କ ଅଧ୍ୟକ୍ଷତାରେ ବୈଠକ ପରିଚାଳନା କରାଯାଇଥିବା ବେଳେ ଏପ୍ରିଲ ୧କୁ
Read More...

ବନାଗ୍ନି ନିରାକରଣ ସଚେତନତା କର୍ମଶାଳା

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଅରାଗଡ ଗ୍ରାମ ଠାରେ ବନାଗ୍ନି ନିରାକରଣ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡରେ ବହୁ ମୁଲ୍ୟବାନ ଗଛ, ଔଷଧୀୟ ବୃକ୍ଷ ଲତା ଜଳିଯାଉଛି, ଏହାକୁ ସ୍ଥାନୀୟ
Read More...

ଅଗ୍ନିକାଣ୍ଡରେ ୬ଟି ପରିବାରର ୧୦ବଖରା ଜଳିଗଲା

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଶ୍ରୀପୁରୁଷତମପୁୁର ଗ୍ରାମ ପଚାଂୟତ ଚିତଳପୁର ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟି ୬ଟି ପରିବାର ୧୦ ବଖରା ଜଳିଗଲା । ବଳରାମ ମହାପାତ୍ର, ଶ୍ରୀକାନ୍ତ ମହାପାତ୍ର, ପ୍ରବୀର ମହାପାତ୍ର, ରବିନ୍ଦ୍ର ମହାପାତ୍ର୍ରଙ୍କ ୨ବଖରା ଲେଖାଏଁ
Read More...