tur
Daily Archives

ଓସିଏ ଭିଜନ ୨୦୨୪ : ଗାନ୍ଧିନଗର କ୍ରିକେଟ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ଗାନ୍ଧିନଗର ଦଳ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତାରେ କଣ୍ଟାବାଞ୍ଜି ଦଳ ଓ ଗାନ୍ଧିନଗର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
Read More...

ସହିଦ ଦିବସ ଅବସରରେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଆଜି ସହିଦ ଦିବସ ଅବସରରେ କେଶରୀୟା ହିନ୍ଦୁ ବାହିନୀ ସୁବର୍ଣ୍ଣପୁର ଜିଲ୍ଲା କମିଟି ତରଫରୁ ଜିଲ୍ଲା ସଭାପତି ବ୍ୟାସଦେବ ମିଶ୍ରଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ଜିଲ୍ଲା ଖାରି ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ
Read More...

ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଗଣଧାରଣାରୁ ଓହରିଲେ ଗ୍ରାମବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବେଲପଡା ବ୍ଳକ ମଧ୍ୟପୁର ଓ ଧୁମାଭଟାର ଗ୍ରାମବାସୀ ତାଙ୍କ ବଞ୍ଚିବାର ଅଧିକାର ସହ ପାନୀୟ ଜଳ ଯୋଗାଣ ଦାବୀରେ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଗଣଧାରଣାରେ ବସିଥିଲେ । ଆଜି ଜିଲ୍ଲାପାଳଙ୍କଠାରୁ ସମସ୍ୟାର ସମାଧାନ
Read More...

ଅଗସ୍ତି ନୂଆଗାଁରେ ଆଇଆରଇଏଲ (ଇଣ୍ଡିଆ) ଲି. ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଛତ୍ରପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଅଗସ୍ତିନୂଆଗାଁ ପଞ୍ଚାୟତର ଅଗସ୍ତି ନୂଆଗାଁ ଗ୍ରାମରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ, ଓସକମ ତରଫରୁ ଗୋଷ୍ଠୀଗତ ସାମାଜିକ ଦାୟିତ୍ଵ ଆନୁକୁଲ୍ୟରେ ଗତ ଶୁକ୍ରବାର
Read More...

ପାଣି ମୋଟର ଚୋରି ଅଭିଯୋଗରେ ତିନି ଗିରଫ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାଉଲବାଞ୍ଜି ଗ୍ରାମରୁ ପାଣି ମୋଟର ଚୋରି ଅଭିଯୋଗରେ ଖପ୍ରାଖୋଲ ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚାଉଲବାଞ୍ଜି ଗ୍ରାମର ଶଙ୍କର ଛତ୍ରିଆ ଏବଂ ଦୂର୍ଯ୍ୟୋଧନ ଛତ୍ରିଆ । ସେହିପରି ଚୋରି
Read More...

ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ : ଆଜି କରୋନା ଆକ୍ରାନ୍ତ ଚିହ୍ନଟ ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ ସୂଚନା ଦିଆଯାଇଛି । ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ. ୯ରୁ ଜଣେ, କଣ୍ଟାବାଞ୍ଜି ଏନ୍‌ଏସି‌ ୱାର୍ଡ ନଂ. ୬ ଏବଂ ୧୨ରୁ ଜଣେ ଲେଖାଏଁ କରେନାରେ ଚିହ୍ନଟ ହୋଇଛନ୍ତି । ଏବେ
Read More...

୪୫ ବର୍ଷରୁ ଅଧିକ ବୟସ୍କ ଲୋକ ଏପ୍ରିଲ ୧ରୁ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ : ୪୫ ବର୍ଷ ଏବଂ ୪୫ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଏପ୍ରିଲ ୧ ପରେ କରୋନା ଟିକା ନେଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି । ଏପର୍ୟ୍ୟନ୍ତ, ମେଡିକାଲ୍ ପ୍ରଫେସନାଲ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବ୍ୟତୀତ ୬୦ ବର୍ଷରୁ ଅଧିକ
Read More...

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୮୯୮ ରହିଛି । ଆଜି ୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

କଟକ ସଦରର ବିଭିନ୍ନ ଧାନମଣ୍ଡି (ସୋସାଇଟି)ରେ ଅନିୟମିତତା ଅଭିଯୋଗ

କଟକ, (ଚକ୍ରବର୍ତ୍ତୀ ଓତା) : ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ, ଓଡ଼ିଶା ଶାଖା ପକ୍ଷରୁ ଧାନର ଅଭାବି ବିକ୍ରି ଏବଂ କଟକ ସଦର ବ୍ଲକ କନ୍ଦରପୁର ସୋସାଇଟିରେ ଧାନ ସଂଗ୍ରହ ନେଇ ଅନିୟମିତତା ଆଦି ବିଭିନ୍ନ ସମସ୍ୟାର ପ୍ରତିବାଦରେ ମହାସଂଘର ରାଜ୍ୟ ସଭାପତି ଯୁବ ସଂଗଠକ ସଚିନ ମହାପାତ୍ର, କଟକ
Read More...

ଉତ୍କଳ ବିକାଶ ପରିଷଦ ପକ୍ଷରୁ ପୋଲିସ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା

କଟକ, (ଚକ୍ରବର୍ତ୍ତୀ ଓତା) : ସବୁବେଳେ ସ୍ଥାନୀୟ ବାସୀନ୍ଦାଙ୍କୁ ଅନନ୍ୟ ସେବା ଓ ସୁରକ୍ଷା ପ୍ରଦାନ କରିବା ପାଇଁ ତତ୍ପରଥିବା ତଥା କରୋନା ଯୋଦ୍ଧା ଭାବେ ସୁପରିଚିତ କଟକ ସଦର ବ୍ଲକ କିଶନନଗର ଥାନା ଅଧିକାରୀ ବାମଦେବ ସ୍ୱାଇଁ ଏବଂ ତାଙ୍କ କର୍ତ୍ତବ୍ୟରତ ସୁରକ୍ଷା କର୍ମଚାରୀବର୍ଗଙ୍କୁ କଟକ ସଦର
Read More...