Daily Archives

କେଶପୁର ବସଷ୍ଟାଣ୍ଡର ଅବ୍ୟବସ୍ଥା ସୁଧିରିବ କେବେ ?

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ବୃହତ୍ତର ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଗଡ଼ଜାତ ଅଞ୍ଚଳ ଭାବେ ପରିଚିତ ଖଲିକୋଟ ସହରକୁ ସିଧାସଳଖ ଯାତ୍ରୀ ପହଞ୍ଚିବାକୁ ହେଲେ ନିକଟସ୍ଥ ଏକ ବଡ଼ଗ୍ରାମ କେଶପୁର ଅଞ୍ଚଳକୁ ଯିବାକୁ ହୁଏ । କାହିଁକିନା ଖଲିକୋଟ ରେଳବାଇ ଜଙ୍କସନ ହେଉଛି କେଶପୁର । ଖଲିକୋଟ
Read More...

ମହେନ୍ଦ୍ର ମେହେର ଭୁଲିଆ ସମାଜର ସଭାପତି ହେଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ମେହେର (ଭୁଲିଆ) ସମାଜର ସଭାପତି ଭାବେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର ମେହେର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ମେହେର ସମାଜର ଏକ ବୈଠକରେ ଭୁଲିଆ ସମାଜର ଏକତା, ପାରମ୍ପରିକ କଳା ସହ ସାମୁହିକ ବିକାଶ ଓ
Read More...

ଭାରତ ବନ୍ଦ ଡାକରା ବଲାଙ୍ଗିର ସହରରେ ପ୍ରଭାବ ଶୂନ୍ୟ

ବଲାଙ୍ଗିର, (କେପିଏନ୍ଏସ୍) : କେନ୍ଦ୍ର ସରକାରଙ୍କ ତିନୋଟି ବିବାଦୀୟ କୃଷି ବିଲକୁ ନେଇ କୃଷକ ମାନଙ୍କ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ବଲାଙ୍ଗିର ସହରରେ ପ୍ରଭାବ ଶୂନ୍ୟ ଜଣାପଡିଛି। କାଁ ଭାଁ ଛାଡିଦେଲେ ପ୍ରାୟ ସମସ୍ତ ଦୋକାନ ବଜାର ଖୋଲା ରହିଛି। ଜୀବନ ଯାତ୍ରା ସ୍ବାଭାବିକ ରହିଛି।
Read More...

ଗାନ୍ଧିଜୀଙ୍କ ବାର୍ତ୍ତା ସମାଜ ପାଇଁ ଏକ ଚେତନା : ଗାନ୍ଧୀ କବିତା ଆସରରେ ଆଲୋଚନା

ବୌଦ୍ଧ, (ରଂଜୁ ଅମାତ) : ବଉଲ ନାଟ ଏଣ୍ଡ କଲଚରାଲ ଏସୋସିଏସନ ଖଟଖଟିଆର ବ୍ରହ୍ମଣୀ ପକ୍ଷରୁ ଆୟୋଜିତ କବି ମାନସରେ ଗାନ୍ଧୀ କବିତା ଆସରରେ ସଂଯୋଜକ କବି ଦିଲ୍ଲୀପ କୁମାର ମହାନ୍ତି ଗାନ୍ଧିଜୀଙ୍କ ବାର୍ତା ସମାଜ ପାଇଁ ଏକ ଚେତନା ବୋଲି କହିଥିଲେ । କବି ଈଶ୍ୱର ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ
Read More...

ଭାରତ ବନ୍ଦ ଡାକରାକୁ ସଇଁନ୍ତଲା କଂଗ୍ରେସ ଦଳର ସମର୍ଥନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସରକାରଙ୍କ ତିନୋଟି କଳା କୃଷି ଆଇନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର ଦାବିରେ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାକୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଂଗ୍ରେସ କମିଟି ତରଫରୁ ସମର୍ଥନ ଜଣାଇ ବ୍ଳକ କଂଗ୍ରେସ କମିଟି ସଭାପତି ଗୁଣ
Read More...

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା : ବୋରାସମ୍ବର କ୍ଲବ୍ ଓ ଜେ. ୱାଇ.ଏସ କ୍ଲବ ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଆଜିର ମ୍ୟାଚରେ
Read More...

ଖପ୍ରାଖୋଲରେ ଜିଲ୍ଲା ସ୍ତରୀୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ର କାର୍ୟ୍ୟକାରିତା ଉପରେ କାର୍ୟ୍ୟକ୍ରମ…

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ ) : ଖପ୍ରାଖୋଲ ବ୍ଲକ କନଫରେନ୍ସ ହଲ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ୟ୍ୟକାରିତା ତଥା ଗ୍ରାମାଞ୍ଚଳରେ ରହିଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା ।
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) – ୫୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...

କୃଷକଙ୍କ ଦେଶବ୍ୟାପୀ ବ‌ନ୍ଦ ଆରମ୍ଭ ହୋଇଛି : ବିରୋଧକାରୀମାନେ ଗାଜିପୁର ସୀମାକୁ ଅବରୋଧ କଲେ

ନୂଆଦିଲ୍ଲୀ : ଗତ ଚାରିମାସ ଧରି ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ମାର୍ଚ୍ଚ ୨୬ ଶୁକ୍ରବାର ଦିନ ଦେଶବ୍ୟାପୀ ଭାରତ ବ‌ନ୍ଦ ଡାକରା ଦେଇଛନ୍ତି । ଏହି ବ‌ନ୍ଦ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଚାଲିବ । କୃଷକ ନେତାମାନେ କହିଛନ୍ତି ଯେ, ଭରତ ବ‌ନ୍ଦରେ ଯୋଗଦେବାକୁ
Read More...

ଝଟ୍ ମଗ୍‌ନି ପଟ୍‌ ବିହା, ଦେଖ୍‌ଲା ଲୋକ୍‌ ଅଁଚାବୁହା : ବିନା ଯୌତୁକରେ ଆଦର୍ଶ ବିବାହ କାର୍ଯ୍ୟ ସମାପନ କଲା ଜିଲ୍ଲା…

ପାଟଣାଗଡ଼, (ଗୋରେଖନାଥ ବରିହା) : କଥା ଥି ଅଛେ, ଚଟ୍ ମଗ୍‌ନି ପଟ୍‌ ବିହା, ଦେଖ୍‌ଲା ଲୋକ୍‌ ଅଁଚାବୁହା । ଏଭଳି ଏକ ଘଟଣା ସଂପର୍କରେ ଜାଣିବା ଆସ‌ନ୍ତୁ । ଅଳ୍ପ ସମୟ ମଧ୍ୟରେ ପବିତ୍ର ବିବାହ ବନ୍ଧନରେ ବାନ୍ଧି ହୋଇ ସବୁଦିନର ଦୁଃଖ ସୁଖର ସାଥୀ ହୋଇ ଘର ସଂସାର କରି ଜୀବନ କାଟିଥାନ୍ତି । ହେଲେ
Read More...