Daily Archives

ଶ୍ରୀରାମ ଜନ୍ମଭୂମି ନିଧି ସଂଗ୍ରହ ସମିତିର ସମୀକ୍ଷା ବୈଠକ : ଦେଓଗାଁ ଖଣ୍ଡରୁ ସଂଗ୍ରହ ହେଲା ୩ଲକ୍ଷ ୨୩ହଜାର ୧୭୫ଟଙ୍କା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଶିଶୁ ମନ୍ଦିରରେ ଶ୍ରୀରାମ ଜନ୍ମଭୂମି ନିଧି ସଂଗ୍ରହ ସମିତିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ନିଧି ସଂଗ୍ରହ ସମିତିର ସଭାପତି ମୋହନ ଲାଲ ସାମଲଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଦେଓଗାଁ ଖଣ୍ଡର ବିଭିନ୍ନ ଗାଁରୁ ଶ୍ରୀରାମ ଜନ୍ମଭୂମି
Read More...

ଡାକ ବିଭାଗ ପକ୍ଷରୁ ଗୋଏଲଭାଡ଼ି ଡାକଘରକୁ ପଞ୍ଚ ତାରକା ଗ୍ରାମ ଘୋଷଣା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁନ୍ତଲା ବ୍ଲକ ସ୍ଥିତ ଧରପଗଡ଼ ପଞ୍ଚାୟତ ଗୋଏଲଭାଡ଼ି ଡାକଘରକୁ ଭାରତ ସରକାରଙ୍କ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଚ ତାରକା ମାନ୍ୟତା ଘୋଷଣା କରାଯାଇଛି । ଗଏଲଭାଡି ଠାରେ ଡାକ ବିଭାଗ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି
Read More...

ଡିଲେଶ୍ୱର ରଣାଙ୍କ ପ୍ରଥମ ଗଳ୍ପ ସଂକଳନ ‘ସେଁର୍‌ରା’ ଲୋକାର୍ପିତ

କଳାହା‌ଣ୍ଡି, (ହେମେ‌ନ୍ତ ସାହୁ) : ଭବାନୀପାଟଣା ଅମଲା ଭବନ ପରିସରରେ କଳାହାଣ୍ଡି ଯୁବ ଲେଖକ ସମାବେଶ ଅନୁକୂଲ୍ୟରେ ଯୁବ ଗାଳ୍ପିକ ଡିଲେଶ୍ୱର ରଣାଙ୍କ ପ୍ରଥମ ଗଳ୍ପ ସଂକଳନ ‘ସେଁର୍‌ରା’ ଲୋକାର୍ପିତ ହୋଇଯାଇଛି । ସମାବେଶର ସାଧାରଣ ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...

ଜ‌ଙ୍ଗଲ ସୁରକ୍ଷା ଓ ପରିଚାଳନା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ୨୦୨୧-୨୨ ଆର୍ଥିକ ବର୍ଷରେ ୧ଲକ୍ଷ ୫୦ ହଜାର ୪୮୧ ହେକ୍ଟର ବନୀକରଣ ଲକ୍ଷ୍ୟ ରଖାଯାଇଛି । ଜଙ୍ଗଲ ସୁରକ୍ଷା ପାଇଁ ୫୧ଟି ବନଖଣ୍ଡ, ୨୮୩ଟି ବନାଞ୍ଚଳ, ୧୦୧୭ ଶାଖା ଓ ୩୬୮୩ଟି ବିଟ୍ କାର୍ଯ୍ୟ କରୁଛି । ସବୁଜ ବଳୟ ପାଇଁ ୧୬ ହଜାର ୫ଶହ ହେକ୍ଟର ଜମିରେ ୪ହଜାର
Read More...

୩୦ରେ ଗାନ୍ଧିଜୀଙ୍କ ବ୍ରହ୍ମପୁର ଆଗମନରେ ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଆଗମନ କରିଥିଲେ । ସେହି ଆଗମନର ସ୍ମୃତିକୁ ଶହେ ବର୍ଷ ପୂର୍ତ୍ତି ହେଉଛି । ଏହି ଅବସରରେ ମଙ୍ଗଳବାର ଭେ ।ରରେ ଗାନ୍ଧୀ ପ୍ରାର୍ଥନା ସହ ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ
Read More...

ହୋଲି ଖେଳ ହେଲା କାଳ : ଗାଧୋଉଥିବା ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ହୋଲି ଖେଳ ହେଲା କାଳ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଗାଁରେ ଅଘଟଣ ଘଟିଛି । ଗତକାଲି ଅପରାହ୍ନରେ ବନ୍ଧୁ ମାନଙ୍କ ସହ ହୋଲି ଖେଳ ପରେ ସାହାଜବାହାଲ ହନୁମାନ ମନ୍ଦିର ପଛପଟେ ଥିବା ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି
Read More...

ମାନସିକ ଅସୁସ୍ଥ ଭଉଣୀକୁ ହଇରାଣ କରୁଥିବାରୁ ୩୦ ବର୍ଷର ପୁଅକୁ ହତ୍ୟା କଲା ନିରୁପାୟ ମା’

ଆମ୍ରେଲି : ଗୁଜୁରାଟର ଆମ୍ରେଲି ଜିଲ୍ଲାର ଖେଡା ଗ୍ରାମରେ ମାନସିକ ଅସୁସ୍ଥ ଭଉଣୀକୁ ହଇରାଣ କରୁଥିବାରୁ ୩୦ ବର୍ଷର ପୁଅକୁ ହତ୍ୟା କରିଛି ଜଣେ ନିରୁପାୟ ମା' । ସୋମବାର ପୋଲିସ ଏହି ସୂଚନା ଦେଇଛି । ସୋମବାର ବିଳମ୍ବିତ ରାତିରେ ପିପବାବ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ରବିବାର
Read More...

ଟୋଲଗେଟରେ ବଲାଙ୍ଗିର ନମ୍ବର ଥିବା ଗାଡିକୁ ବାଦ ଦେବାକୁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଘରୋଇ ବସ ମାଲିକ ସଙ୍ଘ କାର୍ୟ୍ୟାଳୟଠାରେ ସଭାପତି ହେମନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆସନ୍ତା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଛୁପାଲି ଟୋଲଗେଟରେ ବଲାଙ୍ଗିର ନମ୍ବର ଥିବା ଗାଡିକୁ ବାଦ ଦେବାକୁ ଦାବୀ ହୋଇଥିବା ବେଳେ
Read More...

ଥାନାରୁ କାମ ସାରି ଘରକୁ ଫେରୁଥିବା ବେଳେ ଦନ୍ତା ହାତୀର ଆକ୍ରମଣର ଶିକାର ହୋଇ ଗୁରୁତର ପୋଲିସ କର୍ମଚାରୀ

ଢେଙ୍କାନାଳ : ଦିନକୁ ଦନି ବଢିବାରେ ଲାଗୁଛି ହାତୀ‌ଙ୍କ ଉପଦ୍ରବ । ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରୁଆଲି ପଂଚାୟତରେ ପୋଲିସ କର୍ମଚାରୀ ହୃଷିକେଶ ନାୟକ ଥାନାରୁ କାମ ସାରି ଘରକୁ ଫେରୁଥିଲେ । ହେଲେ ସାରୁଆଲି ପଂଚାୟତର କଦଳୀପାଳ ନିକଟରେ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ ।
Read More...

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୮୩୭ ରହିଛି । ଆଜି ୨୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...