Monthly Archives

March 2021

୮ଦଫା ଦାବୀ ନେଇ ଏନ.ଏ.ସି. ଘେରିଲା ଭାଜପା

କଂଟାବାଂଜି, (ମନୀଶ କୁମାର ହଂସ) : ଭାରତୀୟ ଜନତା ପାର୍ଟି କଂଟାବାଂଜି ମଣ୍ଡଳଦ୍ୱାରା ମଂଗଲବାର ଦିନ କଂଟାବାଂଜି ଏନ.ଏ.ସି.ର ମୁଖ୍ୟ ଫାଟକ ସମ୍ମୁଖରେ ଦିନିକିଆ ବିକ୍ଷୋଭ କରାଯାଇଛି । ଏନ.ଏ.ସି. ସହରାଂଚଳରେ ବସବାସ କରୁଥିବା ବାସହୀନ ଗରିବ ତଥା କଚ୍ଚା ଘରେ ରହିଆସୁଥିବା ଲୋକଙ୍କୁ
Read More...

ବଲାଙ୍ଗିରର ୫ ଜଣ ବରିଷ୍ଠ ମହିଳା କ୍ରିକେଟର ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ମାର୍ଚ୍ଚ ୧୧ ତାରିଖର ଜାତୀୟ ବରିଷ୍ଠ ମହିଳା ଦିନିକିଆ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ଓଡିଶା ଏହି ପ୍ରତିଯୋଗିତାରେ ଏଲଟି ଗୃପରେ ଅଛି । ଏଥି ସହିତ ଝାରଖଣ୍ଡ, ହାଇଦ୍ରାବାଦ, ଗୁଜୁରାଟ, ଛତିଶଗଡ଼ ଓ ତ୍ରିପୁରା ଏହି ଏଲଟି ଗୃପରେ
Read More...

କରୋନା ଟୀକାକରଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମିଳିତ ଉଦ୍ୟମରେ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ୬୦ବର୍ଷରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ ମାଗଣାରେ କୋଭିସିଲ୍ଡ ଭେକସିନ୍ ଦିଆଯାଇଛି । ଏ ପରିପ୍ରେକ୍ଷୀରେ
Read More...

ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତଖାନାରେ ମହାପ୍ରୟାଣ ଗାଡ଼ି ତୁରନ୍ତ ନିୟୋଜିତ କର : ଆପ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ସୋମବାର ରାତିରେ ଜଣେ ଯୁବତୀ କ୍ଷୀର ପଟେଲଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପାଇକମାଲ ବ୍ଲକ ସରେଇକେଲା ଗାଁର ଏହି ପରିବାର ଶବକୁ ନେବା ପାଇଁ ହଟହଟ୍ଟା ହୋଇଥିଲେ କାରଣ ବରଗଡ଼ ଜିଲ୍ଲାରେ ଗୋଟିଏ ମାସରୁ ଅଧିକ ହେବ ମହାପ୍ରାୟଣ ଗାଡି ଅଚଳ ହୋଇ
Read More...

ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ସପ୍ତମ ଦିବସରେ ନାଏକ କ୍ରିକେଟ ଏକାଡେମୀ ଓ ଏଲ୍‌ଏସି ପାଟଣାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଲ୍‌ଏସି ଦଳପ୍ରଥମେ ବ୍ୟାଟିଂ କରି ୨୫.୨ ଓଭରରେ
Read More...

ସରକାରଙ୍କ ସିଧାସଳଖ ନିଯୁକ୍ତି ବିରୁଦ୍ଧରେ ରାଷ୍ଟ୍ରପତିଙ୍କୁ ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବିଧାନ ସଚେତନତା ଅଭିଯାନ ଓଡିଶା ତରଫରୁ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଲେଟେରାଲ ଏନ୍ଟ୍ରି ବିରୁଦ୍ଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ବିନା ପରୀକ୍ଷା ଏବଂ ଟ୍ରେନିଂରେ ସେକ୍ରେଟେରୀ ଓ
Read More...

ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ସାଇନା ୨୬ ମାର୍ଚ୍ଚରେ ପରଦାକୁ ଆସିବ

ମୁମ୍ବାଇ : ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ସାଇନା ୨୬ ମାର୍ଚ୍ଚରେ ପରଦାକୁ ଆସିବ । ଏଥିରେ ପରିଣୀତି ଚୋପ୍ରା ବ୍ୟାଡମିଂଟନ ଷ୍ଟାରଙ୍କ ଭୂମିକା କରୁଛନ୍ତି । ଏଥିପାଇଁ ସେ କଠିନ ପରିଶ୍ରମ ମଧ୍ୟ କରିଛନ୍ତି । ସାଇନାଙ୍କ ସଂଘର୍ଷରୁ ସଫଳତାର କାହାଣୀ
Read More...

ମୋବାଇଲ୍ ଟାଓ୍ବାର୍ ସ୍ଥାପନର ୧୩ ବର୍ଷ ବିତିଗଲାଣି : ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମୋବାଇଲ ଟାୱାର ସ୍ଥାପନର ୧୩ ବର୍ଷ ବିତିଗଲାଣି, ତଥାପି ସେବାରୁ ବଞ୍ଚିତ ୪ ପଞ୍ଚାୟତବାସୀ । ଯଥାଶୀଘ୍ର କାର୍ୟ୍ୟକ୍ଷମ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ
Read More...

ବଦଳିଲା ସ୍କୁଲ ସମୟ : ଏବେ ସକାଳ ୭ଟାରୁ ୧୨ଟା ଯାଏଁ ହେବ ପାଠପଢା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ୭ଟାରୁ ୯ଟା ପର୍ୟ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲ ଆସିବେ । ସେହିପରି ୮ଟାରୁ ୧୨ଟା ପର୍ୟ୍ୟନ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଯିବ । ତେବେ ଖରାକୁ ଦୃଷ୍ଟିରେ ରଖି
Read More...

ହରିୟାଣାର ସୈନିକ ବିଦ୍ୟାଳୟରେ ୫୪ ଜଣ ଛାତ୍ର କରୋନା ପଜିଟିଭ୍

କର୍‌ନଲ୍‌ : କରୋନା ଭାଇରସ ବିଷୟରେ ଭୟଭୀତ ଖବର ପୁଣି ଆସିଛି, ହରିୟାଣାର କର୍‌ନଲ୍‌ ଜିଲ୍ଲାର ଏକ ସୈନିକ ବିଦ୍ୟାଳୟର ୫୪ ପିଲା କରୋନା ପଜିଟିଭରେ ବାହାରିଛନ୍ତି । ଏହା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ରାଜ୍ୟରେ ସ୍କୁଲ ଏବଂ କଲେଜ କାର୍ୟ୍ୟକଳାପ ଆରମ୍ଭ ହୋଇଥିବା ବେଳେ ଏହା
Read More...