Monthly Archives

March 2021

ପଞ୍ଚାୟତ କାନ୍ଥରେ ନାମ ଥାଇ ବି ଆବାସ ଘର ମିଳୁନି

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗରିବ ଅସହାୟ ଲୋକଙ୍କୁ କିପରି ଉପହାସ କରାଯାଏ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ଜଗବନ୍ଧୁ କେତକିଙ୍କ ନାମ ପଞ୍ଚାୟତ କାନ୍ଥରେ ଲେଖାଯାଇଛି ହେଲେ ଘର ମିଳୁନି ।
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୬ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ - ୬୦
Read More...

ଟାଣୁଆ ନେତା ସ୍ୱର୍ଗତ ଗିରିଧାରୀ ପତିଙ୍କ ଉଦ୍ଦେଶ୍ୟରେ ଶୋକ ସଭା ଅନୁ‌ଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ହାଟପଦାପଡ଼ାର କମ୍ୟୁନିଟି ହଲ୍‌ରେ ଟାଣୁଆ ନେତା ସ୍ୱର୍ଗତ ଗିରିଧାରୀ ପତିଙ୍କ ଅମର ଆତ୍ମାର ସଦ୍‌ଗତି ଉଦ୍ଦେଶ୍ୟରେ ଏକ ଶୋକ ସଭା ଅନୁ‌ଷ୍ଠିତ ହୋଇଯାଇଛି । ମୈତ୍ରୀମହଲ କ୍ଲବ ଏବଂ ମା’ ମେଟାକାନୀ ମନ୍ଦିର କମିଟି ତରଫରୁ ଆୟୋଜିତ ଏହି ସଭାରେ ମା’
Read More...

ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ‘ମୋ ଚାଟଶାଳୀ’ କାର୍ୟ୍ୟକ୍ରମ ଶୁଭାରମ୍ଭ

ବୌଦ୍ଧ, (ବଂଶୀଧର ମାଝୀ) : କରୋନା ପ୍ରଭାବରେ ବିଦ୍ୟାଳୟ ଗୁଡିକ ବନ୍ଦ ଥିବାରୁ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ଭିତରେ ଶିକ୍ଷାର ବ୍ୟବଧାନକୁ ଦୂର କରିବା ପାଇଁ ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧଶାଖା ପକ୍ଷରୁ ଜିଲ୍ଲା ବ୍ୟାପି ମୋ ଚାଟଶାଳୀ ଖୋଲିବାକୁ ନିଷ୍ପତ୍ତି ନେଇଛି । ବୁଧବାର ସଂଗଠନ
Read More...

ଆଇସିଏମ୍‍ଆର ଓ ଭାରତ ବାୟୋଟେକ୍‍ ଦ୍ୱାରା ବିକଶିତ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା

କୋଭିଡ୍‍ ବିରୋଧରେ ଏହି ଟିକାର ଦକ୍ଷତା ୮୧ ଶତାଂଶ ପ୍ରମାଣିତଏକ ସ୍ୱାଧୀନ ବୋର୍ଡ ଦ୍ୱାରା ଏହି ତଥ୍ୟର ମୂଲ୍ୟାଙ୍କନ କରାଯାଇଛିତଥ୍ୟ ଅନୁସାରେ ଏହି ଟିକାକୁ ଲୋକମାନେ ନିରାପଦରେ ନେଇପାରିବେଏହା ସାର୍ସ-କୋଭ-ଟୁ ବିରୋଧରେ ଦେଶବ୍ୟାପୀ ସବୁ ବର୍ଗ ଓ ସବୁ ପ୍ରକାର ଲୋକଙ୍କ ପାଇଁ ଉପଯୋଗୀ ପ୍ରମାଣିତ
Read More...

ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଫ୍ରାନ୍ସ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅକ୍ଷୟଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଫ୍ରାନ୍ସ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି । ଏହି ବୁଝାମଣାପତ୍ର ଚଳିତବର୍ଷ ଜାନୁୟାରୀରେ
Read More...

ଶିକ୍ଷା କ୍ଷେତ୍ରରେ ବଜେଟ ବ୍ୟୟବରାଦର କାର୍ୟ୍ୟକାରିତା ଉପରେ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦି‌ଲ୍ଲୀ, (ପିଆଇବି) :ନମସ୍କାର!!!ଶିକ୍ଷା, ଦକ୍ଷତା, ଗବେଷଣା ଏହିପରି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରୁ ଯୋଗ ଦେଇଥିବା ଆପଣମାନେ ସମସ୍ତେ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଅନେକ ଅନେକ ଅଭିନନ୍ଦନ।ଆଜି ଏହି ବିଚାର ଆଲୋଚନା ଏପରି ଏକ ସମୟରେ ହେଉଛି ଯେତେବେଳେ ଦେଶ ନିଜର ବ୍ୟକ୍ତିଗତ,
Read More...

ରାଜ୍ୟ ଗୁଡ଼ିକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପତ୍ର : ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ…

ନୂଆଦି‌ଲ୍ଲୀ, (ପିଆଇବି) : ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ର ଭାଗ ୩ ଅଧୀନରେ ସମସ୍ତ କ୍ଷମତା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଲାଗୁ କରିବ। ଏହି ଭାଗ-୩ରେ ରାଜ୍ୟ ସରକାର, ଜିଲ୍ଲାପାଳ କିମ୍ବା
Read More...

ୟୁପି ସ୍କୁଲ ସହକାରୀ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ପଥରଘାଟ ୟୁପି ସ୍କୁଲର ସହକାରୀ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଘରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଏକା ସାଂଗରେ ବୀରମହାରାଜପୁର ଥାନା ଅନ୍ତର୍ଗତ ବାଘମାରି ସ୍ଥିତ ତାଙ୍କ ଦୁଇ
Read More...

୨ ବର୍ଷ ପରେ ବି ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନଓ୍ବାଡି କେନ୍ଦ୍ର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ନିର୍ମାଣ କରାଯାଉଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ୨ ବର୍ଷ ହେବ, ହେଲେ ସମ୍ପୂର୍ଣ୍ଣ ହୋଇପାରୁନି କି ସୂଚନା ଫଳକ ଲାଗାଯାଇନି । ବର୍ତ୍ତମାନ ଅଙ୍ଗନଓ୍ବାଡି ଗୃହ ନଥିବାରୁ ବହୁତ ଅସୁବିଧା ହେଉଛି ।
Read More...