Monthly Archives

March 2021

୨ଟି ଗୋରୁ ବୋଝେଇ ପିକଅପ ଜବତ

ଭଦ୍ରକ : ୨ଟି ଗୋରୁ ବୋଝେଇ ପିକଅପ ଜବତ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଭୋରରୁ ଚଣ୍ଡିଖୋଲ ଆଡୁ ଭଦ୍ରକକୁ ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ ୨ଟି ପିକଅପ ଭ୍ୟାନ ଆସୁଥିଲା । ତେବେ ସ୍ଥାନୀୟ ଲୋକ ଖବର ପାଇ ଭଦ୍ରକ ଗେଲପୁର ଛକ ୧୬ନଂ ଜାତୀୟ
Read More...

ଦୁଇ କାର୍‌ ମୁହାଁମୁହିଁ ଧକ୍କା, ତିନିଜଣ ଗୁରୁତର

ବାଲିଗୁଡା,(ସୁରେନ୍ଦ୍ର କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ସତ୍‌ସଙ୍ଗ କେନ୍ଦ୍ର ନିକଟ ବୁଲାଣି ରାସ୍ତାରେ ଦୁଇକାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ
Read More...

ଭାରତୀୟ ଭୂତ ଚଳଚ୍ଚିତ୍ର ବେଶ୍‌ ଭୟଭୀତ କରାଏ, କିନ୍ତୁ ବିଶେଷ ରୋଜଗାର କରି ପାରେନାହିଁ !

ମୁ‌ମ୍ବାଇ : ଯେତେବେଳେ ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକର କଥା ଉଲ୍ଲେଖ କରାଯାଏ, ନୃତ୍ୟ-ଗୀତ, ପାରିବାରିକ, ଦୃଢ଼ କାର୍ୟ୍ୟ ଏବଂ କମେଡି ଚଳଚ୍ଚିତ୍ରଗୁଡ଼ିକ ପ୍ରଥମେ ଉଲ୍ଲେଖ କରାଯାଏ । କିନ୍ତୁ ନିକଟ ଅତୀତରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଅବହେଳିତ 'ଭୂତ ଚଳଚ୍ଚିତ୍ରର ସ୍କ୍ରିପ୍ଟ'କୁ ମଧ୍ୟ
Read More...

କୋଶଳେଶ୍ୱର ମାଳୀ ସମାଜ ବିକାଶ ପରିଷଦର ବଲାଙ୍ଗିର ଜିଲ୍ଳା ବଲାଙ୍ଗିର ଅଞ୍ଚଳର ସାଧାରଣ ଅଧିବେଶନ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଳେଶ୍ୱର ମାଳୀ ସମାଜ ବିକାଶ ପରିଷଦର ବଲାଙ୍ଗିର ଜିଲ୍ଳା ବଲାଙ୍ଗିର ଅଞ୍ଚଳର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । କଳାକାହ୍ନୁ ପୁଟେଲଙ୍କ ସଭାପତିତ୍ୱରେ ଅକ୍ଷୟ ଚୌଧୁରୀଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଳା ସଭାପତି କାର୍ତ୍ତିକ ପୁଟେଲ ମୁଖ୍ୟ
Read More...

ଲାଠୋର ହାଟପଦାପଡା ନୋଡାଲ ସ୍କୁଲରେ ପୋଷାକ ବିତରଣ ଉତ୍ସବ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ହାଟପଦାପଡା ନୋଡାଲ ସ୍କୁଲରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ପକ୍ଷରୁ ମାଗଣାରେ ଛାତ୍ରଛାତ୍ରୀଙ୍କୁ ପୋଷାକ ଏବଂ ଜୋତା ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଲାଠୋର ନୋଡାଲ ସ୍କୁଲରେ ପ୍ରଧାନ
Read More...

ମହାପ୍ରୟାଣ ଫେଲ : ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଚିକିତ୍ସାଳୟ ବାରଣ୍ଡାରେ ପଡ଼ିରହିଲା ମୃତକଙ୍କ ଶବ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳାହାଣ୍ଡି ଦାନ ମାଝୀ ସ୍ତ୍ରୀର ଶବକୁ କାନ୍ଧରେ ବୋହିନେବା ଘଟଣା ଦେଶ ବିଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏପରି ଘଟଣାର ପୁନରାବୃତ୍ତି ଯେପରି ନଘଟେ ସେଥିପାଇଁ ରାଜ୍ୟସରକାର ଆରମ୍ଭ କରିଥିଲେ ମହାପ୍ରୟାଣ ଗାଡି । ମାତ୍ର ଏହି ଯୋଜନା ବରଗଡ଼ ଜିଲ୍ଲାରେ ଫେଲ
Read More...

କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ : ବଲାଙ୍ଗିର ଜିଲ୍ଲାରେ ଆଜି ୩ ନୂଆ କରୋନା ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୮୮୪୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୭୮୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ୨୬ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଆଜି ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
Read More...

ବଲାଙ୍ଗିର ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ୧୬ତମ ସ୍ଥାପନା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ୧୬ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦେଶ ସେବାରେ ବଲାଙ୍ଗିର ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ଏକ ସ୍ୱର୍ଣ୍ଣିମ ଫର୍ଦ୍ଧ ସୃଷ୍ଟି କରିବ ବୋଲି ବିଶ୍ୱାସ କରାଯାଇଛି । ଗତ ୨୮ ତାରିଖ ଦିନ
Read More...

ଆୟେଶା ଆତ୍ମହତ୍ୟା ମାମଲା : ତାଙ୍କ ସ୍ୱାମୀଙ୍କ ପାଇଁ କ’ଣ ଭିଡିଓ କରାଯାଇଥିଲା… ତେବେ ସତ୍ୟ କ’ଣ ?

ଅହମ୍ମଦାବାଦ : "ଯଦି ସେ ମୋ ଠାରୁ ସ୍ୱାଧୀନତା ଚାହାଁନ୍ତି, ତେବେ ସେ ସ୍ୱାଧୀନତା ପାଇବା ଉଚିତ୍ । ମୋର ଜୀବନ ଏପର୍ୟ୍ୟନ୍ତ ଅଛି। ମୁଁ ଖୁସି ଯେ, ମୁଁ ଆଲ୍ଲାଙ୍କୁ ଭେଟିବି । ମୁଁ ତାଙ୍କୁ ପଚାରିବି ଯେ, ମୁଁ କେଉଁଠାରେ ଭୁଲ୍ କରିଥିଲି ? ମୁଁ ଭଲ ପିତାମାତା ପାଇଛି, ମୁଁ ଭଲ ବନ୍ଧୁ ପାଇଛି ।
Read More...

ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକଙ୍କ ଟୀକାକରଣ ନିମନ୍ତେ ବିଶେଷ ବ୍ୟବସ୍ଥା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ କୋଭିଡ଼ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଆବଶ୍ୟକ କୋଭିଡ଼ ଟିକାକରଣ ପାଇଁ ବିଶେଷ ପଦକ୍ଷେପ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ନିଆଯାଇଛି । ଏହି ପରିପେକ୍ଷୀରେ ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ଜିଲ୍ଲା
Read More...